Monthly Archives

January 2020

ନରରାକ୍ଷସଙ୍କ ଫାଶୀ ତାରିଖ ଘୁଞ୍ଚିବା ପରେ କ୍ୟାମେରା ଆଗରେ କାନ୍ଦିଲେ ନିର୍ଭୟାଙ୍କ ମା’ । କହିଲେ, ‘ସୈତାନଙ୍କ ଫାଶୀ…

କନକ ବ୍ୟୁରୋ : ‘ସୈତାନଙ୍କ ଫାଶୀ ଚାହୁଁନାହାନ୍ତି ସରକାର’ । ଏକଥା ଆମେ କହୁନୁ, ଏହି ସ୍ୱର ହେଉଛି ନ୍ୟାୟ ପାଇଁ ଦୀର୍ଘ ୭ ବର୍ଷ ଧରି ଅପେକ୍ଷା କରିଥିବା ଜଣେ ମା’ଙ୍କର । ତାରିଖ ପରେ ତାରିଖ ବଦଳୁଛି, ଏପଟେ ନ୍ୟାୟକୁ ଅପେକ୍ଷା କରି କରି ନିର୍ଭୟାଙ୍କ ମା’ଙ୍କ ଆଖିରୁ ଲୁହ ଶୁଖୁନି । ଆଜି ପୁଣି…

ପୁଣି ଘୁଞ୍ଚିଲା ସୈତାନଙ୍କ ଫାଶୀ ତାରିଖ । ନିର୍ଭୟା ଦୁଷ୍କର୍ମକାରୀଙ୍କୁ କାଲି ଦିଆଯିବନି ଫାଶୀ ।

କନକ ବ୍ୟୁରୋ:  ପୁଣି ଘୁଞ୍ଚିଲା ସୈତାନଙ୍କ ଫାଶୀ ତାରିଖ । ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେନି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ନରପିଶାଚ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଆସନ୍ତାକାଲି ଫାଶୀ ଖୁଂଟରେ ଝୁଲିବେ ନା…

ମୋଦି ହେଉଛନ୍ତି ମୋର ପ୍ରଧାନମନ୍ତ୍ରୀ, ଦିଲ୍ଲୀ ନିର୍ବାଚନରେ ମୁଣ୍ଡ ଖେଳାଇଲେ ବରଦାସ୍ତ କରିବୁନି । ଜାଣନ୍ତୁ ନିର୍ବାଚନ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପାକିସ୍ତାନ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ଖେଳାଇବାକୁ ରୋକଠୋକ କହିଛନ୍ତି କେଜ୍ରିୱାଲ । ଏହି ଘଟଣା ସେତେବେଳେ ହୋଇଛି…

ପୁଣି ସୁପର ଓଭରରେ ଟିମ୍ ଇଣ୍ଡିଆର ସୁପର ସୋ’ । ଚତୁର୍ଥ ଟି-୨୦ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ସାର୍ଦ୍ଦୁଲ ହେଲେ…

କନକ ବ୍ୟୁରୋ : ପୁଣି ସୁପର ଓଭରରେ ସୁପର ସୋ’ ଦେଖାଇଲା ଟିମ୍ ଇଣ୍ଡିଆ । ହାମିଲଟନରେ ଖେଳାଯାଇଥିବା ତୃତୀୟ ଟି-୨୦ ଭଳି ୱେଲିଂଟନ ଟି-୨୦ରେ ମଧ୍ୟ ସୁପର ଓଭରରେ ଦମଦାର ବିଜୟ ହାସଲ କରିଛି ବିରାଟ ବାହିନୀ । ଏଥିସହିତ ୫ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୪-୦ରେ ଆଗୁଆ ରହିଛି । ସିରିଜର…

କର୍ତ୍ତବ୍ୟ ଆଗ, ବାକି ସବୁ ପଛ । ବାପାଙ୍କ ଦେହାନ୍ତ ଖବର ଆସିଲା, କିନ୍ତୁ ଦାୟିତ୍ୱରୁ ଓହରିଲେନି ବଜେଟ ପ୍ରସ୍ତୁତିର…

କନକ ବ୍ୟୁରୋ : କର୍ତ୍ତବ୍ୟ ଆଗ, ବାକି ସବୁ ପଛ । ଅନେକ ଲୋକଙ୍କ ମୁହଁରୁ ଆପଣ ଏଭଳି କଥା ଶୁଣିଥିବେ । କିନ୍ତୁ ଏହି କଥାକୁ ବାସ୍ତବରେ ପ୍ରମାଣିତ କରି ଦେଖାଇଛନ୍ତି ଅର୍ଥ ମନ୍ତ୍ରାଳୟର ଅଧିକାରୀ କୁଳଦୀପ କୁମାର ଶର୍ମା । ବଜେଟ ପ୍ରସ୍ତୁତ ଭଳି ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ କାମରେ ନିୟୋଜିତ ଥିବା…

ମୁକ୍ତିଲାଭ କଲା ନୂଆ ଓଡ଼ିଆ ଫିଲ୍ମ ‘ଅଦୃଶ୍ୟମ୍’ ।

କଟକ ବ୍ୟୁରୋ: ଆଜି ରିଲିଜ୍ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ଅଦୃଶ୍ୟମ୍’ । ସମରେଶ ରାଉତରାୟଙ୍କ ଉପସ୍ଥାପିତ ସସପେନ୍ସ ଡ୍ରାମା ‘ଅଦୃଶ୍ୟମ୍’ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୁକ୍ତିଲାଭ କରିଛି । ଫିଲ୍ମର ନାମକରଣ ହିଁ ଦର୍ଶକଙ୍କ ଭିତରେ ବିଷୟବସ୍ତୁକୁ ନେଇ ସ୍ୱତଃ ଆଗ୍ରହ ସୃଷ୍ଟି କରିଛି । ଏସ୍-୩…