Daily Archives

February 5, 2020

ମୁଁ ବାହା ହେବି କେଉଁଠି…? ବାହାଘର ‘ଠିକଣା’ ସିଲ୍ ! ମଣ୍ଡପ ସିଲ ପରେ ମୁଣ୍ଡରେ ଚଡକ । କେଉଁଠି କରିବେ ବାହାଘର…

କନକ ବ୍ୟୁରୋ: ଦିନ କେଇଟା ପରେ ବାହାଘର । ସମସ୍ତଙ୍କୁ ନିମନ୍ତ୍ରଣ ସରିଛି । କେଉଁଠି ବାହାଘର ହେବ ତାର ଠିକଣ ବି ଦିଆ ସରିଛି । ମାତ୍ର ଏତିକି ବେଳେ ହଠାତ ବୁକ ହୋଇଥିବା ମଣ୍ଡପ ସିଲ ହୋଇଯାଇଛି... ଆଉ ସେହି ଘଟଣା ବାହା ହେବାକୁ ଥିବା ଯୁବକ ଯୁବତୀଙ୍କ ମୁଣ୍ଡରେ ଚଡକ ପକାଇଛି । କଲ୍ୟାଣ…

‘ଝାଡୁ’ ଧରି ଦିଲ୍ଲୀ ଦରବାରରେ ଝଡ ସୃଷ୍ଟି କରିଥିବା କେଜ୍ରିୱାଲଙ୍କ ପଲିଟିକାଲ କାହାଣୀ । କେମିତି ମୋଦି…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ନାଁ ଏବେ ଘରେ ଘରେ ପରିଚିତ । ତେବେ ଏହି ନାଁକୁ ନେଇ ସେତେବେଳେ ଚର୍ଚ୍ଚା ଆରମ୍ଭ ହେଲା ଯେତେବେଳେ ସମାଜସେବୀ ଆନ୍ନା ହଜାରେ ଭ୍ରଷ୍ଟାଚାର ବିରୋଧରେ ଲୋକପାଳ ବିଲ ଆଗତ ପାଇଁ ଆନ୍ଦୋଳନ କରିଥିଲେ । ଆନ୍ନା ହଜାରେଙ୍କ ସହ…

ରେଳବାଇ: କେନ୍ଦ୍ର ବଜେଟରେ ଓଡ଼ିଶାକୁ ମିଳିଲା ୪ ହଜାର ୩୭୩ କୋଟି ଟଙ୍କାର ଅନୁଦାନ । ୬ଟି ନୂଆ ପ୍ରକଳ୍ପ ପାଇଁ ମିଳିଲା…

କନକ ବ୍ୟୁରୋ: କେନ୍ଦ୍ର ବଜେଟରେ ଓଡ଼ିଶାର ପୂର୍ବତଟ ରେଳବାଇକୁ ମିଳିଲା ମୋଟ୍ ୫ ହଜାର ୮୬୫ କୋଟି ଟଙ୍କାର ଅନୁଦାନ । ତେବେ ଏହାବାଦ୍ ଓଡ଼ିଶାରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ମୋଟ୍ ୪ ହଜାର ୩୭୩ ଟଙ୍କା କେନ୍ଦ୍ର ବଜେଟରୁ ମିଳିଛି । ନୂତନ ପ୍ରକଳ୍ପ ଏବଂ କାର୍ଯ୍ୟକ୍ଷମ ଚାଲିଥିବା…

ଓଡିଆ ଝିଅର ଚାଇନା କାହାଣୀ: କରୋନା ଭୟରେ କୋରାପୁଟକୁ ଫେରିଲେ ଚାଇନାରେ ଡାକ୍ତରୀପାଠ ପଢୁଥିବା ଛାତ୍ରୀ, କନକ ନ୍ୟୁଜରେ…

କନକ ବ୍ୟୁରୋ: ଚୀନରେ ଭୟଙ୍କର ହେଉଛି କରୋନା । ବିଶ୍ୱରେ ଏବେ ଏହା ଆତଙ୍କ ଖେଳାଇଛି । ଏହି ସମୟରେ ୟୁନାନର ଡାଲି ବିଶ୍ୱବିଦ୍ୟାଳୟରେ ଏମବିବିଏସ ପଢୁଥିବା ଓଡିଆ ଛାତ୍ରୀ ଲିପ୍ସା ବିକ୍ସିକୁ ଚୀନ ଯିବାକୁ ବାରଣ କରାଯାଇଛି । ଚୀନରୁ ସୁରକ୍ଷିତ ଫେରିଛନ୍ତି ଲିପ୍ସା । ସେ କୋରାପୁଟର କୋଟପାଡରେ…

ବୋତଲରେ ନୁହେଁ ପଇଡ଼ରେ ମିଳୁଛି ମଦ । ପଇଡ଼ କାଟିଲେ ନଡ଼ିଆ ପାଣି ବଦଳରେ ବାହାରୁଛି ନାଲିପାଣି ।

କନକ ବ୍ୟୁରୋ : ଆପଣ ସବୁଦିନ ସକାଳୁ ହୁଏତ ପଇଡ଼ ପାଣି ପିଉଥିବେ । କୁହାଯାଏ ପଇଡ଼ ପାଣି ସ୍ୱାସ୍ଥ୍ୟପକ୍ଷେ ଅନେକ ଉପଯୋଗୀ । କିନ୍ତୁ ଆପଣ ପିଉଥିବା ପଇଡ଼ ପାଣିରୁ ଯଦି ମଦ ବାହାରିବ, ଏହା ହୁଏତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଉ ବାସ୍ତବରେ କିଛି ଏଭଳି ହିଁ ଘଟଣା ଦେଖିବାକୁ ମିଳିଛି । ପଇଡ଼…

ରଙ୍ଗ ସାଇଡରେ ଗଲେ ଲିକ୍ ହେବ ଚକା । କମିଶନରେଟ ପୋଲିସର ବଡ ନିଷ୍ପତି, ଟ୍ୱିନସିଟିରେ ଲାଗିବ ସ୍ପାଇକ ବାରିଅର ।

କନକ ବ୍ୟୁରୋ : ରଙ୍ଗ ସାଇଡରେ ଗାଡି ଚଲାଉଥିଲେ ସାବଧାନ । ଏଣିକି ଟ୍ୱିନସିଟିରେ ରଙ୍ଗ ରୁଟରେ ଗାଡି ଚଳାଇଲେ ଆଉ ନିସ୍ତାର ମିଳିବନି । ଗାଡି ରଙ୍ଗରେ ପୁରାଇ କିଛି ବାଟ ଯାଇଥିବେ ଆପଣଙ୍କ ଚକା ଲିକ୍ ହୋଇଯାଇଥିବ । କାରଣ ରାସ୍ତାରେ କମିଶନରେଟ ପୋଲିସ ଲଗାଇବ ସ୍ପାଇକ ବାରିଅର । ଯାହାଦ୍ୱାରା ରଙ୍ଗ…