Daily Archives

January 5, 2020

ଜନଜାଗରଣ ସଭାରେ ବିରୋଧୀଙ୍କୁ ଜୋରଦାର ନିଶାନା କଲେ ଶାହା । କହିଲେ ଦେଶବାସୀଙ୍କୁ ଭ୍ରମିତ କରି ଦଙ୍ଗା ପାଇଁ…

କନକ ବ୍ୟୁରୋ: ଜନଜାଗରଣ ସଭାରେ ଜୋରଦାର ନିଶାନା । ନାଗରିକତା ଆଇନ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ଅମିତ ଶାହା । ଦିଲ୍ଲୀ ଇନ୍ଧିରାଗାନ୍ଧୀ ଷ୍ଟାଡିୟମରୁ ବିରୋଧୀ କ୍ୟାମ୍ପକୁ ସିଏଏ ଶର ମାରିଛନ୍ତ ଶାହା । ନାଗରିକତା ସଂଶୋଧନ ଆଇନକୁ ନେଇ ଆଜିଠୁ ବିଜେପି ଜନଜାଗରଣ ଅଭିଯାନ ଆରମ୍ଭ କରିଥିବା ବେଳେ…

ଇରାନକୁ ବରବାଦ କରିଦେବ ଟ୍ରମ୍ପଙ୍କ ବ୍ରହ୍ମାସ୍ତ୍ର ! ବିଶ୍ୱ ଦେଖିନଥିବା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ତିଆରି କରୁଛି…

କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ବଢୁଛି ଉତ୍ତେଜନା । ଦିନକୁ ଦିନ ପରିସ୍ଥିତି ଏମିତି ହେଉଛି କି ଯୁଦ୍ଧର ଆଶଙ୍କା ଧିରେଧିରେ ବଢି ବଢି ଯାଉଛି । ଇରାକରେ ଥିବା ଆମେରିକାର ଦୂତାବାସ ଉପରେ ଇରାନ ରକେଟ ମାଡ କରିବା ପରେ ରଣହୁଙ୍କାର ଦେଇଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ଚେତାବନୀ…

ବଢୁଛି ଇରାନ-ଆମେରିକା ମଧ୍ୟରେ କଳି: ଇରାନକୁ ବୁଝାଇବାକୁ ୟୁରୋପୀୟ ସଂଘର ଉଦ୍ୟମ, ଶାନ୍ତି ପାଇଁ ଅପିଲ; ସକ୍ରିୟ ହେଲେ…

କନକ ବ୍ୟୁରୋ: ଆମେରିକା ଆକ୍ରମଣରେ ଇରାନର କମାଣ୍ଡର କାସିମ ସୁଲେମାନିର ମୃତ୍ୟୁ ପରେ ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇଛି । ଜବାବରେ ବାଗଦାଦର ଆମେରିକା ଦୂତାବାସ ଉପରେ ରକେଟ ମାଡ କରିଛି ଇରାନ । ଏହାପରେ ଟ୍ରମ୍ପ ବି ଚେତାବନୀ ଦେଇଛନ୍ତି । ଏଭଳି ପରିସ୍ଥିତିରେ ସକ୍ରିୟ ହୋଇଛି…

ଜେଲ ଗଲେ ଲାଞ୍ଚୁଆ ବାବୁ: ଜାମିନ ଆବେଦନ ଶୁଣାଣି ପରେ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ନିଲମ୍ବିତ ଆଇଏଏସ ବିଜୟ…

କନକ ବ୍ୟୁରୋ: ଜେଲ ଗଲେ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ । ଲାଞ୍ଚ ନେଇ ଧରାପଡିଥିବା ଆଇଏଏସ ଅଧିକାରୀଙ୍କୁ ଝାରପଡା ଜେଲ ପଠାଗଲା । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ବିଜୟକେତନ । ଜାମିନ ଆବେଦନର ଶୁଣାଣି ଶେଷ ପରେ ବିଜୟଙ୍କୁ ଜେଲ ପଠାଗଲା । ତେବେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା…

ଉଠୁଛି ପଡୁଛି ବରଗଡ…ଧନୁଯାତ୍ରାର ଆକର୍ଷଣ ସାଜିଛି ମଥୁରା ନରେଶଙ୍କ ରାଜଦରବାର…ବିରାଟ ମଞ୍ଚରେ…

କନକ ବ୍ୟୁରୋ: ବରଗଡରେ ଜମୁଛି ଧନୁଯାତ୍ରା । ଧନୁଯାତ୍ରାର ବିଶେଷ ଆକର୍ଷଣ ସାଜିଛି କଂସଙ୍କ ରାଜଦରବାର । ବିରାଟ ମଂଚରେ ପାତ୍ରମନ୍ତ୍ରୀଙ୍କ ସହ ଅଭିନୟ କରି ଦର୍ଶକଙ୍କ ମନ ମୋହୁଛନ୍ତି ମହାରାଜ କଂସ । ୭୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ରାଜଦରବାରକୁ ନିର୍ମାଣ କରିଛନ୍ତି ପଶ୍ଚିମବଙ୍ଗର ୧୧ ଜଣ କାରିଗର…

ନିଆଁ ଆଁରେ ଜଙ୍ଗଲ-ଜମି-ଜୀବଜନ୍ତୁ : ନିଆଁ ପ୍ରକୋପରେ ଅଷ୍ଟ୍ରେଲିଆର ଜଙ୍ଗଲ , ଫଟୋରେ ଫଟୋରେ ଦେଖନ୍ତୁ ଅଷ୍ଟ୍ରେଲିଆ…

ଭୟଙ୍କର ନିଆଁ ଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ । ଗତ ସେପ୍ଟେମ୍ବରରୁ ଲାଗିଥିବା ଏହି ନିଆଁ ଅଷ୍ଟ୍ରେଲିୟାବାସୀ ଏବଂ ସେଠାକାର ଜୀବଜନ୍ତୁଙ୍କୁ ଜୀବନକୁ ଖୁବ୍ ପ୍ରଭାବିତ କଲାଣି । ନିଆଁ ପ୍ରକୋପରେ କାଳର କୋଳକୁ ଚାଲିଗଲେଣି ପାଖାପାଖି ୫୦ କୋଟି ଜୀବଜନ୍ତୁ । ୪ ମାସ ସମୟ ବିତିଯାଇଥିଲେ ବି…