Daily Archives

January 15, 2020

ପର୍ଯ୍ୟଟନ ଋତୁରେ ସାତକୋଶିଆରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ । ସାତକୋଶିଆ ଗଣ୍ଡ ଓ ନେଚର କ୍ୟାମ୍ପ ଦେଖି ବିମୋହିତ ହେଉଛନ୍ତି…

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ସାତକୋଶିଆରେ ଭିଡ । ସାତକୋଶିଆର ପ୍ରାକୃତିକ ସୌନ୍ଦର୍ଯ୍ୟ, ମହାନଦୀ ନୀଳ ଜଳରାଶିର ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି ଏଠାକୁ ଆସୁଥିବା ପ ର୍ଯ୍ୟଟକ । ଚାରିପାଖରେ ଥିବା ଘଂଚ ବନାନୀ ସମସ୍ତଙ୍କୁ ବିମୋହିତ କରୁଛି । ପ୍ରକୃତିର ଗନ୍ତାଘର ସାତକୋଶିଆ ଗଣ୍ଡ ଓ ପାଖରେ…

ରାଷ୍ଟ୍ରପତିଙ୍କୁ ମୋର ନିବେଦନ, ସୈତାନଙ୍କ ରାଜକ୍ଷମାକୁ କରାଯାଉ ଖାରଜ : ନିର୍ଭୟାଙ୍କ ମା’

କନକ ବ୍ୟୁରୋ : ନିର୍ଭୟା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ମୁକେଶ ସିଂହ ଫାଶୀରୁ ବଞ୍ଚିବା ପାଇଁ ସର୍ବଶେଷ ଅସ୍ତ୍ର ପ୍ରୟୋଗ କରି ରାଷ୍ଟ୍ରପତି ରାମନାଥ କୋବନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ମୁକେଶ ସିଂହର ଏହି ରାଜକ୍ଷମା ଆବେଦନ…

ବିରାଟ ବାହିନୀକୁ ବଡ଼ ଝଟକା । ଆହତ ଯୋଗୁଁ ରାଜକୋଟ ଯିବେନି ଋଷଭ, ଦିନକ ପରେ କଙ୍ଗାରୁ ଦଳ ସହ ଦ୍ୱିତୀୟ ଦିନିକିଆ ମ୍ୟାଚ୍…

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ୱିକେଟ୍ କିପର ତଥା ବାମହାତୀ ମିଡିଲ ଅର୍ଡର ଖେଳଳୀ ଋଷଭ ପନ୍ତ ଖେଳିନପାରନ୍ତି ରାଜକୋଟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ । ଗତକାଲି ୱାଙ୍ଖଡେ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା…

ମଦୁରାଇରେ ଆରମ୍ଭ ହେଲା ପାରମ୍ପରିକ ଉତ୍ସବ ଜାଲିକଟ୍ଟୁ । ଚଳିତବର୍ଷ ମୈଦାନରେ ଅଛନ୍ତି ୭୦୦ଷଣ୍ଢ

କନକ ବ୍ୟୁରୋ : ମଦୁରାଇରେ ଆରମ୍ଭ ହୋଇଛି ପାରମ୍ପରିକ ଜାଲିକଟ୍ଟୁ ବା ଷଣ୍ଢ ସହିତ ଲଢେଇ ପର୍ବ । ମଦୁରାଇରେ ଏଥର ପ୍ରାୟ ୭୦୦ ଷଣ୍ଢଙ୍କୁ କାବୁ କରିବେ ଲୋକେ । ଖେଳପଡିଆ ଭିତରେ ରହିଛି ମାଟି । ଚାରିପଟେ ଘେରାବନ୍ଦୀ ହୋଇଛି ତାର ଜାଲି ଓ ବାଉଁଶବାଡ । ଯେମିତି ବାଡ ଡେଇଁ ଷଣ୍ଢ ବାହାରକୁ ଚାଲି ନ…

ତାଳଚେରରେ ପୁଣି ଦବିଲା ମାଟି । ମାଟି ଦବୁଥିବାରୁ ଭୟଭୀତ ସ୍ଥାନୀୟ ଲୋକ

କନକ ବ୍ୟୁରୋ : ତାଳଚେରରେ ପୁଣି ଦବିଲା ମାଟି । ତାଲଚେର ହାଣ୍ଡିଧୁଆଁ ସ୍ଥିତ ଏକ ଜମିରେ ମାଟି ଜମି ଯାଇଛି । ଧିରେ ଧିରେ ଅଧିକରୁ ଅଧିକ ମାଟି ଧସୁଥିବାରୁ ସ୍ଥାନୀୟବାସୀ ଭୟବିତ ହୋଇ ଯାଇଛନ୍ତି । ସ୍ଥିତି ବିପଳ ସଙ୍କୁଳ ଅବସ୍ଥାରେ ରହିଛି । ପୋଲିସ ସେହି ସ୍ଥାନରେ ପହଁଚି ମାଟି ଧସୁଥିବା…

ମକର ପାଇଁ ଚଳଚଚଂଳ ଓଡିଶା । ଯୋଡାର କେଶରୀ କୁଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

କନକ ବ୍ୟୁରୋ : ମକର ସଂକ୍ରାନ୍ତିରେ ଯୋଡାରେ କେଶରୀ କୁଣ୍ଡରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଆଜି ସକାଳୁ ସକାଳୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ଏଠାରେ ବୁଡ ପକାଉଛନ୍ତି । କେନ୍ଦୁଝରର ବୈତରଣୀ ନଦୀ କୂଳରେ ରହିଛି କେଶରୀ କୁଣ୍ଡ । ବିଶାଳକାୟ ପଥର ଭିତରେ ରହିଛି ଏହି କେଶରୀ କୁଣ୍ଡ । ତା…