ହସ୍ପିଟାଲରେ ରକ୍ତ ଜୁଡୁବୁଡୁ ନିର୍ଭୟାଙ୍କୁ ଦେଖି ମୁଁ ସ୍ତବ୍ଧ ହୋଇଯାଇଥିଲି… ଯୌନରାକ୍ଷସଙ୍କ ଶିକାର ପରେ…
କନକ ବ୍ୟୁରୋ: ଜାନୁୟାରୀ ୨୨ରେ ମିଳିବ ନିର୍ଭୟା ଦୋଷୀଙ୍କୁ ଫାଶୀ । ନିର୍ଭୟା ସହ କୁକର୍ମ କରିଥିବା ୪ ସୈତାନ ଝୁଲିବେ ଫାଶୀ ଖୁଣ୍ଟରେ । ଦିଲ୍ଲୀ ପଟିଆଲା କୋର୍ଟ ଗତକାଲି ଏଭଳି ରାୟ ଶୁଣାଇବା ପରେ ଏବେ ନିର୍ଭୟା ସୈତାନଙ୍କ ଫାଶୀ ଉପରେ ରହିଛି ସାରା ଦେଶର ନଜର ।
ଆଉ ଠିକ ଏତିକି ବେଳେ ସାମ୍ନାକୁ…