Daily Archives

February 1, 2020

କୋରୋନା ଭାଇରସ ଆତଙ୍କ! ଚୀନରେ ରାସ୍ତାରେ ଚାଲୁଥିବା ବେଳେ ଟଳି ପଡୁଛନ୍ତି ରୋଗୀ, ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ…

ଚୀନରେ କୋରୋନା ଏତେ ଭୟଙ୍କର ରୂପ ଧରିଲାଣି ଯେ ସେଠାରେ ରାସ୍ତା ଉପରେ ରୋଗୀଙ୍କର ମୃତ ଶରୀର ଦେଖିବାକୁ ମିଳୁଛି । ରାସ୍ତାରେ ଚାଲୁ ଚାଲୁ ହିଁ ଟଳି ପଡୁଛନ୍ତି ରୋଗୀ ଓ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହେଉଛି । ଚୀନରୁ ଏବେ କିଛି ଏଭଳି ଚିତ୍ର ସାମ୍ନାକୁ ଆସୁଛି । ଦ ସନ ରିପୋର୍ଟ ମୁତାବକ…

ସଂସଦରେ ଆଗତ ହେଲା ବଜେଟ : କ’ଣ ଶସ୍ତା, କ’ଣ ମହଙ୍ଗା, ପଢ଼ନ୍ତୁ ପୁରା ତାଲିକା . . .

 କ’ଣ ମହଙ୍ଗା . . . - ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ତମାଖୁ ଜାତୀୟ ଦ୍ରବ୍ୟ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧିି ଘୋଷଣା କରିଛନ୍ତି । ଫଳରେ ଆଗାମୀ ସମୟରେ ତମାଖୁ ଜାତୀୟ ଦ୍ରବ୍ୟ ମହଙ୍ଗା ହୋଇଯିବ । - ଆମଦାନୀ ହେଉଥିବା ଫୁଟୱେର ଓ ଫର୍ଣ୍ଣିଚର ଉପରେ କଷ୍ଟମ ଡ୍ୟୁଟି ବଢ଼ାଇ…

ଯଦି ଭୁବନେଶ୍ୱରକୁ ପଶି ଆସନ୍ତି ଆତଙ୍କବାଦୀ… କେମିତି କରାଯିବ ସଶସ୍ତ୍ର ମୁକାବିଲା ?

କନକ ବ୍ୟୁରୋ: ଟ୍ରେନ ଭିତରେ ଆତଙ୍କବାଦୀ, ଟ୍ରେନ ବାହାରେ ସଶସ୍ତ୍ର ସେନା । ପୋଲିସ ଛାଉଣୀରେ ପୂରା ଷ୍ଟେସନ । ସବୁ ରାସ୍ତାକୁ ସିଲ କରିଛନ୍ତି ସେନା । ରାଜଧାନୀ ଭୁବନେଶ୍ୱରର ରେଳଧାରଣାରେ ଅଟକିଥିବା ଟ୍ରେନକୁ ନିଜ କବଜାକୁ ନେଇଛନ୍ତି ଯବାନ । ଆତଙ୍କବାଦୀଙ୍କୁ ଧରିବାକୁ ଟ୍ରେନର କବାଟ ପାଖରେ,…

ବିରୋଧୀଙ୍କ ଟାର୍ଗେଟରେ ମୋଦି ସରକାର : ବଜେଟରେ ନାହିଁ କେନ୍ଦ୍ରୀୟ ବିଚାରଧାରା, କୁହାଳିଆ ସରକାରଙ୍କ ଫମ୍ପା ବଜେଟ୍…

କନକ ବ୍ୟୁରୋ : ବିରୋଧୀଙ୍କ ଟାର୍ଗେଟରେ ମୋଦି ସରକାରଙ୍କର ବଜେଟ୍ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବଜେଟକୁ କେବଳ ଭାଷଣର ରୂପ ଦେଇଛନ୍ତି । ବଜେଟରେ କୌଣସି  କେନ୍ଦ୍ରୀୟ ବିଚାରଧାରା ନାହିଁ । ମାନ୍ଧାବସ୍ଥା ଦେଇ ଗତିକୁରଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ବଜେଟରେ କିଛି…

କୋରୋନା ଭାଇରସ ଠିକ୍ କର ନହେଲେ ଜୀବନରୁ ମାରିଦେବୁ । ଚୀନରେ ଡାକ୍ତରଙ୍କୁ ରୋଗୀ ଦେଲେ ଧମକ ।

କନକ ବ୍ୟୁରୋ : ଭୟଙ୍କର ରୂପ ନେଉଛି କୋରୋନା ଭାଇରସ । ଚୀନରୁ ପୂରା ବିଶ୍ୱକୁ ବ୍ୟାପୁଥିବା ଏହି ଭାଇରସରେ ୧୧୯୪୩ ଜଣ ସଂକ୍ରମିତ ହୋଇସାରିଲେଣି । ଆଉ ଏମାନଙ୍କ ମଧ୍ୟରୁ ୧୧୭୯୧ ଜଣ ହେଉଛନ୍ତି ଚୀନର । ଏପରିକି ଏହି ଭୟଙ୍କର ଭାଇରସ ପ୍ରଭାବରେ ୨୫୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ତେବେ…

ସାହସ ଯୋଗାଉଛି ଗୁରୁପ୍ରିୟା ସେତୁ । ସ୍ୱାଭିମାନ ଅଞ୍ଚଳରେ ଶୁଭୁଛି ପରିବର୍ତ୍ତନର ସ୍ୱର । ଲାଲଗଡ଼ରେ ବଢୁଛି ମାଓ ବିରୋଧୀ…

କନକ ବ୍ୟୁରୋ : ସାହସ ଯୋଗାଉଛି ଗୁରୁପ୍ରିୟା । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏବେ ସ୍ୱାଭିମାନ ଅଂଚଳର ଦୁର୍ଗମ ଇଲାକାକୁ ପହଞ୍ଚିଛି ବିକାଶ । ଆଉ ନିଜ ଅଂଚଳରେ ବିକାଶ ଦେଖି ଲାଲବାହିନୀ ଛାନିଆ । କାରଣ ବିକାଶ ଆସିଲେ ଭୁଷୁଡିବ ଲାଲଗଡ । ତେଣୁ ନିଜ ଗଡକୁ ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି…