Daily Archives

January 6, 2020

ପ୍ରକାଶ ପାଇଲା ଓଏଏସ ଫଳାଫଳ । ୨୧୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଟପ୍ କଲେ ଦେବାଶିଷ ପଣ୍ଡା ।

କନକ ବ୍ୟୁରୋ : ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ । ଓଡିଶା ସିଭିଲ ସର୍ଭିସ ୨୦୧୮ ପରୀକ୍ଷା ଫଳ ପ୍ରକାଶ ପାଇଛି । ଦେବାଶିଷ ପଣ୍ଡା ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଋତୁପର୍ଣ୍ଣା ମହାପାତ୍ର । ସେହିଭଳି ଆକାଶ ପଣ୍ଡା ଟପ୍-୩ରେ ରହିଛନ୍ତି । ଟପ୍-୧୦ ରାଙ୍କରେ ୬ ଜଣ ଝିଅ…

ଜେଏନୟୁରେ ମୁଖାପିନ୍ଧା ଆତଙ୍କ: ଦୁର୍ବୃତ୍ତଙ୍କ ଆକ୍ରମଣ ପରେ ଛାତ୍ରଛାତ୍ରୀ ଭୟଭୀତ । ଆଗକୁ ଦିଲ୍ଲୀରେ ନିର୍ବାଚନ ଥିବାରୁ…

କନକ ବ୍ୟୁରୋ: ଦିଲ୍ଲୀରେ ଘଟଣା ଘଟିବ ଆଉ ରାଜନୀତି ନହେବ, ହୁଏତ ତାହା କେବେବି କଳ୍ପନା କରାଯାଇନପାରେ । ଜେଏନୟୁ ହିଂସାକାଣ୍ଡ ଘଟଣାରେ ବି ସେଇଆ ହୋଇଛି । ଯେହେତୁ ଆଗକୁ ଦିଲ୍ଲୀରେ ନିର୍ବାଚନ ଅଛି ଜେଏନୟୁ ଘଟଣା, ରାଜନୈତିକ ଦଳଗୁଡ଼ିକ ପାଇଁ ରାଜନୀତିର ରୋଟି ସେକିବାକୁ ଏକ ବଡ଼ ମୌକା ଆଣି ଦେଇଛି…

ମହାଲଢେଇ ପାଇଁ ମହାରଣନୀତି: ଦିଲ୍ଲୀବାସୀଙ୍କ ମନ କିଣିବାକୁ କେଉଁ ମୁଦ୍ଦା ନେଇ ଘରେ ପହଞ୍ଚିବେ ୩ ଦଳର ନେତା

କନକ ବ୍ୟୁରୋ: ଦିଲ୍ଲୀରେ ୨୦୧୫ ଅପେକ୍ଷା ୨୦୨୦ରେ ହେବ ଦମଦାର ଫାଇଟ । ଝାଡୁ, ପଦ୍ମ, ହାତ ଭିତରେ ହେବ ଜୋରଦାର ଲଢେଇ । ଯୁଦ୍ଧ ପାଇଁ ତାରିଖ ଘୋଷଣା କରିବା ପରେ ଏବେ ସଜବାଜ ଆରମ୍ଭ କଲେଣି ୩ ଦଳର ସେନା ଓ ସେନାପତି । ଦିଲ୍ଲୀ ଦରବାର ଦଖଲ ପାଇଁ ଗତଥର କଂଗ୍ରେସ, ବିଜେପି ଓ ଆପ ମଧ୍ୟରେ ଘମାଘୋଟ…

୫T ପ୍ରଭାବ ପଡିଲା, ପଦୋନ୍ନତି ମିଳିଲା: ଗୋଟିଏ ସପ୍ତାହରେ ୩୧୬୬ ଜଣ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର

କନକ ବୁରୋ: ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେଲେ ସରକାର । ଫାଇଭ ଟି ପ୍ରଭାବରେ ଗୋଟିଏ ସପ୍ତାହରେ ୩୧୬୬ ଜଣ କର୍ମଚାରୀଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର । ତେବେ ଗୋଟିଏ ସପ୍ତାହ ଅର୍ଥାତ ଡିସେମ୍ବର ମାସ ଶେଷ ସପ୍ତାହରେ ମୋଟ ୩୯ଟି ବିଭାଗ ସହ ୩୦ ଜିଲ୍ଲାର ସମସ୍ତ ବର୍ଗରେ ଏହି ପଦୋନ୍ନତି…

ଭଦ୍ରକବାସୀଙ୍କ ପାଇଁ ନବୀନଙ୍କ ବଡ ଘୋଷଣା । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ୭ ମହଲା ବିଶିଷ୍ଟ ଡିଏଚଏଚ…

କନକ ବ୍ୟୁରୋ : ଭଦ୍ରକ ପାଇଁ ଭଣ୍ଡାର ଖୋଲିଲେ ନବୀନ । ‘ମୋ ସରକାର’ ଟିମ୍ ଭଦ୍ରକ ପରିଦର୍ଶନ କରିବା ପରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ୭ ମହଲା…

କିଏ କରିବ ଦିଲ୍ଲୀ ଦଖଲ ? ପୁଣି ଥରେ କେଜ୍ରିୱାଲଙ୍କୁ କୋଳେଇ ନେବେ କି ଦିଲ୍ଲୀବାସୀ ? ନା ମୋଦିଙ୍କୁ କରିବେ ଆପଣାର ?…

କନକ ବ୍ୟୁରୋ: ଦିଲ୍ଲୀ ଦଖଲ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଦିଲ୍ଲୀ ପରୀକ୍ଷା ପାଇଁ ତାରିଖ ଘୋଷଣା ହେବା ପରେ କମର କସିଛନ୍ତି ଦିଲ୍ଲୀ ରଣାଙ୍ଗନରେ ଲଢୁଥିବା ୩ ପ୍ରମୁଖ ଦଳ । ଆସନ୍ତା ଫେବୃୟାରୀ ୮ ତାରିଖରେ ଦିଲ୍ଲୀ ପାଇଁ ଭୋଟ ପଡିବାକୁ ଥିବା ବେଳେ ଏହାର ମାତ୍ର ଦୁଇ ଦିନ ପରେ ହିଁ ଫଳାଫଳ…