Daily Archives

February 6, 2020

ଅସ୍ତରଙ୍ଗ ଦେବୀ ମୂହାଣ ବେଳାଭୂମିରେ ନାଲି କଙ୍କଡାଙ୍କ ମେଳା : ଧୂସର ବାଲି ଉପରେ ରେଡ କାର୍ପେଟର ଭ୍ରମ, ଗମନାଗମନର…

କନକ ବ୍ୟୁରୋ : ବେଳାଭୂମିରେ ନାଲି କଙ୍କଡାଙ୍କ ମେଳା । ପ୍ରକୃତିରାଣୀଙ୍କ ସୌନ୍ଦର୍ଯ୍ୟର ଉପହାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଦେବୀ ମୂହାଁଣରେ ଏହି ନାଲି କଙ୍କଡା ବହୁଳ ଭାବେ ଦେଖାଯାଉଛନ୍ତି । ଆଉ ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ବିରଳ ପ୍ରଜାତିର…

ମୁଣ୍ଡରେ ବାଜିଥିଲା ଗୁଳି : ଧାର ଧାର ରକ୍ତ ବହି ଯାଉଥିଲା . . . ମାଟି ଉପରେ ଟଳିବା ପୂର୍ବରୁ ଆତଙ୍କୀଙ୍କୁ ନିପାତ କରି…

କନକ ବ୍ୟୁରୋ : ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଲେ ଆଉ ଜଣେ ବୀରପୁତ୍ର । ଆକ୍ରମଣରେ ଟଳି ପଡ଼ିଲେ ସିନା ହେଲେ ଆତଙ୍କୀଙ୍କୁ ଛାଡ଼ିଲେନି । ମୁଣ୍ଡରେ ଗୁଳି ବାଜିଥିଲେ . . . . ଧାର ଧାର ରକ୍ତ ବୋହି ଯାଉଥିଲା । ତଥାପି ଜୀବନ ପ୍ରତି ମୋହ ନଥିଲା, ଘର ପରିବାରର ମୋହ ନଥିଲା । ଟାର୍ଗେଟ ଥିଲା ଆତଙ୍କୀ…

ସମୁଦ୍ରରେ ଗାଧୋଇଲା ବେଳେ ଭାସି ଯାଉଥିଲେ ପର୍ଯ୍ୟଟକ : ଲାଇଫ୍‌ ଗାର୍ଡଙ୍କ ସାହାଯ୍ୟରେ ବଞ୍ଚିଗଲା ଜୀବନ

କନକ ବ୍ୟୁରୋ : ପୁରୀ ଚୈତନ୍ୟ ଛକ ସମୁଦ୍ର ବେଳାଭୂମିକୁ ଗୁରୁବାର ୪ଜଣ ପର୍ଯ୍ୟଟକ ଗାଧୋଇବାକୁ ଯାଇ ଭାସି ଯାଉଥିବା ସମୟରେ ଲାଇଫ୍‌ ଗାର୍ଡ ସେମାନଙ୍କୁ ଉଦ୍ଧାର କରିଛନ୍ତି । ଏହି ୪ଜଣ ପର୍ଯ୍ୟଟକଙ୍କ ନାମ ଗୋବିନ୍ଦ ଧରା ଓ ତାଙ୍କ ପତ୍ନୀ ତନୁଶ୍ରୀ । ସେହିପରି ଅନ୍ୟ ଦୁଇଜଣ ହେଲେ ବାବୁଲା ମାଲାକାର…

ଦୀର୍ଘ ଦିନର ନିରବତା ପରେ ପୁଣି ମୁହାଁମୁହିଁ ! ରାହୁଲଙ୍କ ମାଡ଼ ଥିଓରୀର ମୁକାବିଲା ପାଇଁ ମୋଦିଙ୍କ ଯୋଗ ଫର୍ମୁଲା ।…

କନକ ବ୍ୟୁରୋ : ଦୀର୍ଘ ଦିନର ନିରବତା ପରେ ଦିଲ୍ଲୀ ଦଙ୍ଗଲରେ ପୁଣି ମୁହାଁମୁହିଁ ହେଲେ ଦୁଇ ଦଳର ଶୀର୍ଷ ନେତା । ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ଦିଲ୍ଲୀରେ ନିର୍ବାଚନ ପ୍ରଚାରବେଳେ ନରେନ୍ଦ୍ର ମୋଦିଙ୍କୁ ନେଇ ରାହୁଲ…

ଅଯୋଧ୍ୟାରେ ବାବ୍ରି ମସଜିଦ ନିର୍ମାଣକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିରାଧ । କହିଲେ, ଏହି ନିଷ୍ପତି ବାବରର ମହିମା…

କନକ ବ୍ୟୁରୋ: ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ୫ ଏକରର ଜମି ଦେବାନେଇ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ । ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ…

ନିର୍ଭୟା ଦୋଷୀଙ୍କୁ ଫାଶୀ ନେଇ କୋର୍ଟ ଗଲେ ତିହାର ଜେଲ କର୍ତ୍ତୃପକ୍ଷ । ଡେଥ ୱାରେଂଟ ଜାରି କରିବାକୁ ଟ୍ରାଏଲ କୋର୍ଟରେ…

କନକ ବ୍ୟୁରୋ : ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ନେଇ କୋର୍ଟ ଗଲେ ତିହାର ଜେଲ କର୍ତ୍ତୃପକ୍ଷ । ସାନୀ ଡେଥ ୱାରେଂଟ ଜାରି କରିବାକୁ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି । ଫାଶୀର ତାରିଖ ଧାର୍ଯ୍ୟ କରିବା ପାଇଁ ଆବଦେନ କରିଛନ୍ତି ତିହାର ଜେଲ୍ କର୍ତ୍ତୃପକ୍ଷ । ସେପଟେ ଆସନ୍ତାକାଲି କେନ୍ଦ୍ର…