Daily Archives

October 24, 2019

ମହାରାଷ୍ଟ୍ରରେ ମହାବିଜୟ । ବାଜି ମାରିଲା ବିଜେପି-ଶିବସେନା ମେଂଟ । ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ…

କନକ ବ୍ୟୁରୋ : ମହାରାଷ୍ଟ୍ର ମହାପରୀକ୍ଷାରେ ପାସ୍ ହୋଇଛି ବିଜେପି । ୨୮୮ ଆସନରୁ ବିଜେପି-ଶିବସେନା ମେଂଟ ଶେଷ ଖବର ସୁଦ୍ଧା ୧୫୭ ଆସନରେ ବିଜୟୀ ହୋଇ ପୁଣିଥରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ଏବଂ ଏନସିପି ମେଂଟକୁ ଶହେଟି ସିଟ୍ ମିଳିଛି । ବଡ କଥା ହେଉଛି, ନିର୍ବାଚନ ପରେ ଏଗଜିଟ୍…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ମହାଝଟକା: କେବଳ ଜଣେ ମନ୍ତ୍ରୀଙ୍କୁ ଛାଡି ମୈଦାନରେ ମାଟି କାମୁଡି ପଡିଲେ ମନୋହର ସରକାରଙ୍କ…

କନକ ବ୍ୟୁରୋ: ହରିୟାଣାରେ ବିଜେପି ଆଜି ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଜେପି ଗତ ଥର ତୁଳନାରେ କମ ଆସନ ଜିତିଛି ଓ ମ୍ୟାଜିକ ନମ୍ବର ପାଇପାରି ନାହିଁ । ତେବେ ଏତିକି ବେଳେ ବିଜେପି ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ…

ହାଣ୍ଡିଶାଳରୁ ହେଭିୱେଟ୍ । ଓଡ଼ିଶା ରାଜନୀତିରେ ଇତିହାସ ରଚିଲେ ରୀତା ସାହୁ । ଗୃହିଣୀରୁ ବନିଲେ ସର୍ବାଧିକ ଲୋକପ୍ରିୟ…

କନକ ବ୍ୟୁରୋ : ହାଣ୍ଡିଶାଳରୁ ହେଭିୱେଟ୍ । ବିଜେପୁର ଉପନିର୍ବାଚନରେ ବିଜୟ ସହ ରେକର୍ଡ ରଚିଛନ୍ତି ରୀତା ସାହୁ । ଆଉ ଏହି ରେକର୍ଡ ହେଉଛି, ସବୁଠୁ ଅଧିକ ଭୋଟ୍ ବ୍ୟବଧାନରେ ନିର୍ବାଚନ ବିଜୟୀ ହେବା । ସାଧାରଣ ନିର୍ବାଚନରେ ବିଜେପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ନବୀନ ଯେତିକି ଭୋଟ ପାଇଥିଲେ,…

କାମ ଦେଲାନି ଟିକଟକ ଟ୍ରିକ: ମୋବାଇଲରେ ମନ ଜିଣୁଥିଲେ, ମୈଦାନରେ ମାଟି କାମୁଡିଲେ । ହରିୟାଣାରେ ହାରିଗଲେ ବିଜେପି…

କନକ ବ୍ୟୁରୋ: ହଡବଡ ସ୍ଥିତିରେ ହରିୟାଣା ଭବିଷ୍ୟତ । ହରିୟାଣା ବିଧାନସଭା ନିର୍ବାଚନରେ ଏବେ ବି ସ୍ଥିତି ସ୍ପଷ୍ଟ ହୋଇନାହିଁ । ଏବେ ବି ସରକାର କିଏ ଗଢିବ ତାହା ଜଣାପଡୁନାହିଁ । ତେବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ବିଜେପି ଗତ ଥର ତୁଳନାରେ ଏଥର ଖରାପ ପ୍ରଦର୍ଶନ କରିଛି । ତେବେ ସେଲିବ୍ରିଟି…

ବିଜେପୁରରେ ଲେଖାହେଲା ଓଡ଼ିଶା ରାଜନୀତିର ନୂଆ ଇତିହାସ । ପ୍ରାୟ ୯୮ ହଜାର ଭୋଟ୍ ବ୍ୟବଧାନରେ ବାଜି ମାରିଲେ ରୀତା ସାହୁ,…

କନକ ବ୍ୟୁରୋ : ଆଜି ଥିଲା ଅଗ୍ନିପରୀକ୍ଷାର ଦିନ । ମହାରାଷ୍ଟ୍ର ଓ ହରିୟାଣାରେ ବାଜି ଲାଗିଥିଲା ମୋଦିଙ୍କ ମ୍ୟାଜିକ । ଆଉ ଏପଟେ ଓଡିଶାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଥିଲା ନବୀନଙ୍କ ଲୋକପ୍ରିୟତାର ଆଉ ଏକ ପରୀକ୍ଷା । ବିଜେପୁରରେ ରେକର୍ଡ ରଚିଛନ୍ତି ରୀତା ସାହୁ । ୧ ଲକ୍ଷ ୩୫ ହଜାର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ: ଭିସି ଅଫିସରେ ଲାଗିଛି ନିଆଁ

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ବିଶ୍ୱବିଦ୍ୟାଳୟର ଭିସି ଅଫିସରେ ଲାଗିଛି ନିଆଁ । ଭିସି ଅଫିସ ଭିତରେ ଥିବା ସିଣ୍ଡିକେଟ ହଲରେ ଅଗ୍ନିକାଣ୍ଡ ସୂଚନା । ହଲରେ କିଛି ସମୟ ପୂର୍ବରୁ ବୈଠକ ଚାଲିଥିଲା । ମାତ୍ର ବୈଠକର କିଛି ସମୟ ପରେ ହଲରେ ନିଆଁ ଲାଗିଥିବା ଜଣାପଡିଛି…