Daily Archives

January 28, 2020

ଯମ ଜଗିଥିଲା କୂଅ ଭିତରେ ! ଭାରସାମ୍ୟ ହରାଇ କୂଅକୁ ଖସିଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ୧୦ରୁ ଅଧିକ ମୃତ, ଆହୁରି…

କନକ ବ୍ୟୁରୋ: ମୃତ୍ୟୁର କୂଅରେ ଖସିଲା ବସ । କୂଅର କଳା ଅନ୍ଧକାରରେ ଖସି ପଡିଲା ଯାତ୍ରୀବାହୀ ବସ । କୂଅ ଭିତରେ ଖସିପଡି ୭ରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏଭଳି ଛାତିଥରା ଦୁର୍ଘଟଣାର ଖବର ଆସିଛି ମହାରାଷ୍ଟ୍ର ନାସିକ ଅଞ୍ଚଳରୁ । ନାସିକ ନିକଟସ୍ଥ…

ବଜେଟ ଅଧିବେଶନ ପାଇଁ ଦଳୀୟ ସାଂସଦଙ୍କୁ ସୁପ୍ରିମୋଙ୍କ ମନ୍ତ୍ର । ବିଧାନ ପରିଷଦ ପାଇଁ ଦାବି ଦୋହରାଇବ ବିଜେଡି, ସିଏଏକୁ…

କନକ ବ୍ୟୁରୋ : ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଛି, ସଂସଦର ବଜେଟ୍ ଅଧିବେଶନ । ଆଉ ଏହି ଅଧିବେଶନରେ ବହୁ ପ୍ରତିକ୍ଷିତ ଓଡିଶା ବିଧାନ ପରିଷଦ ଦାବି ପୂରଣ ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଏନେଇ କେନ୍ଦ୍ରର ସହମତି ସୃଷ୍ଟି କରିବା ପାଇଁ ଆଜି ସଂସଦୀୟ ଦଳ ବୈଠକରେ ଦଳୀୟ ସାଂସଦଙ୍କୁ…

ବାଃ କମିଶନରେଟ ପୋଲିସ ବାଃ । ଗୋଡ ବାଜିବାରୁ ୨ ଯୁବତୀଙ୍କ ଉପରେ ହତ୍ୟା ଉଦମ୍ୟର ଦଫା ଲଗାଇଲା ପୋଲିସ । 

କନକ ବ୍ୟୁରୋ : ଗୋଇଠା ମାରିବାରୁ ଲାଗିଲା ଦଫା ୩୦୭ । ଏକଥାଟା ଶୁଣିବା ବେଳକୁ ହୁଏତ ଆପଣଙ୍କୁ ଅଡୁଆ ଲାଗୁଥାଇପାରେ କାରଣ ହତ୍ୟା ଉଦ୍ୟମ ବେଳେ ଲାଗେ ଦଫା ୩୦୭ । ଗଣତନ୍ତ୍ର ଦିବସ ଦିନ ପରେଡ ପୂର୍ବରୁ ଦୁଇ ଭଉଣୀ ପ୍ରତିବାଦ କରୁଥିଲେ । ଆଉ ସେମାନଙ୍କୁ ପୋଲିସ ଉଠାଇ ନେବାକୁ ଚେଷ୍ଟା କରିଥିଲା ।…

କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ସବୁ ଜିଲ୍ଲାର ସିଡିଏମଓଙ୍କ ସହ ଆଲୋଚନା କଲେ ସ୍ୱାସ୍ଥ୍ୟ ସଚିବ ।…

କନକ ବ୍ୟୁରୋ: କରୋନା ଭୂତାଣୁର କେମିତି ମୁକାବିଲା କରାଯିବ ସେନେଇ ସରକାର ସତର୍କ । ଆଜି ସମସ୍ତ ଜିଲ୍ଲାର ସିଡିଏମଓଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋସେଲନ ଫ୍ୱାର୍ଡର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।…

ପଟ୍ଟା ପ୍ରଦାନ ନାଁରେ ଗରିବଙ୍କୁ ପ୍ରଶାସନର ଉପହାସ । ଅସହାୟ ମହିଳାଙ୍କୁ ସହାୟତା ଦେବା ବଦଳରେ ଜମିପଟ୍ଟା ପାଇଁ ଟଙ୍କା…

କନକ ବ୍ୟୁରୋ: ପଟ୍ଟା ପ୍ରଦାନ ନାମରେ ଗରିବଙ୍କୁ ପ୍ରଶାସନର ଉପହାସ । ଏହା ଆମେ କହୁନୁ, ଉମରକୋଟରୁ ଆସିଥିବା ଖବର କହୁଛି । ଝାଟିମାଟିର ଘରେ ଥିବା ଏକ ଅସହାୟ ବୃଦ୍ଧାଙ୍କୁ ଜମିପଟ୍ଟା ପାଇଁ ୧୬ ହଜାର ଟଙ୍କା ବାନ୍ଧିବାକୁ ନୋଟିସ ଦେଇଛି ପ୍ରଶାସନ । ଅସହାୟ ମହିଳାଙ୍କୁ ଜିଲ୍ଲା ପ୍ରଶାସନ ସହାୟତା…

ବାର୍ଡ ଫ୍ଲୁ ଭୂତାଣୁ ଆତଙ୍କ : ଓୟୁଏଟିରେ ୧୦୦୦ କୁକୁଡାକୁ ମାରିଲା ରାପିଡ ରେସପନ୍ସ ଟିମ୍, ୧୦ କିଲୋମିଟର ପରିଧି ଉପରେ…

କନକ ବ୍ୟୁରୋ : ବାର୍ଡ ଫ୍ଲୁ ଭୂତାଣୁର ଆତଙ୍କ ଭିତରେ ଆଜି ଭୁବନେଶ୍ୱର ଓୟୁଏଟି ଭିତରେ ଥିବା ହଜାରେରୁ ଅଧିକ କୁକୁଡାକୁ ମାରିଦିଆଯାଇଛି । କୁକୁଡା ଗୁଡିକୁ ମରାଯାଇ ବଡ ବଡ ଗାତ ଭିତରେ ପୋତିଦିଆଯାଇଛି । ୧୨ଟି ରାପିଡ୍ ରେସପନ୍ସ ଟିମ୍ ମଧ୍ୟରୁ ୭ଟି ଟିମ୍ କୁକୁଡା ମରା ଅଭିଯାନରେ ଲାଗିଛନ୍ତି ।…