Daily Archives

January 23, 2020

ବିଜେଡିର ପୂର୍ବତନ ବିଧାୟକ ଗିରଫ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଅନାମ ନାଏକଙ୍କୁ ଗିରଫ କଲା ଭିଜିଲାନ୍ସ ।

କନକ ବ୍ୟୁରୋ : ବନ୍ଧାହେଲେ ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ । ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଅନାମଙ୍କୁ ଗିରଫ କରାଯାଇଛି । ଏନେଇ ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହାପୂର୍ବରୁ ଗତ…

ଝିଅକୁ ଖୋଜୁଛି ବାଂଲାଦେଶୀ ବାପା । ଦେହ ବ୍ୟବସାୟ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଝିଅ । ଘରକୁ ଫେରାଇ ନେବାକୁ ଖୋଜି…

କନକ ବ୍ୟୁରୋ: ଝିଅକୁ ଖୋଜି ଖୋଜି ବାଂଲାଦେଶରୁ ଓଡ଼ିଶା ଧାଇଁ ଆସିଛନ୍ତି ଜଣେ ବାପା । ଘର ଧାରନଗଞ୍ଜ, ବାଂଲାଦେଶ । ଚାକିରି ପ୍ରଲୋଭନ ଦେଖାଇ ଏହି ବ୍ୟକ୍ତିଙ୍କ ଝିଅକୁ କୋଲକତା ନେଇ ଆସିଥିଲେ କିଛି ବ୍ୟକ୍ତି । ଆଉ କୋଲକତା ପହଂଚିବା ପରେ ବଦଳି ଯାଇଥିଲା ପୂରା କାହାଣୀ । ଯୁବତୀ ଜଣଙ୍କୁ ଏଭଳି ଏକ…

କଲେଜରୁ ବିଦା ହେବେ ନେତା! କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ କିମ୍ବା ମନ୍ତ୍ରୀ, କୋଚିଂ ସେଣ୍ଟରରେ ପାଠ…

କନକ ବ୍ୟୁରୋ : ରାଜନୀତି ମୁକ୍ତ ହେବ ଶିକ୍ଷାନୁଷ୍ଠାନ । ଏଣିକି କଲେଜ ପରିଚାଳନା ପରିଷଦରେ ରହିବେନି ନେତା କି ସ୍ଥାନୀୟ ବିଧାୟକ । ଶିକ୍ଷାବିତ୍, ଅଭିଭାବକ ଏବଂ ପୂର୍ବତନ ଛାତ୍ରଙ୍କୁ ଗଭର୍ଣ୍ଣିଂ ବଡି ସଦସ୍ୟ ଭାବେ ସ୍ଥାନ ଦିଆଯିବ । ସେହିଭଳି ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଆଉ ଘରୋଇ…

ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହେଲା ଓଡିଶାର ସିନେମା । ବଛା ହୋଇଥିବା ୩୫ ସର୍ଟ ଫିଲ୍ମ ଭିତରୁ ପ୍ରଥମ ପସନ୍ଦରେ…

କନକ ବ୍ୟୁରୋ: ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହେଲା ଓଡିଶାର ସିନେମା । ୨୦୨୦ ଫିଲ୍ମଫେୟାର ସର୍ଟ ଫିଲ୍ମ ଆୱାର୍ଡ ପାଇଁ ଓଡିଆ ପୁଅଙ୍କ ସିନେମା ମନୋନୀତ ହୋଇଛି । ସ୍ମାର୍ଟସିଟିର ଆଡ୍ ମ୍ୟାନ୍ ଦୟାନିଧି ଦହିମାଙ୍କ ନିର୍ମିତ ‘ନୱାବ’ ଚଳିତ ବର୍ଷ ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ…

ବଦଳିଯିବ ସିଲଭର୍ ସିଟିର ଚେହେରା । କଟକ ସହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଯୋଜନା, ୬ ଥାକିଆ ରିଙ୍ଗ୍ ରୋଡ ସହ ହେବ ବଡ…

କନକ ବ୍ୟୁରୋ : କଟକ ରିଙ୍ଗ ରୋଡକୁ ୬ ଥାକିଆ ପ୍ରଶସ୍ତ ରାସ୍ତା କରାଯିବ । ବିକଶିତ ହେବ ମହାନଦୀ କୂଳ । ବଡ଼ ମେଡିକାଲର ଉନ୍ନତିକରଣ ହେବ । ଆଜି କଟକ ପାଇଁ ଏକାଧିକ ବିକାଶ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାନଦୀ କୂଳ ବୁଲି ଦେଖିବା ସହ ବିକାଶ…

ଓଡିଶା ହାଇକୋର୍ଟର ନୂଆ ବିଚାରପତି ହେବେ ସାବିତ୍ରୀ ରଥ । ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ମଞ୍ଜୁରୀ ।…

କନକ ବ୍ୟୁରୋ: ସାବିତ୍ରୀ ହେବେ ହାଇକୋର୍ଟ ବିଚାରପତି । ଓଡିଶା ହାଇକୋର୍ଟର ନୂଆ ବିଚାରପତି ହେବେ ସାବିତ୍ରୀ ରଥ । ସାବିତ୍ରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ମଞ୍ଜୁରୀ । ତେବେ ସାବିତ୍ରୀ ରଥ ବର୍ତ୍ତମାନ ହାଇକୋର୍ଟରେ ଆଇନଜୀବୀ ଭାବେ କାମ କରୁଛନ୍ତି । ସାବିତ୍ରୀ ରଥ…