Daily Archives

February 9, 2020

ଅଦିନିଆ ବର୍ଷା ଉଜାଡି ଦେଲା ଫସଲ । ଖଳାରେ ଗଜା ହୋଇଗଲା ଧାନ, ନଷ୍ଟ ହୋଇଗଲା ଏକର ଏକର ଜମିର ଫସଲ ।

କନକ ବ୍ୟୁରୋ : ଅଦିନିଆ ବର୍ଷା ସାରା ରାଜ୍ୟରେ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ବର୍ଷା ଯୋଗୁଁ ପାଗ କୋହଲା ରହିବା ସହ ଶୀତ ଲହରି ଜାରି ରହିଛି । ଅସମୟରେ ବର୍ଷା ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଉଜୁଡି ଯାଇଛି ଫସଲ । କେଉଁଠି ଜମିରେ ବର୍ଷା ପାଣି ଜମି ରହିଛି ତ ଆଉ କେଉଁଠି ଅମଳ…

ଏକାଠି ଜଳିଲା ଜୁଇ । ଗାଁ ମଶାଣିରେ ଏକା ସାଙ୍ଗରେ ଜଳିଲା ୮ ଜଣଙ୍କ ଚିତା । ଅନ୍ତିମ ସଂସ୍କାର ବେଳେ ଲୁହରେ ଭିଜିଲା,…

କନକ ବ୍ୟୁରୋ: ଏକାଠି ଜଳିଲା ଆଠ ଜୁଇ । ଗାଁ ମଶାଣିରେ ଏକା ସାଙ୍ଗରେ ଜଳିଲା ୮ ଜଣଙ୍କ ଚିତା । ବ୍ରହ୍ମପୁର ଡଙ୍ଗଲପାଡୁ ଗାଁ ଶ୍ମଶାନରେ ଆଠ ମୃତକଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ସକ୍ରାର ଅନ୍ୟ ଏକ ଗାଁରେ ହେଲା । ତେବେ ଗୋଟିଏ ଗାଁରେ ଆଠ ଆଠ ଜଣଙ୍କ ଚିତା ଜଳିବା ପରେ…

କାହିଁକି ମାଡିଆସିଲା ମୃତ୍ୟୁର ତାର ? ଛାତି ଥରିଉଠିବା ଭଳି ଦୁର୍ଘଟଣା ପାଇଁ କିଏ ଦାୟୀ ? କାଠଗଡ଼ାରେ ୩ ଦୋଷୀ !

କନକ ବ୍ୟୁରୋ : ଦୁର୍ଘଟଣାର ଏହା ଏପରି ଏକ ଲୋମଟାଙ୍କୁରା କାହାଣୀ, ଯାହା ଆଉ କେବେ କେଉଁଠି ନଘଟୁ । ପୁଅର ନିର୍ବନ୍ଧ ପାଇଁ ହସଖୁସିରେ ବାହାରିଥିବା ଏକ ପରିବାରର ସ୍ପପ୍ନ, ମଝି ରାସ୍ତାରେ ଯେ ଏମିତି ଛାରଖାର ହୋଇଯିବ, ତାହା କେହି ବିଶ୍ୱାସ ବି କରିପାରୁନାହାନ୍ତି । ଗଞ୍ଜାମ ଜିଲ୍ଲା…

ମୃତ୍ୟୁର ତାର ଫିଙ୍ଗି ଜୀବନ ନେଇଗଲା ଯମ । ଅଧା ବାଟରେ ଅଟକିଗଲା ନୂଆ ସମ୍ପର୍କର ସ୍ୱପ୍ନ । ନିର୍ବନ୍ଧ ପାଇଁ ଯାଉଥିବା…

କନକ ବ୍ୟୁରୋ: ବସ ଭିତରେ ମୃତ୍ୟୁ, ବସ ବାହାରେ ମୃତ୍ୟୁର ପଦଚିହ୍ନ । ଜୀବନ ନେଇ ଯିବା ପରେ ମୃତ୍ୟୁର ପଞ୍ଝାରୁ ଅଳ୍ପକେ ମୁକୁଳି ଯାଇଥିବା ଜୀବନମାନଙ୍କ ଛାତିଥରା ଚିକ୍ରାରରେ ଫାଟି ପଡୁଛି ପୂରା ପରିବେଶ । ବିଦ୍ୟୁତର ନିଆଁରେ ଜଳି ପୋଡି ଛାରଖାର ହୋଇଥିବା ମୃତଦେହର ଭୟଙ୍କର ଚିତ୍ର ଏତେ…

ବସ୍ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ । କାଳରୂପୀ କରେଣ୍ଟ ନେଇଗଲା ୯ଟି ଜୀବନ ।

କନକ ବ୍ୟୁରୋ : ମେନ୍ଦ୍ରାଜପୁରର ଲୋମଟାଙ୍କୁରା ବସ୍ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ । ଏହି ଘଟଣାରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ, ସେମାନଙ୍କ ନାଁ ହେଉଛି, ବି. ତାରଣେୟା, କେ. ସଞ୍ଜୁ, ବି. ମୋହିନୀ, ବି. କାନକାଆମ୍ମା, ସନ୍ତୋଷୀ ସାହୁ, ବି. ରାମେୟା, ବି. ଆଚୁଲୁ, ସିଏଚ କାମରାଜୁ,…