Daily Archives

January 1, 2020

ମଦୁଆ ଚାଳକଙ୍କୁ ଟ୍ରାଫିକ୍ ଛାଟ ! ନୂଆବର୍ଷରେ ୩୫୨ ଜଣ ମଦ୍ୟପ ଗାଡି ଚାଳକଙ୍କ ନାଁରେ ଚାଲାଣ କାଟିଲା ଦିଲ୍ଲୀ ଟ୍ରାଫିକ୍…

କନକ ବ୍ୟୁରୋ : ନୂଆବର୍ଷ କାହା ପାଇଁ ରଂଗିନ ହୋଇଛି ତ ପୁଣି କାହାକୁ ପଡ଼ିଛି ଟ୍ରାଫିକ୍‌ ପୁଲିସ୍‌ ଛାଟ । ମଦ ପିଇ ନୂଆବର୍ଷ ପାଳନ କରିବା ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଏକ ଟ୍ରେଣ୍ଡ୍‌ ପାଲଟିଥିବା ବେଳେ ଏପଟେ ମଦୁଆ ଚାଳକଙ୍କୁ ସାବାଡ଼ କରିବାକୁ ସକ୍ରିୟ ‌ହୋଇଛି ଦିଲ୍ଲୀ ପୁଲିସ୍‌ । ଜାତୀୟ…

ଶୀତୁଆ ପାଗକୁ ବର୍ଷା ମାଡ଼ । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୩ଟି ଜିଲ୍ଲାରେ…

କନକ ବ୍ୟୁରୋ : ସମଗ୍ର ରାଜ୍ୟରେ ଶୀତଲହରୀ ଜାରି ରହିଥିବା ବେଳେ ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍‌…

ମହାରାଜ କଂସଙ୍କ ଦଣ୍ଡବିଧାନ । ବସଷ୍ଟାଣ୍ଡର ଅବ୍ୟବସ୍ଥା ପାଇଁ ପରିବହନ ଅଧିକାରୀଙ୍କୁ ଦଣ୍ଡ, ୨ ଲକ୍ଷ ସ୍ୱର୍ଣ୍ଣମୁଦ୍ରାରେ…

କନକ ବ୍ୟୁରୋ :  ଉଦଘାଟିତ ହୋଇଯାଇଛି ୭୧ ତମ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମଥୁରାରେ ଆରମ୍ଭ ହୋଇଛି ମହାପ୍ରତାପୀ ମହାରାଜ କଂସଙ୍କ ରାଜୁତି । ଦ୍ୱିତୀୟ ଦିନରେ ରଙ୍ଗମହଲ ଉଦଘାଟନ କରିବେ ମହାରାଜ କଂସ । ଏବଂ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦୃଶ୍ୟ ଅଭିନୀତ ହେବ । ଆରମ୍ଭ…

କେନ୍ଦ୍ର ସରକାରଙ୍କ ପାଇଁ ଖୁସିଖବର । ଲଗାତାର ଦ୍ୱିତୀୟ ମାସରେ ଜିଏସଟି ରାଜସ୍ୱ ଆଦାୟ ୧ ଲକ୍ଷ କୋଟି ଟପିଲା ।

କେନ୍ଦ୍ର ସରକାରଙ୍କ ପାଇଁ ଖୁସି ଖବର । ଡିସେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ୧୦୩,୧୮୪ କୋଟି ଟଙ୍କାରେ ପହଞ୍ଚିଛି । ଏହା ଡିସେମ୍ବର ୨୦୧୮ ତୁଳନାରେ ୧୬ ପ୍ରତିଶତ ଅଧିକ ଥିବାବେଳେ ନଭେମ୍ବର ୨୦୧୯ ତୁଳନାରେ ସାମାନ୍ୟ କମ । ନଭେମ୍ବର ୨୦୧୯ରେ ଏହା ୧୦୩,୪୯୨ କୋଟି ଓ ଡିସେମ୍ବର ୨୦୧୮ରେ ୯୪,୭୨୬…

ନୂଆବର୍ଷ ପାଇଁ ରେଳବାଇର ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀ-ବ୍ରହ୍ମପୁର ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ ।

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପୁରୀରେ ନୂଆବର୍ଷ ଅବସରରେ ମାତ୍ରାଧିକ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବୁଧବାର ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନ୍‌ ଆଜି ସନ୍ଧ୍ୟାରେ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଚଳାଚଳ କରିବ । ପୂର୍ବତଟ ରେଳବାଇ…

ଧାନ ମଣ୍ଡିରେ ଅବ୍ୟବସ୍ଥା । ମଣ୍ଡିକୁ ନଆସି ମିଲକୁ ଯାଉଛି ଚାଷୀଙ୍କ ଧାନ, ମିଲମାଲିକ ଓ ଲ୍ୟାମ୍ପ କର୍ମଚାରୀଙ୍କ…

କନକ ବ୍ୟୁରୋ : ଧାନ ମଣ୍ଡିରେ ଜାଲିଆତି । ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ମଣ୍ଡି ଗୁଡିକ ଅବ୍ୟବସ୍ଥା ଭିତରେ ଚାଲିଥିବା ଅଭିଯୋଗ ହୋଇଛି । ନିୟମ ଅନୁସାରେ ମଣ୍ଡିକୁ ଧାନ ଆସି ଓଜନ ହେଲା ପରେ ମିଲକୁ ଯିବା କଥା । କିନ୍ତୁ ମଣ୍ଡିକୁ ଧାନ ନଆସି ସିଧା ମିଲକୁ ଯାଉଛି । ତେଣୁ ମଣ୍ଡିକୁ ଧାନ ବିକ୍ରି…