Daily Archives

December 5, 2019

ରାଜେଶ୍ୱରରୁ ସ୍ୱାମୀ ନିତ୍ୟାନନ୍ଦ । ସାଧୁରୁ ସୈତାନ, ନିତ୍ୟାନନ୍ଦଙ୍କ ରଙ୍ଗୀନ ଜୀବନର ରୋଚକ କଥା ।

କନକ ବ୍ୟୁରୋ : ହାଇଦ୍ରାବାଦ ପରେ ଉତ୍ତର ପ୍ରଦେଶ ଉନ୍ନାଓରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଦୁଷ୍କର୍ମକାରୀଙ୍କ ବିରୋଧରେ ସାରା ଦେଶରେ ଆକ୍ରୋଶ ବଢିବାରେ ଲାଗିଛି । ଆଉ ଏହାରି ଭିତରେ ଜଣେ ବଳାତ୍କାରୀ ବାବାଙ୍କ ସଂପର୍କରେ ଏମିତି ଖବର ସାମ୍ନାକୁ ଆସିଛି, ଯାହା ସାରା ଦେଶର ହୋସ ଉଡାଇ…

ୱେବସାଇଟ୍ ଖୋଲିବା ବେଳକୁ ଟିକେଟ ଗାଏବ । ବାରବାଟୀ ମ୍ୟାଚର ଅନଲାଇନ ଟିକେଟ ବିକ୍ରିକୁ ନେଇ ଉଠିଲା ପ୍ରଶ୍ନ, ସାଧାରଣ…

କନକ ବ୍ୟୁରୋ : ବିକ୍ରି ଆରମ୍ଭ ହେଉ ହେଉ ଶେଷ ହୋଇଗଲା । ପ୍ରଥମେ ପ୍ରଥମେ ୱେବସାଇଟ୍ ଖୋଲିଲାନି ଆଉ ଯେତେବେଳେ ଖୋଲିଲା ସେତେବେଳେ ଟିକେଟ ଶେଷ । ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ଶେଷ ହୋଇଛି । ଯାହାକୁ…

ଜଘନ୍ୟକାଣ୍ଡ ପାଇଁ ଜଲିଉଡ ଦେଉଛି କି ପ୍ରେରଣା? ଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି କି ଯାତ୍ରା ପେଣ୍ଡାଲର ବଳାତ୍କାର…

କନକ ବ୍ୟୁରୋ: କଣ ପାଇଁ ବଢୁଛି ଦୁଷ୍କର୍ମ? ପ୍ରତି ମୁହୂର୍ତ୍ତରେ ଘଟୁଥିବା ଏ ଜଘଣ୍ୟକାଣ୍ଡ ପଛରେ କଣ ରହିଛି ପ୍ରକୃତ କାରଣ ? ଦୁଷ୍କର୍ମ ପାଇଁ ଅଶ୍ଲୀଳ ଭିଡିଓ ଉସୁକାଉଛି ନା ସିନେମା ଓ ଯାତ୍ରାରେ ପ୍ରଦର୍ଶିତ ହେଉଥିବା ନଗ୍ନ ନୃତ୍ୟ, ବଳାତ୍କାର ଦୃଶ୍ୟ ପ୍ରଭାବିତ କରୁଛି? ରାଜ୍ୟରେ ବଢୁଥିବା…

ସାତପଡାରୁ ଦୀଘା : କୋଷ୍ଟାଲ ହାଇୱେ ପାଇଁ ସବୁଜ ସଂକେତ ଦେଲେ ସରକାର, ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ଉପରେ ଝୁଲୁଛି…

କନକ ବ୍ୟୁରୋ : ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେ ପାଇଁ ବାଟ ଖୋଲିଛି । ଏ ନେଇ ରାଜ୍ୟ ସରକାର ଓ ଜାତୀୟ ରାଜପଥ କର୍ତୃପକ୍ଷ ମଧ୍ୟରେ ଚାଲିଥିବା ବିବାଦର ଏକରକମ ଅବସାନ ହୋଇଛି । ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ରାଜି ହୋଇଛନ୍ତି ସରକାର…

କମୁନି ପିଆଜ ପ୍ରକୋପ: ଶହେ ଡେଇଁ ଦେଢ ଶହରେ ପହଁଚିଲା ଦର । ଖୁବଶୀଘ୍ର ୨ ଶହ ଛୁଇଁବା ଆଶଙ୍କା । ରାଜ୍ୟ ସହ ସାରା ଦେଶକୁ…

କନକ ବ୍ୟୁରୋ: କିଲେ ପିଆଜକୁ ଦେଢ ଶହ ଟଙ୍କା । ଶହେ ଡେଇଁ ଦେଢ ଶହରେ ପହଁଚିଲା ପିଆଜ । ଖୁବଶୀଘ୍ର ୨ ଶହ ବି ହୋଇଯିବ, ସେଥିରେ କୌଣସି ଆଶଙ୍କା ନାହିଁ । ଓଡିଶା ବଜାରରେ ପିଆଜର ଦର ନା ଆଗରୁ କେବେ ଦେଖାଯାଇଛି ନା କିଏ ଶୁଣିଛି । ରାତି ପାହିଲେ ବଜାରରେ ପିଆଜ ଦର ବଦଳିଯାଉଛି । ୨୪ ଘଂଟା ମଧ୍ୟରେ…

ଏଟିଏମକୁ ନେଇ ଆସିବ ନୂଆ ଗାଇଡଲାଇନ, ସପିଂ ପାଇଁ ନୂଆ କାର୍ଡ ଜାରି କରିବ ବ୍ୟାଙ୍କ୍ । ଜାଣନ୍ତୁ ନୂଆ କାର୍ଡରେ କଣ ଫାଇଦା…

କନକ ବ୍ୟୁରୋ : ବଦଳିବ ଏଟିଏମ ନିୟମ । ଏଟିଏମକୁ ନେଇ ଖୁବଶୀଘ୍ର ନୂଆ ଗାଇଡଲାଇନ ଆଣିବ ଭାରତୀୟ ରିଜର୍ଭ ବ୍ୟାଙ୍କ୍ । ଯାହାଦ୍ୱାରା ଏଟିଏମରେ ଟଙ୍କା କାରବାର ଆହୁରି ସୁରକ୍ଷିତ ଭାବେ ହୋଇପାରିବ । ଦିନକୁ ଦିନ ଏଟିଏମ ଠକେଇ ମାମଲା ବଢି ଚାଲିଥିବା ବେଳେ ଏଥିରେ ବ୍ରେକ ଲଗାଇବାକୁ ଆରବିଆଇ ଖୁବଶୀଘ୍ର…