Daily Archives

October 29, 2019

ପିଲାଠୁ ବୁଢ଼ା ଏକାଠି ହେଲେ । ଯେଉଁଠି ଜୁଇ ଜଳେ , ସେଇଠି ଦୀପ ଜାଳିଲେ । ଦୀପାବଳିର ନିଆରା ଉଦାହରଣ ସୃଷ୍ଟି କଲେ ଡିଙ୍ଗର…

କନକ ବ୍ୟୁରୋ: ଦୀପାବଳି କହିଲେ ଆଜିର ସମାଜ ଆତସବାଜିର ଉତ୍ସବ ବୋଲି ମନେ କରନ୍ତି । ଆଉ ବିଭିନ୍ନ ସ୍ଥାନରେ ଦାମୀ ଦାମୀ ବାଣ ଫୁଟାଇବା ପାଇଁ ସତେ ଯେମିତି ପ୍ରତିଯୋଗିତା ଲାଗିଥିବା ଦେଖିବାକୁ ମିଳେ । ହେଲେ ଯେଉଁଠି ଜୁଇ ଜଳେ ସେଠି ଦୀପାବଳିର ଆୟୋଜନ ହେଉଥିବା କେବେ ଦେଖିଛନ୍ତି କି? ତେବେ ଏଭଳି…

ବଢିବ ଟେଷ୍ଟ କ୍ରିକେଟର କ୍ରେଜ, ଭାରତରେ ପ୍ରଥମ ଥର ପାଇଁ ହେବ ଦିବାରାତ୍ର ଟେଷ୍ଟ ମ୍ୟାଚ୍ । କୋଲକାତାରେ ବାଂଲାଦେଶ…

ଆସନ୍ତାମାସରେ ଭାରତରେ ହେବ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ । କୋଲକାତାର ଇଡେନ୍ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଆଉ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଦେଇଛି ଗ୍ରୀନ୍ ସିଗନାଲ । ଏନେଇ ବାଂଲାଦେଶ କୋଚ…

ଦୀପାବଳି ରାତିର ହତ୍ୟାକାଣ୍ଡକୁ ପୂରିଲା ୩୬ ଘଣ୍ଟା । ହତ୍ୟାକାରୀଙ୍କ ପାଖରେ ନ ପହଞ୍ଚି ଅନ୍ଧାରରେ ବାଡି ବୁଲାଉଛି ପୋଲିସ…

କନକ ବ୍ୟୁରୋ : ଅମାବାସ୍ୟା ରାତିରେ ହୋଇଥିବା ହତ୍ୟାକାଣ୍ଡକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ହତ୍ୟାକାରୀ ପାଖରେ ପହଞ୍ଚିପାରୁନି ପୋଲିସ । ସବୁଠୁ ବଡ କଥା ହେଲା ସେଦିନ ରାତିରେ ୧୫ରୁ ୨୦ଜଣ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ ମଧ୍ୟ ପୋଲିସ କାନରେ କିପରି ଖବର ପଡିନଥିଲା ତାହା…

ଏମିତି ହୋଇଥିଲା ୧୯୯୯ ମହାବାତ୍ୟା ମୁକାବିଲା । ସନ୍ଧ୍ୟାରେ ଜ୍ୟୋତିଷ ଦେଖାଇ ଅଚିନ୍ତାରେ ଶୋଇପଡିଥିଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ମହାବାତ୍ୟାର ୨୦ ବର୍ଷ ପୂର୍ତ୍ତିରେ ପୁଣିଥରେ ଚର୍ଚ୍ଚାକୁ ଫେରିଛିି ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଜ୍ୟୋତିଷ ଦେଖା ପ୍ରସଙ୍ଗ । ବାତ୍ୟା ମୁକାବିଲା ପାଇଁ ୩ଜଣ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ ଗମାଙ୍ଗ । ଆଉ ଜ୍ୟୋତିଷଙ୍କ ଅଭୟବାଣୀ ପାଇବା ପରେ ନିଶ୍ଚିନ୍ତରେ…

ଅର୍ଥ ଅଭାବରୁ ବନ୍ଧା ପଡିଛି ମେଧାବୀ ଛାତ୍ରୀଙ୍କ ସାର୍ଟିଫିକେଟ । କାକୁତି ମିନତି ହେଲେ ବି ଶୁଣୁନାହାନ୍ତି ସ୍କୁଲ…

କନକ ବ୍ୟୁରୋ : ସ୍କୁଲ ଫି ଦେଇନପାରିବା କାରଣରୁ ବନ୍ଧା ପଡିଗଲା ସାର୍ଟିଫିକେଟ । ଅଢେଇ ବର୍ଷ ହେଲା ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ରାଉରକେଲାର ୨ ଛାତ୍ରୀ । ଦଶମ ବୋର୍ଡ ପରୀକ୍ଷାରେ ଏ’ ଗ୍ରେଡ ପାଇଥିଲେ ମଧ୍ୟ ଘରେ ବସି ରହିଛନ୍ତି । ସ୍କୁଲ କର୍ତୃପକ୍ଷ କହୁଛନ୍ତି, ଟଙ୍କା ଦିଅ ସାର୍ଟିଫିକେଟ…

ଉଚ୍ଛେଦ ବେଳେ ଉତ୍ତେଜନା : ଖଣି ପାଇଁ ଏସପି-ବିଧାୟକ ମୁହାଁମୁହିଁ

କନକ ବ୍ୟୁରୋ : ଖଣିକୁ ନେଇ ମୁହାଁମୁହିଁ ହେଲେ ବିଧାୟକ ଓ ଏସପି । ଅନୁଗୁଳୁ ଭାଲୁଗାଡିଆଠାରେ ପ୍ରଶାସନ ଓ ବିଧାୟକ ହେଲେ ମୁହାଁମୁହିଁ । ଜମିଅଧିଗ୍ରହଣକୁ ନେଇ ଏପରି ସ୍ଥିତି ଉପୁଜିଥିବା ବୋଲି ଜଣାଯାଇଛି । ତେବେ ଦୀର୍ଘଦିନରୁ ସରକାରୀ ସ୍ତରରେ ଜମି ଅଧିଗ୍ରହଣ  ପ୍ରକ୍ରିୟା ତ୍ୱରାନ୍ୱିତ…