Daily Archives

January 21, 2020

ପିଲାଙ୍କ ପ୍ରତିବାଦ ଆଗରେ ମୁଣ୍ଡ ନୂଆଁଇଲେ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ କହିଲେ, +୨ ପ୍ରଥମ ବର୍ଷ ପରୀକ୍ଷାରେ…

କନକ ବ୍ୟୁରୋ: ବଦଳିଲା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ଫେଲ୍ ନିଷ୍ପତି । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା କଡାକଡି କରାଯିବା ଲାଗି ନିଷ୍ପତି ପରେ ଏହାକୁୁ ବିରୋଧ କଲେ ଛାତ୍ରଛାତ୍ରୀ । ଆଜି ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ରମାଦେବୀ ବିଶ୍ୱିବିଦ୍ୟାଳୟ +୨ ପ୍ରଥମ ବର୍ଷର…

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସମଲେଶ୍ୱରୀ ମନ୍ଦିର । ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା କ୍ଷେତ୍ରକୁ ଗୁରୁତ୍ୱ, ଗଠନ…

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍କରାଜ ମନ୍ଦିର ପରେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତ ପାଇଁ ସୁବିଧା-ସୁଯୋଗ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।…

କାଶ୍ମୀର ଘାଟିରେ ଏନ୍‌କାଉଣ୍ଟର । ୨ ଆତଙ୍କବାଦୀ ନିପାତ, ୨ ସୁରକ୍ଷାକର୍ମୀ ସହିଦ ।

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅଓ୍ଵନ୍ତିପୋରାରେ ଆଜି (ମଙ୍ଗଳବାର) ଅପରାହ୍ଣରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି । ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସେନା ସୁରକ୍ଷା ବାହିନୀର ଜଣେ…

ଭୁବନେଶ୍ୱରରୁ ବାଂଲାଦେଶୀ ଯୁବତୀ । ଲକ୍ଷ୍ମୀସାଗର ଥାନା ଅଂଚଳରୁ ୫ ଯୁବତୀଙ୍କୁ ଅଟକ ରଖିଛି ଏସଟିଏଫ । ୨ଗିରଫ,ସେକ୍ସ…

କନକ ବ୍ୟୁରୋ: ଭୁବନେଶ୍ୱରରୁ ଉଦ୍ଧାର ହେଲେ ବାଙ୍ଗାଲାଦେଶୀ ଯୁବତୀ । ଲକ୍ଷ୍ମୀସାଗର ଥାନା ଅଂଚଳରେ ୮ ଜଣ ବାଂଲାଦେଶୀ ଯୁବତୀ ଥିବା କୌଣସି ସୂତ୍ରରୁ ଖବର ପାଇଥିଲା କମିସନରେଟ ପୁଲିସ । ଏହାପରେ କମିସରେଟ ପୁଲିସର ଏସଟିଏଫ ଟିମ୍ ଲକ୍ଷ୍ମୀସାଗର ଥାନା ଅଂଚଳରେ ଚଢାଉ କରି ୫ ଜଣ ବାଂଲାଦେଶୀ…

ବାହୁବଳୀ ପୋଲିସ ଅଫିସର । ଯାହାଙ୍କୁ ଦେଖିଦେଲେ ଭୟରେ ଶତ୍ରୁଙ୍କ ଛାତି ଥରିଉଠେ । ୫୬ ଇଂଚର ଛାତି, ବାଇସେପ୍ ସଲମାନଙ୍କ…

କନକ ବ୍ୟୁରୋ : ବାହୁବଳୀ ପୋଲିସ ଅଫିସର । ଯାହାଙ୍କୁ ଖାଲି ଦେଖିଦେଲେ ଭୟରେ ଅପରାଧୀଙ୍କ ଛାତି ଥରିଉଠେ । ଆମେ କହୁଛୁ ପୋଲିସ ଅଫିସର ଦୀପକ ଶର୍ମାଙ୍କ କଥା । ଯିଏ ବର୍ତମାନ ସମୟରେ ତିହାର ଜେଲରେ ଆସିଷ୍ଟାଂଟ ସୁପରିଟେଣ୍ଡେଂଟ ଭାବେ କାର୍ଯ୍ୟରତ ଅଛନ୍ତି । ଏମିତି ବାଇସେପ୍, ଏମିତି ବଡି, ହୁଏତ…

ଭାରତର ପାକିସ୍ତାନୀ ସରପଂଚ ! ପାକିସ୍ତାନରେ ଜନ୍ମ, ଭାରତରେ ବିବାହ, ଆଉ ଏବେ ନିର୍ବାଚନରେ ବିଜୟୀ ହୋଇ ସରପଞ୍ଚ ବନିଲେ…

କନକ ବ୍ୟୁରୋ : ଭାରତ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ବିବାଦ ବଢି ବଢି ଚାଲିଛି । କାଶ୍ମୀର ହତାଶାରେ ବିଚଳିତ ହୋଇପଡିଥିବା ପାକିସ୍ତାନ ବାରମ୍ବାର ବିଶ୍ୱ ସମୁଦାୟ ଆଗରେ ଅପଦସ୍ତ ହେଉଥିଲେ ମଧ୍ୟ ସୁଧୁରିବାର ନାଁ ଧରୁନାହିଁ । ତେବେ ଏଭଳି ତିକ୍ତତା ଭିତରେ ଭାରତ ପାକିସ୍ତାନକୁ ନେଇ ଆସିଛି ଆଉ ଏକ…