Daily Archives

October 24, 2019

ଦେଢ଼ ବର୍ଷରେ ଦୃଢ଼ସ୍ଥିତି, ୩ଥର ଶୁଭିଛି ଶଙ୍ଖ । ପ୍ରତିଥର ଭରସା ଜିତୁଛି, ଭୋଟ୍ ହାର ବଢୁଛି ।

କନକ ବ୍ୟୁରୋ: ବିଜେପୁର: ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଆସନ । ବିଗତ ଦେଢ଼ ବର୍ଷରେ ୩-୩ଟା ନିର୍ବାଚନ ଦେଖିଥିବା ଏହି ଆସନ ବିଜେଡି ପାଇଁ ଆଣିଛି ବଡ଼ ବିଜୟ । ଯେଉଁ ଆସନ ବିଜେଡି ପାଇଁ ଅଭେଦ୍ୟ ଦୁର୍ଗ ହୋଇ ରହିଥିଲା । ସେହି ଆସନ ଏବେ ବିଜେଡିର ଗଡ଼ ପାଲଟିଛି । ଏପରିକି ବିଜେପୁରରେ ବିଜେଡି…

ବର୍ଷାରେ ଓଦା ହୋଇ ଯେଉଁଠି ଭାଷଣ ଦେଇଥିଲେ ପାୱାର, ସେହି ଆସନରେ ଚିତ୍ ମାରିଲା ବିଜେପି । ଏନସିପି ଉଡାଇଲା ବିଜୟ ବାନା

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ କୁ ବହୁମତ ମିଳିଥିବା ବେଳେ ନିରାଶ ହୋଇଛନ୍ତି କଂଗ୍ରେସ-ଏନସିପି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢିବାକୁ ମ୍ୟାଜିକ ନମ୍ବର ହାସଲ କରିଛି ବିଜେପି-ଶିବସେନା ମେଣ୍ଟ । ତେବେ ମ୍ୟାଜିକ ନମ୍ବର ଠାରୁ ଢେର ପଛରେ ରହିଛି…

ବାହିନୀପତିଙ୍କ ‘ଗାନ୍ଧୀ’ ବାହାନା ! ବିଜେପୁରରେ ହାତ ହାରିବା ପରେ ଗାନ୍ଧୀଙ୍କ ନୀତି ଆଦର୍ଶର ନୂଆ ନାଟକ କଲେ ତାରା ?

କନକ ବ୍ୟୁରୋ: ବିଜେପୁରରେ ବଜାୟ ରହିଲା ବିଜେଡିର ଦବଦବା । ଲଗାତାର ତିନି ତିନି ଥର ବିଜେପୁରରେ ଉଡିଲା ବିଜେଡିର ବିଜୟ ବାନା । ୨୦୧୮ ଉପ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଆଉ ପୁଣି ଅକ୍ଟୋବରର ଏ ଉପ ନିର୍ବାଚନରେ ବାଜି ମାରିନେଲା ବିଜେଡି । ଗୁରୁବାର ପୁଣି ବିଜେପୁର ଗଡକୁ ସବୁଜ ଗଡ କଲା…

ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ରୋହିତଙ୍କୁ ଟି-୨୦, କୋହଲିଙ୍କୁ କାନ୍ଧରେ ଟେଷ୍ଟ ଭାର ।

କନକ ବ୍ୟୁରୋ : ଦକ୍ଷିଣଆଫ୍ରିକା ବିପକ୍ଷରେ ଦମଦାର ପ୍ରଦର୍ଶନ ପରେ ଆଉ ଏକ ଘରୋଇ ସିରିଜ୍ ପାଇଁ ପ୍ରସ୍ତୁତ ହୋଇସାରିଛି ଟିମ୍ ଇଣ୍ଡିଆ । ଆସନ୍ତା ନଭେମ୍ବର ମାସ ୩ ତାରିଖରୁ ପଡୋଶୀ ବାଂଲାଦେଶ ସହ ଆରମ୍ଭ ହେବାକୁ ଯାଉଥିବା ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ୩ଟିକିଆ…

ଟ୍ରେନରେ ବାଣ ପରିବହନ ଉପରେ କଟକଣା । ସାଙ୍ଗରେ ବାଣ ନେଇପାରିବେନି ଯାତ୍ରୀ, ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ ।

କନକ ବ୍ୟୁରୋ : ଆସୁଛି ଆଲୋକର ପର୍ବ ଦୀପାବଳୀ । ଉତ୍ସବମୁଖର ହେଉଛି ପୂରପଲ୍ଲୀ । ଯାତ୍ରୀଙ୍କ ନିରାପତ୍ତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ନିରାପତ୍ତା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଦ୍ୱାରା ଟ୍ରେନରେ କୌଣସି ଯାତ୍ରୀ ସାଙ୍ଗରେ ବାଣ ନେଇ ପାରିବେ ନାହିଁ । ଏଥିସହିତ ଦହନଶୀଳ…

ଗଜପତି ଗୁମାରେ ଧସିଲା ପାହାଡ, ଖସିଲା ମାଟି ଅତଡା । ମାଟିରେ ମିଶିଲା ୨୦ଘର, ଅଳ୍ପକେ ବର୍ତିଲେ ଲୋକ ।

କନକ ବ୍ୟୁରୋ : ଲଗାଣ ବର୍ଷାରେ ଗଜପତିରୁ ଆସିଛି ଭୟଙ୍କର ଚିତ୍ର । ଦୁଇ ଦିନର ଲଗାଣ ବର୍ଷାରେ ଧସିଲା ପାହାଡ, ଖସିଲା ମାଟି ଅତଡା । ଏହା ଫଳରେ ଭାଙ୍ଗିଛି ୨୦ରୁ ଅଧିକ ଘର । ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ କୁଲଙ୍ଗ ଗାଁ ନିକଟରେ ଥିବା ମୁଖଲିଙ୍ଗ ପାହାଡ ନିକଟରେ ଦେଖିବାକୁ ମିଳିଛି ଏଭଳି…