Daily Archives

January 29, 2020

ବିମାନରେ ହଟ୍ଟହଟ୍ଟା ହେଲେ ଅର୍ଣ୍ଣବ ଗୋସ୍ୱାମୀ । ପଦାରେ ପଡିଲା କମେଡିଆନ କୁନାଲଙ୍କ ଅଭଦ୍ରାମି । ମହଙ୍ଗା ପଡିଲା…

କନକ ବ୍ୟୁରୋ : ବିମାନରେ ଜାତୀୟ ଗଣମାଧ୍ୟମର ସାମ୍ବାଦିକ ଅର୍ଣ୍ଣବ ଗୌସ୍ୱାମୀଙ୍କୁ ହଟହଟା କରିବା ମହଙ୍ଗା ପଡିଛି କମେଡିଆନ କୁନାଲ କାମ୍ରାଙ୍କୁ । ନିଜେ କୁନାଲ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ତାଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଇଣ୍ଡିଗୋ ସମେତ ୪ଟି ଏୟାରଲାଇନ୍ସ…

ବିବାଦୀୟ ବୟାନ ଦେଇଥିବା ବିଜେପି ସାଂସଦଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍ । ଅନୁରାଗ ଓ ପ୍ରବେଶଙ୍କୁ ତାରକା ପ୍ରଚାରକ…

କନକ ବ୍ୟୁରୋ : ବିବାଦୀୟ ବୟାନ ପାଇଁ ତାରକା ପ୍ରଚାରକ ତାଲିକାରୁ ବିଜେପି ସାଂସଦ ଅନୁରାଗ ଠାକୁର ଓ ପ୍ରବେଶ ବର୍ମାଙ୍କୁ ବାଦ୍ ଦେବାକୁ ନିର୍ବାଚନ କମିଶନଙ୍କ ନୋଟିସ । କିନ୍ତୁ ଏହା ସତ୍ୱେ ଉଭୟ ନେତା ପ୍ରଚାର କରିବେ ବୋଲି ସ୍ପଷ୍ଟ କରିଛି ବିଜେପି । ତାଙ୍କ ନାଁ କେବଳ ତାରକା ପ୍ରଚାରକ ତାଲିକାରୁ…

ଆଣ୍ଟାର୍କଟିକାରେ ତରଳୁଛି ବିଶାଳ ଗ୍ଲାସିୟର ଥ୍ୱୀଟେସ । ଓଡ଼ିଶାର କ୍ଷେତ୍ରଫଳ ଠାରୁ ବଡ ଏହାର ଆକାର, ଜାଣନ୍ତୁ କଣ ପଡିବ…

ତରଳିବାରେ ଲାଗିଛି ଏକ ବିଶାଳ ଗ୍ଳାସିୟର । ଏହି ଗ୍ଳାସିୟରର ଆକାର କଥା କହିବାକୁ ଗଲେ ଏହା ଓଡ଼ିଶାର କ୍ଷେତ୍ରଫଳଠାରୁ ପ୍ରାୟ ୩୬ ହଜାର ବର୍ଗ କିଲୋମିଟର ବଡ଼ ବୋଲି ଜଣାପଡିଛି । ଏହି ଗ୍ଳାସିୟରର ନାମ ହେଉଛି ଥ୍ୱୀଟେସ । ଆଣ୍ଟାର୍କଟିକାର ପଶ୍ଚିମ ଅଞ୍ଚଳରେ ଥିବା ଏହି ଗ୍ଳାସିୟର ଏବେ…

ପଦ୍ମବେଶରେ କଳାଠାକୁର । ଆଜି ମଧ୍ୟରାତ୍ରରେ ପଦ୍ମବେଶରେ ଆଭୂଷିତ ହେବେ ତିନି ଠାକୁର, ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର…

କନକ ବ୍ୟୁରୋ : ପଦ୍ମଫୁଲରେ ସଜେଇ ହେବେ ଶ୍ରୀଜିଉ । ଶ୍ରୀମନ୍ଦିରରେ ଏହି ବିରଳ ପଦ୍ମବେଶରେ ଦର୍ଶନ ଦେବେ ତିନି ଠାକୁର । ମାଘମାସ ଶୁକ୍ଲପକ୍ଷ ପ୍ରତିପଦାରୁ ପଂଚମୀ ମଧ୍ୟରେ ଯେଉଁ ବୁଧବାର ବା ଶନିବାର ପଡିଲେ ଏହି ପଦ୍ମବେଶରେ ସଜେଇ ହୋଇଥାନ୍ତି ମହାପ୍ରଭୁ ଜଗନ୍ନାଥ । ଆଜି ମଧ୍ୟରାତିରେ ବଡସିଂହାର…

ସୁପରଓଭରରେ ହିଟ୍ ମ୍ୟାନଙ୍କ ସୁପର ସିକ୍ସ । ହାମିଲଟନରେ ହାଇଭୋଲଟେଜ ମ୍ୟାଚ୍, ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡ ହରାଇ…

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଟି-୨୦ ସିରିଜ କବଜା କରିନେଇଛି ଟିମ୍ ଇଣ୍ଡିଆ । ହାମିଲଟନରେ ହୋଇଛି ହାଇଭୋଲଟେଜ୍ ମ୍ୟାଚ୍ । ଯେଉଁଠି ମ୍ୟାଚ୍ ଟାଇ ହୋଇଯାଇଥିଲା ଏବଂ ଫଇସଲା ହୋଇଥିଲା ସୁପର ଓଭରରେ । ହାମିଲଟନରେ ହାଇଭୋଲଟେଜ ମ୍ୟାଚ୍ । ସୁପର ଓଭରରେ ସିରିଜ ଜିତିଲା ଭାରତ । ସୁପର…

ଧାରଣାରେ ବିଡ଼ିଓ ବସିଲେ ବୋଲି… ।  ୨୪ ଘଣ୍ଟାରେ ଘର କାମ ଆରମ୍ଭ କଲେ ହିତାଧିକାରୀ । 

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ପାଇଁ କାର୍ଯ୍ୟାଦେଶ ମିଳିଯାଇଛି ହେଲେ ହିତାଧିକାରୀ ଘର ତିଆରି କରୁନଥିଲେ । ଆଉ ଏହାର ପ୍ରତିବାଦରେ ଗତକାଲି ଧାରଣା ଦେଇଥିଲେ ବିଡିଓ । ତେବେ ଏହାର ୨୪ ଘଂଟା ପରେ ହିତାଧିକାରୀ ଏବେ ଘର ତିଆରି କରିବା ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ଦାବି ନେଇ ସରକାରୀ…