Daily Archives

November 9, 2019

ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ । ସରକାର ଗଢିବାକୁ ବିଜେପିକୁ ନିମନ୍ତ୍ରଣ କଲେ ରାଜ୍ୟପାଳ ।

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ । ସରକାର ଗଢିବାକୁ ବିଜେପିକୁ ନିମନ୍ତ୍ରଣ କଲେ ରାଜ୍ୟପାଳ ।ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥାର ଅବସାନ ହେବାର ଆଶା ଦେଖାଦେଇଛି ।  ରାଜ୍ୟପାଳ  ଭଗତ ସିଂ କୋସ୍ୟାରୀ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ବିଜେପିକୁ ସରକାର…

ମଝି ଦରିଆରେ ପାଣିରେ ଫସିଗଲା ମାଛଧରା ବୋଟ୍ । ଚାହୁଁ ଚାହୁଁ ବୁଡିଗଲା ଡଙ୍ଗା । ବର୍ଷା ରାତିରେ ମୃତ୍ୟୁକୁ ମାତ୍ ଦେଇ…

କନକ ବ୍ୟୁରୋ : ସମୁଦ୍ର ଭିତରେ ୧୨ ଘଂଟା । ଝଡ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା ବେଳେ ଧାମରା ବନ୍ଦର ନିକଟ କାଳିନାଳୀରେ ଫଶି ଯାଇଥିଲା ୨ଟି ମାଛଧରା ବୋଟ୍ । ଆଉ ସେହି ବୋଟରେ ଥିବା ୮ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଥିବା ଏକ ଟାପୁର ଜଙ୍ଗଲରେ ଫସି ରହିଥିଲେ । ତେବେ ଏନେଇ କନକ ନ୍ୟୁଜରେ ଖବର…

ଅଯୋଧ୍ୟାକୁ ନେଇ ‘ସୁପ୍ରିମ’ ଫଇସଲା । ୭୦ ବର୍ଷ ପରେ ଅଯୋଧ୍ୟା ବିବାଦରେ ପୂର୍ଣ୍ଣଛେଦ ଟାଣିଲେ ସୁପ୍ରିମକୋର୍ଟ, ବିବାଦୀୟ…

କନକ ବ୍ୟୁରୋ : ଦୀର୍ଘ ୭୦ ବର୍ଷର ଆଇନଗତ ଲଢେଇ । ସାତ ସାତ ଥରର ମଧ୍ୟସ୍ଥତା ପ୍ରୟାସ । କୋଟି କୋଟି ଦେଶବାସୀଙ୍କ ଆକାଂକ୍ଷାର ଅବସାନ ଘଟାଇ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସ୍ପଷ୍ଟ କରିଦେଇଛନ୍ତି ଅଯୋଧ୍ୟାର ବିବାଦୀୟ ଜମିରେ ହେବ ମନ୍ଦିର । ୨ ଦଶମିକ ୭୭ ଏକର ଜମିକୁ ରାମ…

ବୃଦ୍ଧାବସ୍ଥାରେ ବଡ ଦୁଃଖ ଦେଲା ବୁଲବୁଲ । ସାରା ଜୀବନ ସଞ୍ଚି ତୋଳିଥିବା ଘର ଭାଙ୍ଗି ଦେଲା, ବେସାହାରା ଦମ୍ପତିଙ୍କୁ…

କନକ ବ୍ୟୁରୋ: ସବୁ ସରିଗଲା... ବୁଲବୁଲ ସବୁ ଉଜାଡି ଦେଲା । ଜୀବନ ଯାକ ସଞ୍ଚି ଦୁଃଖ କଷ୍ଟରେ ଯେଉଁ ଘର ଖଣ୍ଡେ କରିଥିଲୁ ତାକୁ ବି ଭାଙ୍ଗିଦେଲା ଏ ବାତ୍ୟା । ଏବେ ଆମେ କଣ କରିବା... କେମିତି ଚଳିବା... ମୋତେ କିଛି ବୁଦ୍ଧି ବାଟ ଦିଶୁନି... । ବାତ୍ୟା ବୁଲବୁଲ ଘର ଭାଙ୍ଗିଦେବା ପରେ ଭଙ୍ଗା ଘରକୁ…

ବେହାଲ କଲା ‘ବୁଲବୁଲ୍’ । ବର୍ଷା ପବନ ମାଡରେ ଭାଙ୍ଗିଲା ଘର, ଉପୁଡ଼ି ପଡ଼ିଲା ଗଛ । ଓଡ଼ିଶା ସୀମାକୁ ଛୁଇଁ କରାଳ ଛାପ…

କନକ ବ୍ୟୁରୋ : ଆଜି ବାତ୍ୟା ବୁଲବୁଲ ଓଡିଶା ଦେଇ ବାଂଲାଦେଶ ଅତିକ୍ରମ କରିଛି । ଗତକାଲି ଅପରାହ୍ନରୁ ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ବର୍ଷା ଲାଗିରହିଥିଲା । ବାତ୍ୟା ପାରାଦୀପରୁ ୯୫ କିଲୋମିଟର ଦୂରରେ ଓଡିଶାକୁ ଅତିକ୍ରମ କରିଥିବା ବେଳେ ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ…

ଅଯୋଧ୍ୟା ରାୟ ପରେ ମୋଦିଙ୍କ ଅଭିଭାଷଣ । କହିଲେ, ମନେ ରହିବ ନଭେମ୍ବର ୯, ନୂଆ ଭାରତ ଗଢ଼ିବା ପାଇଁ ଏକାଠି ହୁଅ

କନକ ବ୍ୟୁରୋ: ଅଯୋଧ୍ୟା ରାୟ ପରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲା ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ଫୈସଲା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ସୁପ୍ରିମକୋର୍ଟ ଶୁଣାଣି ପୂରା ନ୍ୟାୟିକ ପ୍ରକ୍ରିୟାରେ ହୋଇଛି ।…