Daily Archives

January 25, 2020

କେତେ ସୁରକ୍ଷିତ ଭୁବନେଶ୍ୱର ବିମାନବନ୍ଦର ? କାହିଁକି ଭୁଶୁଡିଲା ନିର୍ମାଣଧୀନ ଛାତ ? ଘଟଣାରେ ଠିକା ସଂସ୍ଥା ମୁଖ୍ୟ…

କନକ ବ୍ୟୁରୋ : ଗତକାଲି ରାତିରେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମଣାଧୀନ ଛାତ ଭୁଷୁଡିବା ପରେ ଆଜି ଦିନ ତମାମ ଏନେଇ ଆରୋପ ପ୍ରତ୍ୟାରୋପ ଲାଗିରହିଛି । ସେପଟେ ମେଡିକାଲରେ ଜଣେ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।…

ଅଜବ ବ୍ୟକ୍ତିତ୍ୱ ଅଜବ ନିଶା ! ମୁଦ୍ରା ଓ ନୋଟ ସଂଗ୍ରହ ଦେଇଛି ନୂଆ ପରିଚୟ । ପୁରାତନ ବସ୍ତୁକୁ ସଂଗ୍ରହ କରି ରଖିବା…

କନକ ବ୍ୟୁରୋ: ଅଜବ ବ୍ୟକ୍ତିତ୍ୱ ଅଜବ ନିଶା । ସଉକ ଆଗରେ ସବୁକିଛି ସମ୍ଭବ । ପେଷାରେ ବନବିଭାଗର ଠିକା କର୍ମଚାରି କିନ୍ତୁ ସମାଜରୁ ଉହ୍ୟ ହୋଇଯାଉଥିବା ବହୁ ପୁରାତନ ବସ୍ତୁକୁ ସଂଗ୍ରହ କରିବାର ନିଶା । କାହିଁ କେଉଁ ଶହଶହ ବର୍ଷ ତଳର ପୁଣି ପୃଥିବୀର କୋଣ ଅନୁକୋଣରରେ ପ୍ରଚଳିତ ମୁଦ୍ରା ଓ ନୋଟ…

ଭୁଶୁଡିଲା କୋଚିଂ ସେଣ୍ଟର ଛାତ । ଅଳ୍ପକେ ବର୍ତ୍ତିଲା ଛାତ୍ରଛାତ୍ରୀଙ୍କ ଜୀବନ । ୧୧ ପିଲା ଆହତ

କନକ ବ୍ୟୁରୋ: ଦିଲ୍ଲୀରେ ଶନିବାର ସନ୍ଧ୍ୟାରେ ଏକ କୋଚିଂ ସେଣ୍ଟର ଛାତ ହଠାତ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ପାଖାପାଖି ୧୧ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ସେମାନଙ୍କ ଜୀବନ ବଞ୍ଚି ଯାଇଥିବା କୁହାଯାଉଛି। ନୂଆଦିଲ୍ଲୀର ଗୋକଲପୁର ଭଜନପୁରା ଅଞ୍ଚଳରେ ଏକ କୋଚିଂ ସେଣ୍ଟର ରହିଛି।…

ଅଧରାତିରେ ଲିଭିଗଲା ପରିବାରର ଆଲୁଅ: ବିମାନବନ୍ଦର ଛାତ ତଳେ ଚାପି ହୋଇଗଲା ଘରର ମେରୁଦଣ୍ଡ, ଉଜୁଡିଗଲା ସବୁ ଆଶା, ସବୁ…

କନକ ବ୍ୟୁରୋ: ସ୍ୱାମୀ ପାଇଁ ପିନ୍ଧିଥିବା ସିନ୍ଦୂର ମଥାରୁ ଲିଭିନି... ହେଲେ ହାତ କାଟି ସିନ୍ଦୂର ଦେଇଥିବା ସ୍ୱାମୀର ଜୀବନ ଦୀପ ଲିଭିଯାଇଛି । କାଲି ସକାଳେ ସ୍ୱାମୀ ପାଇଁ ସ୍ତ୍ରୀ ଯେଉଁ ସିନ୍ଦୂର ପିନ୍ଧିଥିଲା ଅଧ ରାତିରେ ତାହା ଅଧା ଲିଭିଯାଇଛି । କାରଣ ବିମାନ ବନ୍ଦର ଅଘଟଣରେ ଆଖି ବୁଜିଛି…

ଚୀନ ଡେଇଁ ଭାରତରେ ‘କୋରୋନା’ । ଓଡିଶାରେ ଖେଳିଲା ଭୟଙ୍କର ଭାଇରସର କୋକୁଆ ଭୟ । ସଂକ୍ରମଣ ପୂର୍ବରୁ ସତର୍କ ରହିବାକୁ…

କନକ ବ୍ୟୁରୋ : ଚୀନରେ ଭାଇରସ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଭୂତାଣୁ ଭୟ ଏବେ ଚୀନ୍ ଡେଇଁ ଭାରତରେ ପହଂଚିଛି । ବିଭିନ୍ନ ରାଜ୍ୟରେ ଏହି ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ, ସତର୍କତା ନେଇ ଆଡଭାଇଜରି ଜାରି କରିଛନ୍ତି ଓଡିଶା ସରକାର । କୋରୋନା ଭାଇରସକୁ ନେଇ ଯେପରି ରାଜ୍ୟରେ କେହି…

ରାତି ପାହିଲେ ଦେଶ ପାଳିବ ଗଣତନ୍ତ୍ର ଦିବସ । ଛାତିରେ ଗୁଳି ଖାଇଥିବା ସହିଦଙ୍କ ପରିବାର ଆଜି ବି ଅବହେଳିତ । ବଳିଦାନ…

କନକ ବ୍ୟୁରୋ: ରାତିପାହିଲେ ଦେଶ ପାଳିବ ୭୧ ତମ ସାଧାରଣତନ୍ତ୍ର ଦିବସ । ଅନେକ ସ୍ୱାଧିନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ପାଇଁ ଦିବସ ପାଳନ କରୁଛୁ ଦିବସ । ହେଲେ ଏଥିରେ ବଳିଦାନ ଦେଇ ରଷ୍ଟ୍ରପତିଙ୍କଠାରୁ ସମ୍ମାନ ଜନକ ମରୋଣତର ସୌର୍ଯ୍ୟ ଚକ୍ର ପୁରସ୍କାର ପାଇଥିବା ଯବାନଙ୍କ ପରିବାର ଏବେ…