Daily Archives

November 7, 2019

ଫୋନି ସହାୟତା ନାଁରେ ନକଲି ଫର୍ମ ବିକ୍ରି ଘଟଣା । ପୁରୀ ଜିଲ୍ଲାପାଳ କହିଲେ, ଫୋନି ସହାୟତା ପାଇଁ ଆଉ ହେବନି ଯାଞ୍ଚ,…

କନକ ବ୍ୟୁରୋ : ଫୋନି ସହାୟତା ନାଁରେ ଫର୍ମ ବିକ୍ରି ଓ ସହାୟତା ସଂପର୍କରେ ସ୍ପଷ୍ଟିକରଣ ରଖିଛନ୍ତି ପୁରୀ ଜିଲ୍ଲାପାଳ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଜି ପ୍ରଶାସନ କହିଛି ଯେ, ଫୋନି ସହାୟତା ନାଁରେ ଫର୍ମ ବିକ୍ରି ଏକ ଗୁଜବ । ଏମିତି କି ସହାୟତା ପାଇଁ ଆଉ କୌଣସି ନୂଆ ଯାଂଚ ହେବାର ସୁଯୋଗ…

ରାଜଧାନୀ ଭୁବନେଶ୍ୱରରେ ଗୁଳିମାଡ: ଘଟଣାସ୍ଥଳରେ ପୁଅ ମୃତ, ବାପା ଗୁରୁତର । ଗୁଳି ଫୁଟାଇ ଦୁର୍ବୃତ୍ତ ଫେରାର

କନକ ବ୍ୟୁରୋ: ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ଉପକଣ୍ଠ ସରକନ୍ତରାରେ ବାପପୁଅଙ୍କ ଉପରେ ଗୁଳିମାଡ । ଗୁଳିମାଡରେ ପୁଅ ମୃତ, ବାପା ଗୁରୁତର ହୋଇଥିବା ବେଳେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି । ତେବେ ସରକନ୍ତରା ଅଞ୍ଚଳର ଅଭିମନ୍ୟୁ ଜେନା (ବାପା), ଅନୀଲ ଜେନା (ପୁଅ)କୁ ଗୁଳିମାଡ…

ଏ କେମିତିକା ମଧ୍ୟାହ୍ନ ଭୋଜନ? ଭାତ, ଡାଲି ବଦଳରେ ସ୍କୁଲରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ମିଳୁଛି ବିସ୍କୁଟ ।

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର । ଭାତ, ଡାଲି ବଦଳରେ କୁନି କୁନି ପିଲାଙ୍କ ହାତରେ ବିସ୍କୁଟ ପ୍ୟାକେଟ । ଏ କେବଳ ଆଜିର ଚିତ୍ର ନୁହେଁ ଗତ ୩ ଦିନ ହେବ ମଧ୍ୟାହ୍ନ ଭୋଜନରେ ଶୁଖିଲା ବିସ୍କୁଟ ଖାଉଛନ୍ତି ଛାତ୍ରଛାତ୍ରୀ । ଆଉ ତାହା ବି ପୁଣି ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା…

ରେଳ ଷ୍ଟେସନରେ ଜଗି ରହିଛନ୍ତି ଯମରାଜ ! ନିୟମ ଭାଙ୍ଗୁଥିବା ଯାତ୍ରୀଙ୍କୁ ଉଠାଇ ନେଉଛନ୍ତି, ଲୋକଙ୍କୁ ସଚେତନ କରୁଛନ୍ତି ।

କନକ ବ୍ୟୁରୋ : ଭାରତୀୟ ରେଳବାଇକୁ ଯମରାଜ୍ ଭରସା ! ନିୟମ ଭାଙ୍ଗୁଥିବା ଲୋକଙ୍କୁ ନିଆରା ଶିକ୍ଷା । ସାଧାରଣତଃ ଯମଙ୍କ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । କିନ୍ତୁ ସେହି ଯମରାଜଙ୍କୁ ଭରସା କରି ଲୋକମାନଙ୍କୁ ସଚେତନ କରାଉଛି ଭାରତୀୟ ରେଳବାଇ । ଆଉ ଏଭଳି କିଛି ଘଟଣା ସାମ୍ନାକୁ…

ବାତ୍ୟା ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ: ୩ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ, କଲେଜ ଛୁଟି । ପୁରୀ, କେନ୍ଦ୍ରାପଡା,…

କନକ ବ୍ୟୁରୋ: ବାତ୍ୟା ପାଇଁ ୩ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି । ୨ ଦିନ ବନ୍ଦ ରହିବ ୩ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ । ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା । ଆସନ୍ତାକାଲି ଓ ଶନିବାର ଏହି ଦୁଇ ଦିନ ଛୁଟି ନେଇ ୩ ଜିଲ୍ଲାର ଜିଲ୍ଲାପାଳଙ୍କ…

ପ୍ରେରଣା ଯୋଗାଇଲା ମଧୁବାବୁଙ୍କ କବିତା…ବୟସରେ ସାନ ହେଲେ କାମ ତାଙ୍କ ମହାନ…କୁନି କୁନି ହାତରେ କୋଡି କୋଦଳ…

କନକ ବ୍ୟୁରୋ: ହେଲା ଦଶହରା ଛୁଟି ବେଳ । ପିଲାଟି ସଭିଙ୍କି କଲା ମେଳ । ମାଟି ଗୋଡି ବାଲି ପକାଇ ସଭିଏଁ ଗାଁ ମାଟି କଲେ ସମତୁଲ...। ମଧୁବାବୁଙ୍କ ବାଲ୍ୟ ଜୀବନକୁ ନେଇ ଏମିତି କବିତାଟିଏ ରହିଛି । ଯାହାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଇଛି । କିନ୍ତୁ ପୁସ୍ତକରେ ଥିବା ଏହି କେତୋଟି ପଂକ୍ତିରେ…