Daily Archives

January 4, 2020

ଇରାକର ବାଗଦାଦରେ କ୍ରମାଗତ ଆମେରିକାର ଏୟାରଷ୍ଟ୍ରାଇକ୍ ଜାରି । ୱାସିଙ୍ଗଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ।…

କନକ ବ୍ୟୁରୋ: ଇରାକର ବାଗଦାଦ୍ ଅଂଚଳରେ କ୍ରମାଗତ ଦ୍ୱିତୀୟ ଦିନରେ ଆମେରିକାର ଏୟାରଷ୍ଟ୍ରାଇକ୍ । ଶନିବାର ଇରାନୀ ଯୋଦ୍ଧାଙ୍କ ଉପରେ ଆକ୍ରମଣ କରିଛି ଆମେରିକା । ଶୁକ୍ରବାର ଏୟାର ଷ୍ଟ୍ରାଇକ ପରେ ୱାସିଙ୍ଗଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧ ଆଶଙ୍କା କରି ପୁଣିଥରେ ଇରାନୀ ସୈନିକଙ୍କୁ ଟାର୍ଗେଟ କରିଛି…

ଜଷ୍ଟିସ୍ ସଞ୍ଜୁ ପଣ୍ଡା ହେଲେ ଓଡ଼ିଶା ହାଇକୋର୍ଟର ଅନ୍ତରୀଣ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ନିଯୁକ୍ତ ହେବା ଯାଏଁ…

କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱ ସମ୍ଭାଳିବେ ଜଷ୍ଟିସ ସଞ୍ଜୁ ପଣ୍ଡା । ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ଅନ୍ତରୀଣ ମୁଖ୍ୟ ବିଚାରପତି ଦାୟିତ୍ୱ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ କଳ୍ପେଶ…

ଦୁଷ୍କର୍ମକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ପୁରୀ ଏସପି କହିଲେ, ବୟାନ ରେକର୍ଡ ବେଳେ ଦୁଷ୍କର୍ମକୁ ଅସ୍ୱୀକାର କରିଛନ୍ତି…

କନକ ବ୍ୟୁରୋ : ଦ୍ୱନ୍ଦ୍ୱରେ ପୁରୀର ଦୁଷ୍କର୍ମ ଘଟଣା । ପୁରୀ ଏସପିଙ୍କ ବୟାନ ଓ ପୀଡ଼ିତାଙ୍କ ଅଭିଯୋଗ ଏହି ଦ୍ୱନ୍ଦ୍ୱକୁ ଆହୁରି ବଢାଇଦେଇଛି । ଏସପି ଉମାଶଙ୍କର ଦାଶ କହିଛନ୍ତି, ୧୬୧ ବୟାନ ରେକର୍ଡ ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇନଥିବା ପୀଡିତା କହିଥିଲେ । ଏବେ ପୀଡ଼ିତା ବାରମ୍ବାର ବୟାନ…

ତୀର୍ଥଯାତ୍ରା ହେଲା ଶେଷଯାତ୍ରା: ଖୁସି ଛଡାଇ ନେଲା ନୂଆବର୍ଷ । ଆନ୍ଧ୍ରରୁ ତୀର୍ଥ ସାରି ଫେରିବା ବେଳେ ଅଧା ବାଟରେ…

କନକ ବ୍ୟୁରୋ: କିଏ ଜାଣିଥିଲା ନୂଆବର୍ଷର ପ୍ରଥମ ଯାତ୍ରା ଜୀବନର ଶେଷଯାତ୍ରା ହେବ । ନୂଆବର୍ଷର ପ୍ରଥମ ଖୁସି ଦୁଃଖରେ ବଦଳିଯିବ, ଅଧା ବାଟରେ ଜୀବନ ଦୀପ ଲିଭିଯିବ । ଆନ୍ଧ୍ରପ୍ରଦେଶର ସୀମାଂଚଳମକୁ ବୁଲିବାକୁ ଯାଇଥିବା ଦୁଇ ପରିବାର ଫେରିବା ବାଟରେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଫଳରେ ୫ ଜଣଙ୍କ…

ବିଶ୍ୱ ତୈଳ ବଜାରରେ ହଲଚଲ, ବଢିପାରେ ତେଲ ଦର । ତେଲ ପରିବହନ ବାଟ ବନ୍ଦ କରିବା ପାଇଁ ଇରାନର ଧମକ ପରେ ସଂଗୀନ ହେଉଛି…

କନକ ବ୍ୟୁରୋ : ଯୁଦ୍ଧ ଆଶଙ୍କା ଭିତରେ ପୁଣି ଇରାନ ଉପରେ ଆକ୍ରମଣ କରିଛି ଆମେରିକା । ଇରାନ କୁଦସ ଫୋର୍ସର କମାଣ୍ଡର କାସିମ ସୁଲେମାନିଙ୍କୁ ହତ୍ୟା ପରେ ସମର୍ଥନରେ ବାହାରିବାକୁ ଥିବା ଶୋଭାଯାତ୍ରା ପୂର୍ବରୁ ପୁଣି ବାଗଦାଦରେ ଆକାଶମାର୍ଗରୁ ଆକ୍ରମଣ କରିଛି ଆମେରିକା । ଏଥିରେ ୬ ଜଣଙ୍କ ଜୀବନ…