Daily Archives

January 26, 2020

କେମିତି ଅଛି ‘ସୁନ୍ଦରୀ’ ? ସାତକୋଶିଆରେ ବନ୍ଧା ପଡ଼ିଛି ବାଘୁଣୀର ଭାଗ୍ୟ, ଚିଠି ଲେଖି ଓଡ଼ିଶାକୁ ଜବାବ ମାଗିଲା…

କନକ ବ୍ୟୁରୋ : କେମିତି ଅଛି ସୁନ୍ଦରୀ ? ଚିଠି ଲେଖି ଜବାବ ମାଗିଲା ମଧ୍ୟପ୍ରଦେଶ । ସୁନ୍ଦରୀକୁ ଜଙ୍ଗଲରେ ଛଡ଼ା ଯିବ କି ନାହିଁ ସେନେଇ ମଧ୍ୟ ତର୍ଜମା କରିବାକୁ ଅନୁରୋଧ କରିଛି ମଧ୍ୟପ୍ରଦେଶ ବନବିଭାଗ । ଏ ସଂପର୍କରେ ଖୁବ୍ ଶୀଘ୍ର ରିପୋର୍ଟ ଦେବ ଓଡ଼ିଶା । ଆଉ ଏହି ଚିଠି ଦିଆନିଆ ଭିତରେ ସାତକୋଶିଆର…

ଓଡ଼ିଶାରେ ‘କରୋନା’ ସତର୍କତା: ଚୀନରୁ ଭାରତକୁ ଡେଇଁଥିବା ‘କରୋନା’ ଭାଇରସ୍ ନେଇ ଓଡ଼ିଶାରେ କୋକୁଆ ଭୟ । ରାଜ୍ୟ ସରକାର…

କନକ ବ୍ୟୁରୋ: କରୋନା ଭାଇରସ୍ ନେଇ ସତର୍କ ରାଜ୍ୟ ସରକାର । ଜାରି କଲେ ଟୋଲ ଫ୍ରି ନମ୍ବର । କରୋନା ଭୂତାଣୁ ସଂକ୍ରମଣ ଜନିତ ସୂଚନା ପାଇଲେ ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଏପରିକି ବିଭିନ୍ନ ରାଜ୍ୟରେ ଏହି ଭାଇରସ୍ ଆତଙ୍କ…

ସ୍ୱାଭିମାନ ଅଞ୍ଚଳରେ ଉଠିଲା ମାଓ ବିରୋଧୀ ସ୍ୱର । ୩ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ ।

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ସ୍ୱର ଉଠିଛି । ଗାଁ ଲୋକଙ୍କର ପଥରମାଡ଼ରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ଘଟଣା ପରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇଛନ୍ତି । ହନ୍ତାଳଗୁଡ଼ା-ଯୋଡ଼ା ଆମ୍ବ ଅଞ୍ଚଳରେ ସରକାରୀ କାମକୁ ବିରୋଧ କରିବା ପାଇଁ ମାଓବାଦୀମାନେ ଗାମବାସୀଙ୍କୁ…

ସେବା ପାଇଁ ସମ୍ମାନ । ଗଣତନ୍ତ୍ର ଦିବସରେ ୫୦ଜଣ ପୋଲିସ୍ ଅଧିକାରୀକୁ ପଦକ ପ୍ରଦାନ କଲେ ରାଜ୍ୟପାଳ ଗଣେଶୀ ଲାଲ୍ ।

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ଅବସରରେ ୫୦ ଜଣ ପୋଲିସ ଅଧିକାରୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲୋକସେବା ସମ୍ମିଳନୀ କକ୍ଷରେ ଏହି ପଦକ ପ୍ରଦାନ କରିଛନ୍ତି । ଏଡିଜି ମୁଖ୍ୟାଳୟ ବିନୟତୋଷ ମିଶ୍ର, ଆଇଜି ଆଧୁନିକିକରଣ ରେଖା ଲୋହାନି, ପୁରୀ ଏସପି…

ମାଲକାନଗିରିରେ ମାତିଲେ ମାଓବାଦୀ ! ୧୦ରୁ ଅଧିକ ଘରେ ଲଗାଇଲେ ନିଆଁ, ନିୟମଗିରିରେ ଗୁଳି ବିନିମୟ ।

କନକ ବ୍ୟୁରୋ : ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ରବିବାର ମାଓ ଉପଦ୍ରବ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ୧୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଛନ୍ତି । ସେହିପରି ମାଓବାଦୀମାନେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ସୀମାରେ ଥିବା ନିୟମଗିରିରେ ଡିଭିଏଫ୍‌ ଯବାନଙ୍କ ସହ…

ପତାକା ଉତ୍ତୋଳନ ପୂର୍ବରୁ ହାତାହାତି ହେଲେ ଦୁଇ କଂଗ୍ରେସ ନେତା : କରତାଳି ବଦଳରେ ମାଡ଼ ବର୍ଷିଲା, ସୋସିଆଲ୍ ଭିଡ଼ିଓ…

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ମୁହାଁମୁହିଁ ହେଲେ ଦୁଇ କଂଗ୍ରେସ ନେତା । ପତାକା ଉତ୍ତୋଳନ ପୂର୍ବରୁ ଦୁଇ କଂଗ୍ରେସ ନେତା ହାତାହାତି ହୋଇଛନ୍ତି । ମଖ୍ୟମନ୍ତ୍ରୀ କମଲନାଥ ପତାକା ଉତ୍ତୋଳନ କରିବା ପାଇଁ ଆସିବା ପୂର୍ବରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ମଧ୍ୟପ୍ରଦେଶର ଇନ୍ଦୋରର କଂଗ୍ରେସ…