ଆଇଏଏସ ଅଧିକାରୀଙ୍କୁ ହସ୍ପିଟାଲ ଦାୟିତ୍ୱ । ମେଡିକାଲ କଲେଜ ଓ ହସ୍ପିଟାଲର ବିକାଶ କଥା ବୁଝିବେ ସରକାରୀ ବାବୁ ।
କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲର ବିକାଶ ଓ ଉନ୍ନତି ପାଇଁ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଗୁରୁଦାୟିତ୍ୱ । ହସ୍ପିଟାଲ ଓ ମେଡିକାଲ କଲେଜର ପ୍ରଦର୍ଶନରେ କିଭଳି ଉନ୍ନତି ଆସିପାରିବ ସେଥିପାଇଁ ଏହି ବରିଷ୍ଠ ଆଇଏଏସଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି ।
ବରିଷ୍ଠ…