Daily Archives

November 3, 2019

କନକ ନ୍ୟୁଜର ମହାପ୍ରଭାବ: ଖବର ପ୍ରସାରଣ ପରେ ‘ବେବି’କୁ ମିଳିଲା ସରକାରୀ ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୦…

କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ବେବି ପାଇକଙ୍କୁ ମିଳିଲା ପ୍ରଶାସନର ସହାୟତା । ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ବେବିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା…

ମାଡି ଆସୁଛି ସାମୁଦ୍ରିକ ବାତ୍ୟା ‘ମହା’ । ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ମହା’ ଏବେ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଇଛି। ଆଜି ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ମହା’ ଗୁଜୁରାଟ ଉପକୂଳ ଠାରୁ ୫୯୦ କିଲୋମିଟର ଦୂରରେ ରହିଥିବା କହିଛି ଭାରତୀୟ…

ଯୋଗୀଙ୍କ ମହତ୍ତ୍ୱ ବଖାଣିଲେ ମୁଖ୍ୟମନ୍ତ୍ରୀ ! କହିଲେ , ‘ଯୋଗୀମାନଙ୍କର ଜନ୍ମ ଇତିହାସ ସୃଷ୍ଟି ପାଇଁ’

ଅଯୋଧ୍ୟା ରାୟ ପ୍ରକାଶ ପୂର୍ବରୁ ଅଯୋଧ୍ୟା ଉପରେ ନିଜର ମତ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏକ ସାକ୍ଷାତକାରକାରରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆମ ସମସ୍ତଙ୍କର ଆସ୍ଥା ଓ ବିଶ୍ବାସ ରହିଛି। ବିଜେପି ସରକାର…

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ : ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ୍‌, ଛତୁଚାଷ କରି ସ୍ବାବଲମ୍ବୀ…

କନକ ବ୍ୟୁରୋ : ଜୀବନ ସଂଗ୍ରାମରେ ସେ କେବେ ବି ହାର୍‌ ମାନି ନାହାନ୍ତି । ଦୃଢ ଇଚ୍ଛାଶକ୍ତି, ଅଧ୍ୟବସାୟ ବଳରେ ସବୁ କିଛି ସମ୍ଭବ ବୋଲି ସେ ପ୍ରମାଣିତ କରିଛନ୍ତି । ଅଳ୍ପ ପାଠ ପଢ଼ିଥିଲେ ବି ନିଜର ବୁଦ୍ଧି ଓ ନିଷ୍ଠା ବଳରେ କଟକ ଜିଲ୍ଲା ସାଲେପୁର ବ୍ଳକ୍‌ ମହାଜନପୁର ଗ୍ରାମର ପ୍ରଦୀପ୍ତ କୁମାର…

ମହାନାଟକ ଚାଲିଛି ମହାରାଷ୍ଟ୍ରରେ । ମୁଖ୍ୟମନ୍ତ୍ରୀ ନେଇ ଏବେ ବି ସସପେନ୍ସ ଜାରି । ସଞ୍ଜୟ କହିଲେ, ଶିବସେନା ପାଖରେ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ କାହାର ସରକାର ଗଠନ ହେବ ତାହା ସ୍ପଷ୍ଟ ହୋଇପାରୁନି । ଶିବସେନା ମୁଖ୍ୟମନ୍ତ୍ରୀ ଓ ୫୦-୫୦ ଫର୍ମୂଲାକୁ ନେଇ ଅଡି ବସିଛି । ଏଥିପାଇଁ ବିଜେପି-ଶିବସେନା ମେଂଟ ସରକାର ଗଠନ ପ୍ରକ୍ରିୟା ଆଗେଇ ପାରୁ ନାହିଁ । ଆଉ ଏହି ଅଚଳାବସ୍ଥା ଭିତରେ ଶିବସେନା ଓ ଏନସିପି ମେଂଟ…

କେନ୍ଦ୍ରାପଡାରେ କେଳେଙ୍କାରୀ: ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି…

କନକ ବ୍ୟୁରୋ: କେନ୍ଦ୍ରାପଡାରେ କେଳେଙ୍କାରୀ । କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ । କେଳେଙ୍କାରୀର ଅଡିଓ ଟେପ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ରହିଛି କୋଅପରେଟିଭ୍ ସୋସାଇଟିର ସଭାପତିଙ୍କ କେଳେଙ୍କାରୀର…