Daily Archives

November 8, 2019

ଅଯୋଧ୍ୟା ଉପରେ ହୋଇପାରେ ଆତଙ୍କୀ ହମଲା ! ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ୫ଶହ ବିଶୃଙ୍ଖଳାକାରୀଙ୍କୁ ବାନ୍ଧିଲା…

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବାବ୍ରୀ ମସଜିଦ୍ ଜମି ବିବାଦର ରାୟ ଆସନ୍ତା ସପ୍ତାହରେ ଆସିବାକୁ ଥିବାବେଳେ ଅଯୋଧ୍ୟା ଉପରେ ହୋଇପାରେ ଆତଙ୍କୀ ହମଲା । ଏନେଇ ଗୁଇନ୍ଦା ବିଭାଗ ସତର୍କ କରାଇଥିବାବେଳେ ଉତ୍ତରପ୍ରଦେଶରେ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏପରିକି ସ୍ଥାନୀୟ…

ବଳ ଗୋଟାଉଛି ‘ବୁଲବୁଲ’: ବାଂଲାଦେଶକୁ ଯିବା ବାଟରେ ବାହୁ ମେଲେଇବ ବାତ୍ୟା । ପ୍ରବଳ ବର୍ଷିବ, ଘରଦ୍ୱାର ଭାଙ୍ଗିବ । ବଡ…

କନକ ବ୍ୟୁରୋ: ବାତ୍ୟା ବୁଲବୁଲ ନେଇ ବଡ ସୂଚନା । ପାରାଦୀପ ଠାରୁ ୨୬୦ କିମି ଦୂରରେ ରହିଛି ବାତ୍ୟା ବୁଲବୁଲ । ଘଣ୍ଟାକୁ ୧୭ କିମି ବେଗରେ ଗତି କରୁଛି ବୁଲବୁଲ । ଆସନ୍ତାକାଲି ଅର୍ଥାତ ୯ ତାରିଖ ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରିବ ବୁଲବୁଲ । ସୁନ୍ଦରବନ ଡେଲଟାରେ ଲ୍ୟାଣ୍ଡଫଲ କରିବ । ତେବେ…

ଧନ ବର୍ଷା କରିବ ଧଳା ଘୁଷୁରୀ: ବର୍ଷକରେ ମାଲାମାଲ୍ ହୋଇଯିବେ ଚାଷୀ, ନିଆଳି ଯୁବକଙ୍କ ଚାଷର ନୂଆ ଫଣ୍ଡା ।

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଚାଷ ଉପରୁ ପ୍ରାୟତଃ ଚାଷୀ ଭାଇମାନେ ମୁହଁ ଫେରାଉଛନ୍ତି । କାରଣ କେତେବେଳେ ବଜାର ଦରର ଅଭାବ ତ ଆଉ କେତେବେଳେ ସରକାର ଉଦାସିନତା ପାଇଁ ଚାଷପ୍ରତି ମନବଳାଉନଥିବା ଅଭିଯୋଗ ହୋଇଆସୁଛି । ହେଲେ କଟକ ଜିଲ୍ଲା ନିଆଳି ବ୍ଲକ ସଡାଶଂ ପଞ୍ଚାୟତର ଦିଲିପ ମହାନ୍ତି ଏମିତି…

ବିନା ମୁଖ୍ୟମନ୍ତ୍ରୀରେ ମହାରାଷ୍ଟ୍ର । ରାଜ୍ୟପାଳଙ୍କୁ ଭେଟି କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର…

କନକ ବ୍ୟୁରୋ : ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍ । ରାଜ୍ୟପାଳଙ୍କୁ ଭେଟି କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍ । ରାଜ୍ୟପାଳ ମଧ୍ୟ ଦେବେନ୍ଦ୍ରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏଯାଏଁ ବାଟ ଫିଟିନଥିବା ବେଳେ ଦେବେନ୍ଦ୍ର…

‘ବୁଲବୁଲ’ ପାଇଁ ମଝି ସମୁଦ୍ରରେ ଫସିଗଲା ପଶ୍ଚିମବଙ୍ଗର ୫୦ ବୋଟ୍ । ଓଡିଶା ସରକାରଙ୍କ ସହାୟତାରେ ଧାମରାରେ ଲାଗିଲା ୯ଟି,…

କନକ ବ୍ୟୁରୋ: ‘ବୁଲବୁଲ’ ପାଇଁ ଫସିଗଲା ବୋଟ୍ । ମଝି ସମୁଦ୍ରରେ ଫସିଛି ପଶ୍ଚିମବଙ୍ଗ ମତ୍ସ୍ୟଜୀବୀଙ୍କ ବୋଟ । ମେଦିନପୁର କଂଟାଇ ନିକଟରେ ପଶ୍ଚିମବଙ୍ଗର ୫୦ ବୋଟ ଫସିଯାଇଥିଲା । ତେବେ ବୋଟ୍ ଉଦ୍ଧାର ପାଇଁ ଓଡିଶା ସରକାରଙ୍କୁ ପଶ୍ଚିମବଙ୍ଗ ସରକାର ସହାୟତା ମାଗିବା ପରେ ବର୍ତ୍ତମାନ ସୁଦ୍ଧା ୯ଟି…

ଏହି ସବୁ ଜିଲ୍ଲାରେ ସୁଲଭ ଦରରେ ମିଳୁଛି ପିଆଜ: ଖାଦ୍ୟଯୋଗାଣ ମନ୍ତ୍ରୀ କହିଲେ, ଡିଲରଙ୍କ ଉପରେ ରହିଛି ନଜର

କନକ ବ୍ୟୁରୋ: ୧୬ ଜିଲ୍ଲାରେ ସୁଲଭ ଦରରେ ମିଳୁଛି ପିଆଜ । ଯେତିକି ଟଙ୍କାରେ ପିଆଜ କିଣାଯାଇଛି ଠିକ୍ ସେହି ଅନୁପାତରେ ଗ୍ରାହକଙ୍କୁ ମିଳୁଛି ପିଆଜ ବୋଲି କହିଛନ୍ତି ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଅନୁଗୁଳ, କଟକ, ସମ୍ବଲପୁର, ବଲାଙ୍ଗୀର,…