Daily Archives

December 1, 2019

ମାସେ ପରେ ଚାଲିବ କଂସ ମହାରାଜଙ୍କ ରାଜୁତି । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ । ଡିସେମ୍ବର…

କନକ ବ୍ୟୁରୋ: ମାସେ ପରେ କମ୍ପିବ ବରଗଡ । ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଆଉ ୭୧ ତମ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଝୁମିବ ସାରା ଓଡିଶା । ସେଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିିୟା । ରୀତିନୀତି ଅନୁସାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ପ୍ରଥମେ ମାଆ ସମଲେଶ୍ୱରୀଙ୍କ…

ଚଳିତ ମାସ ୯ ଦିନ ବନ୍ଦ ରହିବ ବ୍ୟାଙ୍କ ! ତୁରନ୍ତ ଶେଷ କରିନିଅନ୍ତୁ ନିଜର ଜରୁରୀ କାମ ।

କନକ ବ୍ୟୁରୋ : ଲୋକମାନଙ୍କ ବ୍ୟାଙ୍କ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ କାମ ଜଡ଼ିତ ଥାଏ । ଟଙ୍କା ନେଣ-ଦେଣଠାରୁ ଆରମ୍ଭ କରି ଜମା ଆଦି କାମ ଲୋକମାନଙ୍କରେ ରହିଥାଏ । ତେଣୁ ବ୍ୟାଙ୍କ ବନ୍ଦ ଥିବା ସମୟରେ ଲୋକମାନଙ୍କୁ ଏସବୁ କାମ ପୂରା କରିବାକୁ ଅନେକ ଅସୁବିଧା ହୋଇଥାଏ । ଏପଟେ ନର୍ଥ-ଇଷ୍ଟ ସମେତ ଦେଶରେ…

ଏମାନଙ୍କୁ ଦେଖିଲେ ଭୟରେ ଥରି ଉଠନ୍ତି ଦୁଷ୍କର୍ମକାରୀ ! ନିଜ ସୁରକ୍ଷା ସହ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ମହିଳା ବାଉନ୍ସର…

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣା ବଢ଼ିବାରେ ଲାଗିଛି । କିଛି ଏଭଳି କାମନାବିକୃତ ପୁରୁଷଙ୍କୁ ଜବାବ ଦେବାକୁ ଅଣ୍ଟା ଭିଡିଛି ‘ରଣରାଗିଣୀ’ । ‘ରଣରାଗିଣୀ’ ହେଉଛି ମହାରାଷ୍ଟ୍ର ପୁନେର ଏକ ମହିଳା ବାଉଁସରଙ୍କ ଟିମ ଯେଉଁମାନେ କି ନିଜକୁ…

ବମିଖାଲ ଓଭର ବ୍ରିଜରେ ଉଡିଗଲା ଟ୍ରାଫିକ ନିୟମ । ସବୁଜାଣି ବି ନିୟମକୁ ଗାଡି ଚକାତଳେ ଦଳିଦେଲେ ଲୋକେ । ବିନା ହେଲମେଟରେ…

କନକ ବ୍ୟୁରୋ: ଟ୍ରାଫିକ ନିୟମ ଟାଇଟ ହେବା ପରେ ସମସ୍ତଙ୍କୁ ଘାରିଛି ଜରିମାନ ଭୟ । ରାଜ୍ୟ ସରକାର ନିୟମକୁ ୩ ମାସ ପାଇଁ କୋହଳ କରିବା ପରେ ବି ଉଲ୍ଲଙ୍ଘନକାରୀଙ୍କୁ ନିସ୍ତାର ଦେଉନାହାନ୍ତି ଟ୍ରାଫିକ ପୋଲିସ । ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡି କରି ବେପରୁଆ ଚାଳକଙ୍କ ଛାତିରେ ଛନକା ଭରିଛନ୍ତି ।…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତେଜୁଛି ଅସନ୍ତୋଷ । କେମିତି ଧରାପଡ଼ିଲେ ଅଭିଯୁକ୍ତ, କେମିତି…

କନକ ବ୍ୟୁରୋ : କୁହାଯାଏ ଅପରାଧୀ ଯେତେ ଚାଲାକ ହେଲେ ବି ନିଜ କୁକର୍ମର ସୁରାଗ ଛାଡିଯାଇଥାଏ । ହାଇଦ୍ରାବାଦରେ ୨୭ ବର୍ଷ ବୟସ୍କ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରିଥିବା ଅପରାଧୀଙ୍କ କ୍ଷେତ୍ରରେ ବି ଠିକ୍ ସେୟା ଘଟିଛି । ପୁଲିସ ଗୁରବାର ମୃତଦେହ ଜବତ କରିବା ପରେ ମାତ୍ର ୪୮ ଘଂଟା…