Monthly Archives

November 2019

ନକଲି ଶିକ୍ଷକଙ୍କ ପ୍ରତି ସାବଧାନ । ସ୍କୁଲରେ ପାଠ ପଢ଼ାଉଛନ୍ତି ଜାଲ୍ ଶିକ୍ଷକ । ରାଜ୍ୟରେ ୨୧୬ଜଣ ନକଲି ଶିକ୍ଷକ ଓ…

କନକ ବ୍ୟୁରୋ : ସାରା ରାଜ୍ୟରେ ଛାଇ ଯାଇଛନ୍ତି ନକଲି ଶିକ୍ଷକ । ଆସିକା ଓ କବିସୂର୍ଯ୍ୟନଗରରୁ ପୁଣି ୯ଜଣ ନକଲି ଶିକ୍ଷକ ଧରାପଡିଛନ୍ତି । ଏମାନଙ୍କ ନାଁରେ ଏତଲା ଦେଇଛି ଶିକ୍ଷା ବିଭାଗ । ବିଧାନସଭାରେ ସରକାର ମାନିଛନ୍ତି, ରାଜ୍ୟରେ ୨୧୬ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । ଜାଲ…

ଥମୁନି ଟୋକନ ତାତି ! ମୋବାଇଲକୁ ମେସେଜ୍ ନଆସିବାରୁ ମାର୍କେଟ ୟାର୍ଡରେ ତାଲା ପକାଇଲେ ଚାଷୀ, ସରକାର ବକେୟା ଅର୍ଥ…

କନକ ବ୍ୟୁରୋ : ଥମୁନି ଟୋକନ ତାତି । ଚାଷୀଙ୍କ ଠାରୁ ଧାନ କିଣା ନେଇ ରାଜ୍ୟ ସରକାରଙ୍କ ନୂଆ ନିୟମକୁ ବିରୋଧ କରି ପଶ୍ଟିମ ଓଡିଶାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବରଗଡର ଅତାବିରାରେ ଚାଷୀ, ମାର୍କେଟ୍ ୟାର୍ଡରେ ତାଲା ପକାଇଦେଇଛନ୍ତି । ସେପଟେ ଗଂଜାମରେ ମିଲ୍ ମାଲିକ, ଧାନ କିଣିବେ ନାହିଁ…

ନନ୍ଦନକାନନରେ ମରିଗଲା ଆଉ ଏକ ଆନାକୋଣ୍ଡା । ୩ ଦିନରେ ଗଲାଣି ୨ ଆନାକୋଣ୍ଡାର ଜୀବନ, ଆଉ ୪ ସାପ ଗୁରୁତର । କାହିଁକି…

କନକ ବ୍ୟୁରୋ : ନନ୍ଦନକାନନରେ ସଙ୍କଟରେ ବିରଳ ଆନାକୋଣ୍ଡା । ମାତ୍ର ତିନି ଦିନରେ ୨ଟି ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଏହାର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ଆନାକୋଣ୍ଡାର ମାତ୍ରାଧିକ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବାରୁ ମୃତ୍ୟୁ ହୋଇଥିବା ଜାଣିବାକୁ…

ପୋଲିସ ଛାଡିଦେବେ କିନ୍ତୁ ଆରଟିଓ ଅଫିସରେ ଛାଡିବେନି । ସାଙ୍ଗେ ସାଙ୍ଗେ ନ ଦେଲେ ସୁଧ ସହ ଆଦାୟ କରିବେ । ଟ୍ରାଫିକ ନିୟମ…

କନକ ବ୍ୟୁରୋ : ନୂଆ ମୋଟର ଯାନ ଆଇନକୁ ଆଉ ତିନି ମାସ କୋହଳ ହେବା ପରେ ଆପଣ ବେପରୁଆ ହୋଇଯାଇଛନ୍ତି କି? ତେବେ ଆପଣ ସାଂଘାତିକ ଭୁଲ କରିବାକୁ ଯାଉଛନ୍ତି, କାରଣ ଆସନ୍ତାକାଲିଠାରୁ ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ନିସ୍ତାର ନାହିଁ । କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଯାଂଚ ବେଳେ…

ଧାଡିଏ ଇଂରାଜୀ ପଢିପାରିଲେନି ଇଂରାଜୀ ଦିଦି । ଜିଲ୍ଲାପାଳଙ୍କ ହାବୁଡରେ ପଡିଗଲେ, ଚାକିରିରୁ ବିଦା ହେଲେ ।

କନକ ବ୍ୟୁରୋ : ଇଂରାଜୀ ଦିଦି ପଢିପାରିଲେନି ଇଂରାଜୀ ପାଠ । ଏମିତି ଏକ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଅଚାନକ ସ୍କୁଲ ପରିଦର୍ଶନରେ ଯାଇ ପହଞ୍ଚିଥିଲେ ଜିଲ୍ଲାପାଳ । ଉତ୍ତରପ୍ରଦେଶର ଏହି ଘଟଣା ଏବେ ସ୍କୁଲରେ ଶିକ୍ଷାଦାନକୁ ନେଇ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି…