Daily Archives

February 4, 2020

ବାଲିମାଫିଆଙ୍କ ଗୁଣ୍ଡାରାଜ । ଆରଆଇ ଅଫିସରେ ପଶିଲେ, ମନଇଚ୍ଛା ପିଟି ଚାଲିଲେ । ବାଲି ଚାଲାଣ ରୋକିଲେ ପରିସ୍ଥିତି ଭୟଙ୍କର…

କନକ ବ୍ୟୁରୋ : ଭଦ୍ରକରେ ବାଲିମାଫିଆଙ୍କ ଗୁଣ୍ଡାରାଜ । ବାଲି ଚୋରାଚାଲାଣକୁ ବିରୋଧ କରିବାରୁ ଭଣ୍ଡାରୀ ପୋଖରୀ ଆରଆଇଙ୍କ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲିମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଭଣ୍ଡାରୀପୋଖରୀ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟିଥିବା ବେଳେ…

୧୯ ବର୍ଷରୁ କମ ଜୁନିୟର ବିଶ୍ୱକପ । ୧୦ ୱିକେଟରେ ପାକିସ୍ତାନକୁ ମାତ୍ ଦେଇ ଫାଇନାଲରେ ଟିମ୍ ଇଣ୍ଡିଆ, ଯଶସ୍ୱୀଙ୍କ ଦମଦାର…

କନକ ବ୍ୟୁରୋ : ସୁପରହିଟ ସେମିଫାଇନାଲରେ ବାଜି ମାରିଲା ଟିମ୍ ଇଣ୍ଡିଆ । ୧୯ ବର୍ଷରୁ କମ  ଜୁନିୟର ବିଶ୍ୱକପ ସେମିଫାଇନାଲରେ ପାକିସ୍ତାନକୁ ୧୦ ୱିକେଟରେ ମାତ୍ ଦେଇ ଦମଦାର ବିଜୟ ହାସଲ କଲା ଭାରତ । ଯଶସ୍ୱୀଙ୍କ ଧୂଆଁଧାର ଶତକ ଓ ଦିବ୍ୟାଂଶଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୭ମ ଥର ପାଇଁ ଫାଇନାଲ…

ମଣ୍ଡପରେ ବିଏମସି ଓ ବିଡିଏର ତାଲା, ହେଲେ ବଡ ବଡ ବଡ ହୋଟେଲ ଓ ମଲକୁ ମାଫ୍ । ମଣ୍ଡପ ମାଲିକଙ୍କ ବିରୋଧ, ବିବାହ ରୁତୁରେ…

କନକ ବ୍ୟୁରୋ : କଲ୍ୟାଣ ମଣ୍ଡପ ଗୁଡିକ ଉପରେ ଏବେ ବିଏମସି ଅଧିକାରୀ ଘନ ଘନ ରେଡ୍ କରୁଛନ୍ତି । ସିଧା ମଣ୍ଡପରେ ପହଞ୍ଚି ସିଲ୍ କରିଦେଉଛନ୍ତି । ପାର୍କିଂ ବ୍ୟବସ୍ଥା ନାହିଁ, ହୋଲଡିଂ ଟ୍ୟାକ୍ସ ଦେଉନାହାନ୍ତି, ଏଭଳି ଅଭିଯୋଗରେ ସିଧା ମଣ୍ଡପକୁ ବନ୍ଦ କରିଦିଆଯାଉଛି । ହଠାତ୍ ପ୍ରଶାସନର ଏଭଳି କଠୋର…

ଜେଲରୁ ବାହାରିଲେ ଆଇଏଏସ ବିଜୟ କେତନ । କହିଲେ ଅଦାଲତଙ୍କ ନିଷ୍ପତ୍ତି ଗ୍ରହଣ କରିବେ । ଲାଞ୍ଚ ନେବା ଅଭିଯୋଗରେ ଗିରଫ…

କନକ ବ୍ୟୁରୋ : ଜେଲରୁ ବାହାରିଲେ ନିଲମ୍ବିତ ଆଇଏଏସ ବିଜୟ କେତନ ଉପାଧ୍ୟାୟ । କୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଜେଲରୁ ମୁକୁଳିଛନ୍ତି ବିଜୟ କେତନ । ଗତକାଲି ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିବା ବେଳେ ଆଜି ଜେଲରୁ ମୁକୁଳିଛନ୍ତି ବିଜୟ । ଏପରିକିୁ ଜେଲରୁ ବାହାରିବା ବିଜୟ…

ଭବ୍ୟ ସମାରୋହରେ ଶିକ୍ଷକଙ୍କୁ ବିଦାୟ । ଶୋଭାଯାତ୍ରା, ବାଇକ ରାଲି କରି ବିଜୟ ସାରଙ୍କୁ ବିଦାୟ ଦେଲା ପୂରା ଗାଁ, ୩୪ ବର୍ଷ…

କନକ ବ୍ୟୁରୋ : ଗୋଟିଏ ସ୍କୁଲରେ ଚାକିରୀ ଆରମ୍ଭ ଆଉ ସେହି ସ୍କୁଲରେ ହିଁ ସରିଛି ଚାକିରୀ ଜୀବନ । ଦୀର୍ଘ ୩୪ ବର୍ଷ ଧରି ସ୍କୁଲକୁ ନିଜ ଘର ପରି ଗଢି ତୋଳିଥିବା ଶିକ୍ଷକ ହେଉଛନ୍ତି ପାରାଦୀପ ଏରସମା ବ୍ଲକ ଶାରଳା ବିଦ୍ୟାପୀଠର ଶିକ୍ଷକ ବିଜୟ କେତନ ପରିଡା । ଚାକିରୀ ଜୀବନ ଭିତରେ ଅନେକ…

ସ୍ୱର୍ଗଦ୍ୱାରର ନିଆରା ଦୃଶ୍ୟ । ଦେଢଘଣ୍ଟା ଧରି ସ୍ୱର୍ଗଦ୍ୱାରରେ ରହିଲେ ବିଦେଶୀ ପର୍ଯ୍ୟଟକ, ଜଳୁଥିବା ଚିତା ଦେଖି…

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାର ପ୍ରତିଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ। ବିଶ୍ୱାସ ରହିଛି ଏଠାରେ ମୃତ ଦେହ ଦାହ କଲେ ଆତ୍ମା ମୋକ୍ଷ ପ୍ରାପ୍ତି ହେଇଥାଏ। ଏହି ବିଶ୍ୱାସକୁ ନେଇ ପ୍ରତେକ ଦିନ ବହୁ ସଂଖ୍ୟାରେ ମୃତ ଦେହ ଏଠାରେ ସତ୍କାର ହୁଏ। ଏଠି ସବୁବେଳେ ଦେଖିବାକୁ ମିଳେ ଭାବ ଗମ୍ଭୀର…