Daily Archives

November 5, 2019

ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ବିକାଶ ପାଇଁ ୮.୫ କୋଟି ଟଙ୍କା ମଞ୍ଜୁର କଲେ ନବୀନ । ଏବେ ଏମିତି ଦିଶିବ ବଳଦେବଜୀଉ…

କନକ ବ୍ୟୁରୋ : ଏବେ ଏମିତି ଦିଶିବ ବଳଦେବଜୀଉ ମନ୍ଦିର । ଚାରିପଟେ ରହିବ ଆଧ୍ୟାତ୍ମିକ ପାର୍କ । ସବୁଜ ଗାଲିଚା ସାଙ୍ଗକୁ ମନକୁ ଛୁଇଁଲା ଭଳି ପ୍ରତିମୂର୍ତ୍ତି ରହିବ । ରଙ୍ଗବେରଙ୍ଗର ଲାଇଟରେ ଝଲସି ଉଠିବ ମନ୍ଦିରର ଚତୁଃପାଶ୍ୱର୍ । ଏହାଛଡା ମନ୍ଦିର ନିକଟରେ ଥିବା ଐତିହ୍ୟ ସର୍ମ୍ପନ୍ନ ପୁଷ୍ମରଣୀର…

ବିଧାନସଭା ଗୃହ କମିଟିରେ ‘ପ୍ରଦୂଷଣ’! ଓଡ଼ିଶାର ୭ ସହରର ବାୟୁ ମଧ୍ୟମ ଧରଣର ପ୍ରଦୂଷିତ: ଜହର ପାଲଟିଛି ୧୯ ନଦୀର ଜଳ,…

କନକ ବ୍ୟୁରୋ:  ରାଜ୍ୟର ୭ଟି ସହର ଓ ୧୯ଟି ନଦୀର ପ୍ରଦୂଷଣ ନେଇ ଆଜି ବିଧାନସଭା ଗୃହ କମିଟିର ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦ ବିଶ୍ୱାଳ କହିଛନ୍ତି- ନେସନାଲ୍ ଗ୍ରୀନ୍ ଟ୍ରିବୁନାଲ୍ ବା ଏନଜିଟି ବିଚାରରେ ଓଡ଼ିଶାର ୭ଟି ସହରର…

ଇଏ ବି ଜଣେ ଗୋପବନ୍ଧୁ: ବିଛଣାରେ ଶୋଇଛି ରୋଗୀଣା ସ୍ତ୍ରୀ, ହେଲେ ସେବା ଓ ସ୍ୱଚ୍ଛତାର ‘ସାରଥି’ ସାଜି ପରିବେଶକୁ…

କନକ ବ୍ୟୁରୋ: ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ... ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ ପୂରୁ ତହିଁ ପଡି ମୋର ମାଂସ ହାଡ... ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଏ କଥାକୁ ସତ ପ୍ରମାଣିତ କରିଛନ୍ତି ରାୟଗଡା ଗୁଣପୁରର ଆଉ ଜଣେ ଗୋପବନ୍ଧୁ । ଘରେ ରୋଗୀଣା ସ୍ତ୍ରୀ ପଡିଛି,…

ତୁଳସୀକ୍ଷେତ୍ରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ…

କନକ ବ୍ୟୁରୋ : ତୁଳସୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ତୁଳସୀକ୍ଷେତ୍ରର ଉନ୍ନତି ଓ ବିକାଶ ପାଇଁ ୮.୫ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ୮କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର…

ପାନ୍ କାର୍ଡ ପାଇଁ ଆଉ କରିବେନି ଅପେକ୍ଷା ! ମାସେ ନୁହେଁ ମିନିଟରେ ମିଳିବ ପାନ୍ କାର୍ଡ, ଖୁବଶୀଘ୍ର ଆୟକର ବିଭାଗ…

କନକ ବ୍ୟୁରୋ: ଆଉ ମାସେ କି ଦେଢ଼ ମାସ ନୁହେଁ ମିନିଟ୍ ରେ ମିଳିବ ପାନ୍ କାର୍ଡ । ଯଦି ଆପଣଙ୍କ ପାନ୍ କାର୍ଡ ହଜିଯାଇଛି ନା ନଷ୍ଟ ହୋଇଯାଇଛି କିମ୍ବା ନୂଆ ପାନ୍ କାର୍ଡ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତା’ହେଲେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । କାଣ ଏଣିକି ଆପଣ ଚାହିଁଲେ ଅନଲାଇନ୍ ଉପାୟରେ…

ନବରଙ୍ଗପୁରରେ ଅଭବାନୀୟ ଘଟଣା । ୫ ଦିନ ତଳେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ, ଆଜି ହସ୍ପିଟାଲର ୩ ମହଲା ଉପରୁ ଡେଇଁ କଲେ…

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ତୃତୀୟ ମହଲାରୁ ଡେଇଁ ଜଣେ ପ୍ରସୂତି ମହିଳା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ପ୍ରସୂତି ଧରମ ଭତରାଙ୍କ ପତ୍ନୀ ଜେମା ଭତରା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ,…