Daily Archives

October 26, 2019

‘ବାଣ ନୁହେଁ ହସ ଫୁଟାଇବା’ । କନକ ନ୍ୟୁଜର ଏହି କ୍ୟାମ୍ପେନ୍ ପରେ ଭିନ୍ନକ୍ଷମ ପ୍ରେମକୁମାରଙ୍କ ମୁହଁରେ ଫୁଟିଲା ହସ,…

କନକ ବ୍ୟୁରୋ : କାଲି ଆଲୋକର ପର୍ବ ଦୀପାବଳୀ । ଆଉ ଏହି ପବିତ୍ର ଦିନ ପାଇଁ ଆମେ ଆରମ୍ଭ କରିଥିଲୁ ବାଣ ନୁହେଁ ହସ ଫୁଟାଇବା ଭଳି କ୍ୟାମ୍ପେନ୍ । ଆଉ ଏହାକୁ ଦେଖି କଟକର କିଛି ଯୁବପୀଢି ବାଣ କିଣିବା ପଇସାରେ ଭିନ୍ନକ୍ଷମ ପ୍ରେମକୁମାରଙ୍କ ପାଇଁ ହୁଇଲ୍ ଚେୟାର କିଣିଛନ୍ତି । କଟକ ଅପର୍ଣ୍ଣାନଗର…

ଦୀପାବଳି ପୂର୍ବରୁ ବେଆଇନ୍ ବାଣ କାରଖାନା ଉପରେ ଚଢାଉ । ୬ଜଣଙ୍କୁ ଗିରଫ କରିବା ସହ ୬ଲକ୍ଷ ଟଙ୍କାର ବାଣ ଜବତ କଲା ପୋଲିସ

କନକ ବ୍ୟୁରୋ: ଦୀପାବଳି ପୂର୍ବରୁ ବେଆଇନ୍ ବାଣ କାରଖାନା ଉପରେ ଚଢାଉକଲା ପୋଲିସ । କଟକ ପୁରୀଘାଟ ଥାନା ପୁଲିସ ନିମସାହି ଅଞ୍ଚଳରେ ଚାଲିଥିଲା ବେଆଇନ୍ ବାଣ କାରବାର । ଖବର ପାଇ ପୋଲିସ ଚଢାଉ କରିଛି । ବେଆଇନ୍ ବାଣ କାରବାର କରୁଥିବା ୬ଜଣଙ୍କୁ ପୋଲିସ ଗିରଫ କରିବା ସହିତ ପ୍ରାୟ ୬ ଲକ୍ଷ ଟଙ୍କାର…

ଧୋନୀଙ୍କୁ ନେଇ ଆଲୋଚନା କରୁଥିବା ଲୋକଙ୍କ ଉପରେ ବର୍ଷିଲେ କୋଚ୍ ରବି ଶାସ୍ତ୍ରୀ : କହିଲେ , ଜୋତାର ଫିତା ବାନ୍ଧି…

ଭାରତୀୟ କ୍ରିକେଟ୍ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସନ୍ନ୍ୟାସ ନେବା ପାଇଁ ଆଲୋଚନା କରୁଥିବା ଲୋକଙ୍କ ଉପରେ ବର୍ଷିଛନ୍ତି କୋଚ୍ ରବି ଶାସ୍ତ୍ରୀ । ରବି ଶାସ୍ତ୍ରୀ କହିଛନ୍ତି କ୍ରିକେଟର୍ ଏମ୍ .ଏସ୍ .ଧୋନୀଙ୍କ କ୍ୟାରିୟରକୁ ନେଇ ଆଙ୍ଗୁଠି ଉଠାଉଥିବା ଲୋକ ଜୋତାର ଫିତା…

ବାକି ଦେଲେନି ଗୁଳି ଖାଇଲେ । ଦୋକାନୀଙ୍କୁ ଗୁଳିମାଡକରି ଦୁର୍ବୁତ୍ତ ଫେରାର, ପୋଲିସର ତନାଘନା

ବ୍ରହ୍ମପୁରରୁ ଆସିଲା ଅଭାବନୀୟ ଘଟଣା । ବାକି ନଦେବାରୁ ଦୋକାନୀକୁ ଗୁଳିକଲା ଦୁର୍ବୁତ୍ତ । ଏହି ଘଟଣା ସମ୍ନାକୁ ଆସିବା ପରେ ସ୍ଥାନିୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି । ସୂଚନା ଅନୁଯାୟୀ, ଦୋକାନୀ ବାକି ନ ଦେବାରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ଜଣେ…

ଗୋଟିଏ ପାହୁଣ୍ଡରେ ଗଳିପଡିଲେ … ରାସ୍ତାରେ ଚାଲିବାକୁ ବି ଡ଼ର ଲାଗୁଛି ! ଭାଇରାଲ୍ ଭିଡିଓରେ ଦେଖନ୍ତୁ କ’ଣ ହେଲା…

ସମ୍ପୁର୍ଣ୍ଣ ସୁସ୍ଥ ମଣିଷଟିଏ ରାସ୍ତାରେ ଚାଲିଯାଉଛି ଏବଂ ଗୋଟିଏ ପାହୁଣ୍ଡ ପାଦ ବଢାଉଛି କି ନାହିଁ ତା ସହ ଘଟିଯାଉଛି ଏକ ବଡ ଅଘଟଣ । ହଁ ଆଜ୍ଞା ରାଜସ୍ଥାନର ସିରୋହୀରେ ଘଟିଛି ଏଭଳି ଏକ ଛାତି ଥରାଇଦେଲା ଭଳି ଘଟଣା । ରାସ୍ତାରେ ଯାଉଥିବା ଲୋକଟି ପାଦ ଆଗକୁ ବଢାଇଲା ବେଳେ ହଠାତ୍ ଧସିଯାଉଛି ମାଟି…

ଲଘୁଚାପ ବର୍ଷାରେ ପାଣିରେ ବୁଡିଲା ଫସଲ । ଚାଷୀଙ୍କୁ ଚିନ୍ତାରେ ପକାଇଲା ଉଜୁଡା କ୍ଷେତର ଚିତ୍ର । କ୍ଷୟକ୍ଷତି ରିପୋର୍ଟ…

କନକ ବ୍ୟୁରୋ : ବାତ୍ୟା ଫୋନିରେ ସର୍ବସ୍ୱ ହରାଇସାରିଥିବା ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚାଷ ପ୍ରଭାବିତ ହୋଇଛି । ସବୁଠାରୁ ବେଶି ପ୍ରଭାବିତ ହୋଇଛି ଧାନ ଚାଷ । ବର୍ଷା ପାଣିରେ ଧାନଗଛ ଶୋଇ ରହିଥିବା ଦୃଶ୍ୟ ଆସିଛି ପୁରୀ ଜିଲ୍ଲାର ନିମାପଡା ଓ କଟକ ଜିଲ୍ଲାର…