Daily Archives

December 15, 2019

ବରଗଡ଼ ରାଜନୀତିରେ ଅପହରଣ ନାଟକ । ଜିଲ୍ଲା ପରିଷଦକୁ ନେଇ ବଡ଼ଧରଣର ଛକାପଞ୍ଝା । ସୁଯୋଗ ଖୋଜୁଛି ବିଜେଡି, ବିଜେପି ଟଳମଳ ?

କନକ ବ୍ୟୁରୋ : ରାଜନୀତିର ଅପହରଣ ନାଟକ । ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ନେଇ ବିଜେପିର ଅଭିଯୋଗ ଆଣିବା ଘଟଣାରେ ଆସିଛି ନୂଆମୋଡ । ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ସଦସ୍ୟାମାନେ । କହିଛନ୍ତି ସେମାନଙ୍କୁ କେହି ଅପହରଣ କରିଆଣି ନାହାନ୍ତି । ସେମାନେ ନିଜ…

ଶିବାନୀ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା । ପ୍ରେମିକ ନୁହେଁ ବରଂ ଭାଉଜ ହିଁ ହତ୍ୟାକାରୀ । ନଣନ୍ଦର ତଟିଂ କାଟିଥିଲା…

କନକ ବ୍ୟୁରୋ : ବାଲୁଗାଁ କାବେରୀ ହତ୍ୟାକାଣ୍ଡରେ ସାମନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଭାଉଜ ବନିଲା ଭିଲେନ । ଏକତରଫା ପ୍ରେମ ପାଇଁ ନୁହେଁ ନିଜେ ଭାଉଜ ହିଁ ଘଟାଇଛି ଏହି ନୃଶଂସ ହତ୍ୟାକାଣ୍ଡ । ନଣନ୍ଦର ତଂଟି କାଟି ହତ୍ୟା କରିଛି ଭାଉଜ । ଆଉ ପୋଲିସ ଆଗରେ ଏହା ସ୍ୱିକାର କରିଛି ହତ୍ୟାକାରୀ ।…

ପୁନେରେ ଓଡ଼ିଆ ଝିଅକୁ ଶୋଷଣର ସାଂଘାତିକ କାହାଣୀ: ଅଚେତ କରି ବଳାତ୍କାର କଲା, ବ୍ଲାକମେଲିଂ କରି ୪ ଲକ୍ଷ ଲୁଟି ନେଲା…

କନକ ବ୍ୟୁରୋ: ଫେସବୁକରୁ ଆରମ୍ଭ, ପ୍ରତାରଣାରେ ଶେଷ । ପ୍ରଥମେ ଦୁଷ୍କର୍ମ ଓ ପରେ ଭିଡିଓ ସୁଟିଂ କରି ବ୍ଲାକମେଲିଂ  । ପୁଣେରେ ଓଡିଆ ଝିଅଙ୍କ ଲାଂଛନା ଓ ନିର୍ଯାତନାର କାହାଣୀ ଶୁଣିଲେ ଆପଣ ହତଚକିତ ହୋଇଯିବେ । ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ପାସ୍ କରିବା ପରେ ପୁନେର ଏକ ମଲ୍ଟି…

ନିଆଁ ଡେଉଁଛି ବସ୍ ଜଳୁଛି, କମିବା ବଦଳରେ ବେଶି କୁହୁଳୁଛି ନାଗରିକତା ନିଆଁ । ଆସାମ ପଶ୍ଚିମବଙ୍ଗ ପରେ ଦିଲ୍ଲୀରେ…

କନକ ବ୍ୟୁରୋ: ଦିଲ୍ଲୀ ଡେଇଁଲା ନାଗରିକତା ନିଆଁ । ନାଗରିକତା ଆଇନକୁ ନେଇ ଆସାମରେ ପ୍ରତିବାଦ ଥମି ନଥିବା ବେଳେ ଆଜି ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଉତ୍ତର-ପୂର୍ବ ରାଜ୍ୟ, ଆସାମ ଓ ପଶ୍ଚିମବଙ୍ଗରେ ପ୍ରତିବାଦର ନିଆଁ ବ୍ୟାପି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ତେବେ…

ନୂଆବର୍ଷରେ ବିଜେପି ପାଇବ ନୂଆ ମଙ୍ଗୁଆଳ? ସଭାପତି ରେସରେ ଆଗରେ ସମୀର ଓ କନକ, ଦିଲ୍ଲୀ ଦରବାରରେ କାହା ନାଁରେ ମୋହର…

କନକ ବ୍ୟୁରୋ : ନୂଆବର୍ଷରେ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ । ତେବେ କିଏ ହେବ ରାଜ୍ୟ ବିଜେପି ସଭାପତି । ଏନେଇ ବିଜେପି କରିଡରରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ବସନ୍ତ ପଣ୍ଡାଙ୍କ ପରେ କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ, ଏନେଇ ଅନେକ ନାଁ ସାମ୍ନାକୁ ଆସିଛି । କିନ୍ତୁ ରେସରେ ଆଗରେ…

ନାଗରିକତା ସଂଶୋଧନ ଆଇନକୁ ବିରୋଧ: ଦିଲ୍ଲୀ ଜାମିଆ ନଗରରେ ତେଜିଲା ଉତ୍ତେଜନା, ବସ୍‌ ଜାଳିଦେଲେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ଆସାମ ପରି ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଦକ୍ଷିଣ ଦିଲ୍ଳୀରେ ମଧ୍ୟ ଉତ୍ତେଜନା ତୀବ୍ର ହୋଇଛି । ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରଛାତ୍ରୀମାନେ ଏକତ୍ର ହୋଇ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଳୀ ପୁଲିସ୍‌…