Monthly Archives

January 2020

ପାଟକୁରା ପ୍ରତିଶ୍ରୁତି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ । ନବୀନଙ୍କ ନିର୍ଦ୍ଦେଶକ୍ରମେ ପୂରା ନିର୍ବାଚନମଣ୍ଡଳୀ ବୁଲିଲେ ୩…

କନକ ବ୍ୟୁରୋ : ପାଟକୁରାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ । ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାମ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍ ଆଜି ପାଟକୁରା…

ବର କହୁଛି, ମୁଁ ବାହାହେବି କେଉଁଠି ? ମଣ୍ଡପ ବୁକ୍ କରିଥିଲେ, କିନ୍ତୁ ଏବେ ବିଏମସି ସିଲ୍ କରିଦେବ ମଣ୍ଡପ, ବାହାଘରକୁ…

କନକ ବ୍ୟୁରୋ : ଡେଡଲାଇନ୍ ସରିଗଲା । ଏଥର ସିଲ୍ ହେବ କଲ୍ୟାଣ ମଣ୍ଡପ । ରାଜଧାନୀରେ ଥିବା ବେଆଇନ୍ କଲ୍ୟାଣ ମଣ୍ଡପ ଗୁଡିକୁ ସିଲ୍ କରିବା ପାଇଁ ଅଂଟା ଭିଡିଛି ବିଏମସି । ଫେବୃଆରୀ ପ୍ରଥମ ସପ୍ତାହରୁ ପର୍ଯ୍ୟାୟ କ୍ରମେ ଏହି ପ୍ରକ୍ରିୟା ଚାଲିବ । ପାର୍କିଂ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ…

ଓଡ଼ିଶାରେ କରୋନା ଭୟ । ସନ୍ଦେହରେ ଓଡ଼ିଶା ଛାତ୍ର ! ନିକଟରେ ଓଡ଼ିଶା ଫେରିଥିଲେ ଚୀନରେ ମେଡିକାଲ ପଢୁଥିବା ଫୁଲବାଣୀର…

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ଭୂତାଣୁକୁ ନେଇ କୋକୁଆ ଭୟ ଭିତରେ ଓଡିଶାରେ ଏହି ଭୂତାଣୁ ପହଁଚିଥିବା ନେଇ ସନ୍ଦେହ ବଢିଛି । ଚୀନରେ ଏମବିବିଏସ୍ ପଢୁଥିବା ଫୁଲବାଣୀର ଜଣେ ଛାତ୍ରଙ୍କୁ ଥଣ୍ଡାକାସ ଲାଗି ରହିଛି । ଚୀନରୁ ଫେରିବା ପରେ ଫୁଲବାଣୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା…

ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର ! ଜାରି ହେଲା ‘କ୍ଲିୟର ହିଷ୍ଟ୍ରି’ ବଟନ୍, ଆପଣଙ୍କୁ ମିଳିବ ଅନେକ ଫାଇଦା ।

କନକ ବ୍ୟୁରୋ : ଫେସବୁକ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ୟୁଜର୍ସଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛି ଫେସବୁକ । ଯଦି ଆପଣ ଫେସବୁକ ବ୍ୟବହାର କରୁଛନ୍ତି, ତେବେ ଏଣିକି ଆପଣ ଆପଣଙ୍କ ବ୍ରାଉଜିଙ୍ଗ ହିଷ୍ଟ୍ରି ଡିଲିଟ୍ କରିପାରିବେ । ଆଉ ଏଥିପାଇଁ ଆପଣଙ୍କୁ ଏକ ପ୍ରୋସେସ୍…

ନିର୍ଭୟାଙ୍କୁ କ’ଣ ନ୍ୟାୟ ନାହିଁ? ନୀରିହ ଝିଅ ନିର୍ଭୟାର ସର୍ବନାଶ କରିଥିବା ସୈତାନଙ୍କୁ ସଜ୍ଜା ଦେବାକୁ ଗଡିଲାଣି ୭…

କନକ ବ୍ୟୁରୋ : ନିର୍ଭୟାଙ୍କୁ କ’ଣ ନ୍ୟାୟ ନାହିଁ ? ଏ ପ୍ରଶ୍ନ ଆମର ନୁହେଁ, ସାରା ଭାରତ ବର୍ଷରେ ଆଜି ଏମିତି କିଛି ପ୍ରଶ୍ନ ଗୁଞ୍ଜରିତ ହେଉଛି । ନୀରିହ ଝିଅ ନିର୍ଭୟାର ସର୍ବନାଶ କରିଥିବା ସୈତାନଙ୍କୁ ସଜ୍ଜା ଦେବାକୁ ୭ ବର୍ଷ ବିତିସାରିଲାଣି । ଏବେ ବି ଗଡିଚାଲିଛି ତାରିଖ ପରେ ତାରିଖ ।…