Daily Archives

January 11, 2020

ଅଷ୍ଟ୍ରେଲିଆର ଆର୍ତ୍ତ ଚିତ୍କାର, ପ୍ରକୃତି ପିଠିରେ ପୂଳା ପୂଳା ପାଉଁଶ । ଆତଙ୍କ ଖେଳାଇ ଅଗ୍ନି ଆସିଲା, ସବୁଜ ରାଣୀର…

କନକ ବ୍ୟୁରୋ : ପ୍ରକୃତି ଏମିତି ଯେ ତାଣ୍ଡବ ରଚିପାରେ, ତାହା କେହି କେବେ ହେଲେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ । ଯେଉଁଠି ଦିନେ ସବୁଜ ରଙ୍ଗରେ ଧରଣୀ ସଜେଇ ହୋଇଥିଲା, ସେଠି ଏବେ କୁଢ କୁଢ ପାଉଁଶ । ବର୍ତମାନ ସମୟରେ ଦୁନିଆର ସବୁଠୁ ବଡ ସମସ୍ୟା ହେଉଛି ଅଷ୍ଟ୍ରେଲିଆର ନିଆଁ । ଯାହାକି ଜୈବିକ…

ଛୋଟ ପିଲାଙ୍କୁ ଟିକଟକ୍ ଛୁଇଁବା ମନା । ୧୩ ବର୍ଷରୁ କମ୍ ବୟସର ପିଲାଙ୍କ ଉପରେ ଲାଗିଲା ଟିକଟକ୍ ଲଗାମ୍ । ଛୋଟ ପିଲାଙ୍କ…

କନକ ବ୍ୟୁରୋ : ଟିକଟକ୍ । ଏହା ଏଭଳି ଏକ ସୋସିଆଲ୍ ମିଡିଆ, ଯାହା ଖୁବ୍ ଅଳ୍ପ ସମୟ ମଧ୍ୟରେ ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ମଧ୍ୟ ଏଥିରେ ଯୋଡି ହୋଇଛନ୍ତି । କିନ୍ତୁ ଏଣିକି ଛୋଟ ପିଲାଙ୍କ ପାଇଁ ବ୍ୟାନ ହୋଇଛି ଟିକଟକ୍ ।…

ସିନେମା ହଲରେ ଆମ ‘ଛପାକ୍’: ଫିଲ୍ମ ଦେଖିଲେ, ନିଜ କାହାଣୀ ମନେ ପକାଇଲେ ଓଡିଶାର ଏସିଡ୍ ପୀଡିତା

କନକ ବ୍ୟୁରୋ: ‘ଛପାକ’ ଦେଖିଲେ ଓଡିଶାର ‘ଛପାକ’ । ଏସିଡ୍ ପୀଡ଼ିତାଙ୍କ ସଂଘର୍ଷ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଛପାକ୍ ଫିଲ୍ମୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା । ଆଉ ଏହାରି ଭିତରେ ପୀଡିତାଟିଏ କେମିତି ସାରା ଜୀବନ ସଂଘର୍ଷ କରି ବଞ୍ଚେ ? ଆଉ ତା ସେ ସଂଘର୍ଷରେ କିଏ ସାଜେ ସାଥୀ ? ଏସିଡି…

ଆଉ ରହିବନି ଟଙ୍କା ଡିପୋଜିଟ୍ ଟେନସନ୍ । ଯେକୌଣସି ଏଟିଏମରେ ଜମା କରିପାରିବେ ଆପଣଙ୍କ ଟଙ୍କା, ଖୁବଶୀଘ୍ର ଆସୁଛି ନୂଆ…

କନକ ବ୍ୟୁରୋ : ଏଣିକି ଟଙ୍କା ଡିପୋଜିଟ୍ କରିବା ପାଇଁ ଆପଣଙ୍କୁ ଆଉ ଅସୁବିଧାର ସାମ୍ନା କରିବାକୁ ହେବ ନାହିଁ । ବର୍ତ୍ତମାନ ସମୟରେ ଏଟିଏମରେ ଟଙ୍କା ଜମା କରିହେଉଛି ସତ, କିନ୍ତୁ ଆପଣଙ୍କ ଆକାଉଂଟ ଯେଉଁ ବ୍ୟାଙ୍କର ହେଇଥିବ, ଆପଣ କେବଳ ସେହି ବ୍ୟାଙ୍କର ଏଟିଏମରେ ହିଁ ଟଙ୍କା ଡିପୋଜିଟ୍…

ବିରୋଧ ପ୍ରଦର୍ଶନ ଭିତରେ ସାରା ଦେଶରେ ଲାଗୁ ହେଲା ସିଏଏ । ଗୃହମନ୍ତ୍ରୀ କହିଲେ, ସିଏଏ ଯୋଗାଇବ ନାଗରିକତା, ବିରୋଧୀ…

କନକ ବ୍ୟୁରୋ: ବିରୋଧ ପ୍ରଦର୍ଶନ ଭିତରେ ସାରା ଦେଶରେ ଲାଗୁ ହୋଇଛି ନାଗରିକ ସଂଶୋଧନ ଆଇନ-୨୦୧୯ । ସରକାର ଏଥିପାଇଁ ଜାରି କରିଛନ୍ତି ରାଜପତ୍ର । ଜାନୁଆରୀ ୧୦ତାରିଖ ଅର୍ଥାତ ଗତକାଲିଠାରୁ ଏହି ଆଇନ ସାରା ଦେଶରେ ଲାଗୁ ହୋଇଛି । ଏହାପରେ ପୁଣି ଥରେ ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଛନ୍ତି ।…

ମାର୍କେଟ୍ ବିଲ୍ଡିଂ ମୁଖାପିନ୍ଧାଙ୍କ ମୁଖା ଖୋଲିଲା । ଦଙ୍ଗା ଭଳି ସାଂଘାତିକ ଦଫା ଲଗାଇଲା ପୁଲିସ । ୧୨ ଜଣ ନାବାଳକଙ୍କ…

କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ହିଂସାକାଣ୍ଡ ଘଟଣାରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଭଙ୍ଗାରୁଜା ଘଟଣାରେ ସାମିଲ ଥିଲେ ସ୍କୁଲ ଛାତ୍ର । ଘଟଣାରେ ପୁଲିସ୍ ୧୮ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ସାମିଲ ଅଛନ୍ତି ୧୨ ଜଣ ନାବାଳକ । ମାର୍କେଟ୍ ବିଲ୍ଡିଂ ହିଂସାକାଣ୍ଡକୁ…