Daily Archives

February 7, 2020

ଇଞ୍ଜିନିୟରଙ୍କ ଚପଲ କାରଖାନା : ଜୋତା ତିଆରି କାରଖାନା ପ୍ରତିଷ୍ଠା କରି ସ୍ୱାବଲମ୍ବୀ ହେଲେ ଦୁଇ ଉଚ୍ଚଶିକ୍ଷିତ…

କନକ ବ୍ୟୁରୋ : ଚାକିରୀ ଉପରେ ଭରସା ନକରି ନିଜେ କିଛି କରି ଦେଖାଇବାର ଉଦ୍ୟମ । କେବଳ ଏତିକି ନୁହେଁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କୁ ନିଯୁକ୍ତି ଦେବାର ଇଚ୍ଛା ଦୁଇ ଭାଇଙ୍କୁ ଆଣିଦେଇଛି ପରିଚୟ । ଇଞ୍ଜିନିୟରିଂ ପଢିବା ପରେ ବାଲେଶ୍ୱର ଜିଲ୍ଲା ବସ୍ତାରେ ଜୋତା କାରଖାନା ପ୍ରତିଷ୍ଠା…

ମାଟିରେ ମିଶିଲା ରୂପେଶଙ୍କ ରଙ୍ଗଶାଳା । ଧୂଳିସାତ ହେଲା ସ୍ମିତାରାଣୀଙ୍କ ମୃତ୍ୟୁର ମୁକସାକ୍ଷୀ, ଗେଷ୍ଟହାଉସ ଗୁମର…

କନକ ବ୍ୟୁରୋ: ମାଟିରେ ମିଶିଲା ରୂପେଶର ରଙ୍ଗଶାଳା । ଭାଙ୍ଗିଲା ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ । ଯାଜପୁର ଧର୍ମଶାଳା ବ୍ଲକ ହରିଦାସପୁରର ସେହି ବିବାଦୀୟ ରଙ୍ଗଶାଳା, ଯାହାକୁ ମାଟିରେ ମିଶାଇ ଦେଇଛି ପ୍ରଶାସନ । ଏ ହେଉଛି ସେହି ରଙ୍ଗଶାଳା, ଯେଉଁଠି ପଂଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ…

ବଦଳିଲା ପାଗର ମିଜାଜ୍, ରାଜ୍ୟରେ ଦୁଇ ଦିନ ଯାଏଁ କୋହଳ ପାଗ : ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ…

କନକ ବ୍ୟୁରୋ : ସାରା ରାଜ୍ୟରେ କୋହଳା ପାଗ । ତା’ସାଙ୍ଗକୁ କେତେକ ସ୍ଥାନରେ ହେଉଛି ବର୍ଷା । ଏହି ଅବସ୍ଥା ଆସନ୍ତା ଦୁଇ ଦିନ ଲାଗି ରହିବ । ଏହା ପରେ ଘନ କୁହୁଡିରେ ଢାଙ୍କି ହୋଇଯିବ ଉତର- ପଶ୍ଚିମ ଓଡିଶା । ତେବେ ୧୦ ତାରିଖ ପରଠାରୁ ବଢିବ ଶୀତ । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା…

ଦୋହଲିଲା ଲାଲଗଡ: ‘ସ୍ୱାଭିମାନ’ ପାଇଁ ରାତି ଦିନ ଅପରେସନ । ୫ ଦିନ ୪ ରାତିର ନିରବଚ୍ଛିନ୍ନ ଅଭିଯାନ ପରେ…

କନକ ବ୍ୟୁରୋ: ମାଓ ଦମନ ପାଇଁ ରାତି ଦିନ ଅପରେସନ । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ସୁରକ୍ଷାକର୍ମୀ ଓ ଲାଲ୍ ବାହିନୀର ମୁକାବିଲା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ଏହି ଚିତ୍ର ହିଁ ପ୍ରମାଣ କରୁଛି ମାଓବାଦୀ ଦମନ ପାଇଁ କେଉଁ ଭଳି ଏକ ବଡ଼ ଅପରେସନ୍ କରିଥିଲା ପୋଲିସ । ଇନସାସ୍…

ଭୋଟିଂ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଗୁଳିମାଡ଼ : ଜାଫରାବାଦରେ ଚାରି ରାଉଣ୍ଡ ଫାଇରିଂ, ସୁରକ୍ଷା ବ୍ୟବସ୍ଥା ଉପରେ…

କନକ ବ୍ୟୁରୋ : ଭୋଟିଂର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ଗୁଳିମାଡ଼ । ଦିଲ୍ଲୀରେ ବିଧାନସଭା ନିର୍ବାଚନର ପୂର୍ବରୁ ଜାଫରାବାଦ ଅଞ୍ଚଳରେ ୪ ରାଉଣ୍ଡ୍‌ ଗୁଳି ଚାଳନା ହୋଇଛି । ସେଠାରେ ଥିବା ଜଣେ ଦୋକାନୀଙ୍କ କହିବା ମୁତାବକ୍, ଏହି ଗୁଳି ଚାଳନା ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରାଯାଇ…

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା : ଏବେ ବୋମା ନିଷ୍କ୍ରିୟ କରିବ ଶକ୍ତିଶାଳୀ ରୋବୋର୍ଟ

କନକ ବ୍ୟୁରୋ : ବାୟୁସେନାକୁ ମିଳିଲା ନୂଆ ଶକ୍ତି । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଭାରତୀୟ ସେନାର ଶକ୍ତି ଆଗରେ ହାରିମାନିବେ ଶତ୍ରୁ ଦେଶ । ଅନୁପ୍ରବେଶ ଉଦ୍ୟମ କରିବା ପୂର୍ବରୁ ହଜାରେ ଥର ଚିନ୍ତା କିରବେ ନିଶ୍ଚୟ । ଖୁବ ଶୀଘ୍ର ଭାରତୀୟ ବାୟୁସେନାକୁ ମିଳିବ ଏକ ରୋବୋର୍ଟ । ବମ୍…