Daily Archives

February 1, 2020

‘ଓଡ଼ିଆ’କୁ ଯଦି ଓଡ଼ିଶାରେ ସମ୍ମାନ ମିଳିବନି, ତାହେଲେ ମିଳିବ କେଉଁଠି? କୁଆଡେ ଯାଉଛି ଆମ ଓଡ଼ିଆ ଭାଷା?

ଆଜିର ଦିନରେ ଯେଉଁମାନେ ଓଡ଼ିଆ ଭାଷାରେ ସାମ୍ବାଦିକତା କରୁଛନ୍ତି, ସେମାନେ ଓଡ଼ିଆ ଭାଷାକୁ ଧନ୍ୟବାଦ ଦେବା ନିହାତି ଜରୁରୀ । ଓଡ଼ିଆ ଭାଷା ଜାଣିଥିବାରୁ ଅର୍ଥାତ୍ ଓଡ଼ିଆ ଭାଷାରେ ଲେଖି ଜାଣିଥିବାରୁ ଆଜି ଟେଲିଭିଜନ କିମ୍ବା ଖବରକାଗଜରେ ସାମ୍ବାଦିକତା କରି ଜୀବିକା ନିର୍ବାହ କରିପାରୁଛନ୍ତି । କିନ୍ତୁ…

ବଜେଟ୍ ଭାଷଣ ପଢ଼ିବାରେ ଅର୍ଥମନ୍ତ୍ରୀଙ୍କ ସର୍ବକାଳୀନ ରେକର୍ଡ । ୨ ଘଣ୍ଟା ୩୯ ମିନିଟର ବଜେଟ୍ ଭାଷଣ ରଖିଲେ ନିର୍ମଳା…

କନକ ବ୍ୟୁରୋ : ଇତିହାସରେ ସବୁଠୁ ଲମ୍ବା ଭାଷଣ ରଖିଛନ୍ତି ନିର୍ମଳା ସୀତାରମଣ । ୨୦୧୯-୨୦ ବଜେଟ୍ ଭାଷଣରେ ୨ଘଂଟା ୧୫ ମିନିଟର ଭାଷଣ ଦେଇ ଦୀର୍ଘ ୧୬ ବର୍ଷର ରେକର୍ଡ ଭାଙ୍ଗିଥିଲେ ନିର୍ମଳା । ଆଜି ୨ ଘଂଟା ୪୦ ମିନିଟର ବଜେଟ୍ ଭାଷଣ ରଖି ନିଜ ରେକର୍ଡ ଭାଂଗିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…

ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । ୬ଟି ପ୍ରସଙ୍ଗରେ ଖୁସି ହେଲେ, ୬ଟି ପ୍ରସଙ୍ଗରେ ଚିନ୍ତା ପ୍ରକଟ କଲେ ।

କନକ ବ୍ୟୁରୋ : ବଜେଟ ଘୋଷଣା ପରେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ବୟାନବାଜି । ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟକୁ ନେଇ ବଡ ବୟାନ ଦେଇଛନ୍ତି । ବଜେଟକୁ ନେଇ ନବୀନ ଟିକିଏ ଖୁସି ପ୍ରକଟ କରିଥିବା ବେଳେ ଚିନ୍ତାବ୍ୟକ୍ତ ମଧ୍ୟ କରିଛନ୍ତି । ୬ଟି ପ୍ରସଙ୍ଗକୁ ନବୀନ ସ୍ୱାଗତ…

କେଉଁ ବୟସରେ ବିବାହ କରିବେ ମହିଳା ? ସର୍ବନିମ୍ନ ବୟସ ସ୍ଥିର କରିବ ଟାସ୍କଫୋର୍ସ, ମାତୃ ମୃତ୍ୟୁ ହାର ରୋକିବାକୁ ନିର୍ମଳା…

କନକ ବ୍ୟୁରୋ : ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି, ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ସ୍ଥିର କରିବାକୁ କେନ୍ଦ୍ର ସରକାର ଟାସ୍କଫୋର୍ସ ଗଠନ କରିବେ । ଦେଶରେ ମାତୃ ମୃତ୍ୟୁହାର କମାଇବାକୁ ମହିଳାଙ୍କ ନୂଆ ବିବାହ ବୟସ ସ୍ଥିର ହେବ । ତେବେ ସରକାରଙ୍କ ଏଭଳି ନିଷ୍ପତିକୁ ନେଇ ଏବେ ବିତର୍କ…

ଶାହିନବାଗରେ ଖୁଲମଖୁଲା ଗୁଳି ଫୁଟାଇଲେ ଯୁବକ । କହିଲେ, ଏହା କେବଳ ହିନ୍ଦୁ ମାନଙ୍କର ଦେଶ, ଗିରଫ କଲା ପୋଲିସ ।

ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଫୁଟିଲା ଗୁଳି । ସିଏଏକୁ ନେଇ ବିରୋଧ ଚାଲିଥିବା ବେଳେ ଜଣେ ଯୁବକ ଗୁଳିଚାଳନା କରିଥିବା ଜଣାପଡିଛି । ଘଟଣା ପରେ ପୁଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଘଟଣାଟି ଜସୋଲା ରେଡ୍ ଲାଇଟ୍ ଅଞ୍ଚଳରେ ସନ୍ଧ୍ୟାରେ ଘଟିଥିବା ବେଳେ ଏହି ଗୁଳିକାଣ୍ଡରେ କେହି…

ଭୋକରୁ ଭକ୍ତି ! ଭଗବାନ ସିନା ଆଖି ନେଇଗଲେ, ହେଲେ ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ପାଇଁ ହାତପାତି ମନ୍ଦିର ତିଆରି କଲେ…

କନକ ବ୍ୟୁରୋ : ଦୃଷ୍ଟିଶକ୍ତି ନାହିଁ ତଥାପି ଜୀବନରେ ହାର ମାନି ନାହାନ୍ତି । ଦୃଷ୍ଟି ଶକ୍ତି ହରାଇ ଥିବା ଲୋକକୁ କାମ କିଏ ଅବା ଦବ । ତଥାପି ଭାଙ୍ଗିପଡ଼ିନାହାନ୍ତି କୈଳାଶ । ପ୍ରତିଦିନ ଭିକ୍ଷା ମାଗି ଚଳନ୍ତି । ଏହି ଭିକ୍ଷା ମଗା ଟଙ୍କାରେ ନିଜେ ଚଳିବା ସହ ଗାଁରେ ଗଢ଼ିଛନ୍ତି ତ୍ରିନାଥ ମନ୍ଦିର ।…