Daily Archives

January 15, 2020

ବ୍ୟାପୁଛି ପ୍ରାଣଘାତୀ ଭାଇରସ । ସବୁ ଦେଶକୁ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ଜାଣନ୍ତୁ କଣ ରହିଛି ଲକ୍ଷଣ?

ସାବଧାନ... । ବ୍ୟାପୁଛି ଭୟଙ୍କର ପ୍ରାଣଘାତୀ ଭାଇରସ । ଯାହାକୁ ନେଇ ପୂରା ବିଶ୍ୱ ଚିନ୍ତାରେ ପଡିଛି । ଏହି ଭାଇରସ କାରଣରୁ ଏବେ ପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଏଯାଏଁ ସଂକ୍ରମିତ ହୋଇଛନ୍ତି । ଆଉ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।…

ବିଦା ହେଲେ ଡିଏସପି ଦବିନ୍ଦର ସିଂହ । ଆତଙ୍କବାଦୀ ଲିଙ୍କରେ ଗିରଫ ହେବା ପରେ ବହିଷ୍କୃତ କଲେ ଜାମ୍ମୁ-କାଶ୍ମୀର ଡିଜି

କନକ ବ୍ୟୁରୋ: ପୋଲିସରୁ ବିଦା ହେଲେ ଡିଏସପି ଦବିନ୍ଦର ସିଂହ । ଆତଙ୍କବାଦୀ ଲିଙ୍କରେ ଧରାପଡିଥିବା ଜାମ୍ମୁ କାଶ୍ମୀର ଡିଏସପି ବହିଷ୍କୃତ । ପୋଲିସରେ ଥାଇ ବି ଦେଶକୁ ସୁରକ୍ଷା ନଦେଇ ଆତଙ୍କବାଦୀଙ୍କୁ ସହଯୋଗ କରିଥିବାରୁ ଗିରଫ ଡିଏସପି ଦବିନ୍ଦରଙ୍କୁ ବିଦା କରାଗଲା । ତେବେ ବହିଷ୍କାର ନେଇ ସୂଚନା…

ଖେଲୋ ଇଣ୍ଡିଆରେ ଖେଳିବେ ୨ ଓଡ଼ିଆ । ପ୍ରଥମଥର ପାଇଁ ଭାଗନେବେ ଆନ୍ତର୍ଜାତୀୟ ସାଇକିଲିଷ୍ଟ ଦିନେଶ ଓ ସ୍ୱସ୍ତି ।…

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆରେ ଭାଗନେବେ ଓଡିଶାର ୨ ଆନ୍ତର୍ଜାତୀୟ ସାଇକିଲିଷ୍ଟ । ଏବେ ଆସାମର ଗୌହାଟୀରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ତୃତୀୟ ସଂସ୍କରଣ ପ୍ରତିଯୋଗିତା ଖେଳାଯାଉଛି । ଯେଉଁଥିରେ ୧୬ଟି କ୍ରିଡା ପ୍ରତିଯୋଗିତା ରହିଛି । ପ୍ରଥମ ଥର ପାଇଁ ଓଡିଶା ତଥା ରାଉରକେଲାର ୨…

୭୦ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳକୁ ଫିଟିଲା ବାଟ । ଦୁଃଖ ଦୂର କରିବ ନୂଆରାସ୍ତା, ଦୁଆର ମୁହଁରେ ପହଞ୍ଚିବ ସବୁ ସୁବିଧା ।…

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳକୁ ବାଟ ଫିଟୁଛି, ବିକାଶ ଯାଉଛି । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ରାସ୍ତା ଦେଖିବେ ସ୍ୱାଭିମାନ ଅଂଚଳବାସୀ । ପୂର୍ବରୁ ମାଓ ଭୟରେ ସରକାରୀ ସେବା ପହଞ୍ଚି ପାରୁନଥିବାରୁ ସବୁ ସୁବିଧାରୁ ବଞ୍ଚିତ ହେଉଥିଲେ ଗୁରୁପ୍ରିୟା ସେତୁ ଆରପଟ ଲୋକେ । ତେବେ ୨୦୧୮ରେ…

ଆଇନଜୀବୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ମିଛ କାଗଜପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକିନେଇଥିବା ଅଭିଯୋଗ ଆଣିଲେ ଅନ୍ୟ ଜଣେ…

କନକ ବ୍ୟୁରୋ: ମିଛ କାଗଜପତ୍ର ଦେଇ ଉଠାଇନେଲେ ଲକ୍ଷାଧିକ ଟଙ୍କା । ବାଲେଶ୍ୱରର ସରକାରୀ ଓକିଲ ତଥା ବିଜେଡିର ଜିଲ୍ଲା ଉପସଭାପତି ଭୁବନାନନ୍ଦ ଦାସଙ୍କ ବିରୋଧରେ ଆସିଛି ଏପରି ସଙ୍ଗୀନ୍ ଅଭିଯୋଗ । ଗୋଟିଏ ସମୟରେ ବାଲିଆପାଳ ଓ ଭୋଗରାଇ ମାଜିଷ୍ଟ୍ରେଟ କୋର୍ଟରେ ଉପସ୍ଥିତ ଥିବା ଦର୍ଶାଇ ସରକାରୀ…

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଚାକିରି ଓ ଶିକ୍ଷା କ୍ଷେତ୍ରରେ ଓବିସି ଓ ଏସଇବିସିଙ୍କ ପାଇଁ ରଖାଯାଉ ଅଧିକ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଅଧିକ ସ୍ଥାନ ସଂରକ୍ଷଣ ପାଇଁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । ସଂରକ୍ଷଣ ନେଇ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନିଅନ୍ତୁ…