Daily Archives

October 18, 2019

ବିଜେପୁର ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା । ୩ ଦିନ ଛୁଟି ନେଇପାରିବେ ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା…

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା । ବିଜେପୁର ନିର୍ବାଚନମଣ୍ଡଳୀ ଭୋଟରଙ୍କ ପାଇଁ ଏହି ସ୍ୱତନ୍ତ୍ର ଛୁଟି ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟର ମାନେ ୩ ଦିନ ଛୁଟି ନେଇପାରିବେ । ଗୋଟ ପୂର୍ବ ଦିନ, ଭୋଟ…

ହାଇକୋର୍ଟ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ୧୦୬ ବାର୍ ଆସୋସିଏସନ୍ ଦେଲେ ସମର୍ଥନ, ୨୧ ଯାଏଁ ଚାଲିବ ଆନ୍ଦୋଳନ ।

କନକ ବ୍ୟୁରୋ : ଆନ୍ଦୋଳନରେ ଅଟଳ ଆଇନଜୀବୀ । ହାଇକୋର୍ଟ ଫୁଲ ବେଞ୍ଚ ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ ଆଦାଲତ ଅବମାନନା ନୋଟିସ କରିବା ପରେ ଏହାକୁ ଖାରଜ କରିବାକୁ ଦାବି କରିଛନ୍ତି ଆଇନଜୀବୀ । ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ରାଜ୍ୟର ୧୦୬ଟି ବାର୍ ଆସୋସିଏସନ୍ ସମର୍ଥନ…

ପାର୍କିଂ ଫି କଟକଣାକୁ ଫୁ: ନୋଟିସ ପରେ ବି ନାଁ ବଦଳାଇ ଆଦାୟ ହେଉଛି ପାର୍କିଂ ଫି । କନକ ନ୍ୟୁଜ ଷ୍ଟିଙ୍ଗ ଅପରେସନରେ…

କନକ ବ୍ୟୁରୋ: ପାର୍କିଂ ଫି ନିୟମକୁ ଫୁ । ବିଡିଏର ନିର୍ଦ୍ଦେଶକୁ ଖାତିର ନକରି ବେଧଡକ୍ ଚାଲିଛି ପାର୍କିଂ ଫି’ ଆଦାୟ । ଭବାନୀ ମଲ୍ ଏବଂ ଏସ୍ପ୍ଲାନେଡ ଭଳି ଅନେକ ମଲରେ ଖୋଲାଖୋଲି ଚାଲିଛି ପାର୍କିଂ ଫି’ ଆଦାୟ । ବିଡିଏର କଟକଣା ପରେ ବି ମଲ ଗୁଡ଼ିକରେ ଆଦାୟ ହେଉଛି ପାର୍କିଂ ଫି । ଆଉ ଏଥିପାଇଁ…

ଜମିଲା ପ୍ରଚାର, କମ୍ପିଲା ବିଜେପୁର । ଏପଟେ ନବୀନ, ସେପଟେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ : ଆଜି ବିଜେପୁର ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି କଡ଼ା ଟକ୍କର । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କ ରୋଡ୍ ସୋ । ଆଜି ଗାଇସିଲଟ୍ ବ୍ଲକର ବିଭିନ୍ନ ସ୍ଥାନରେ ରୋଡ୍ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ବିଜେପୁରର ଦାୟିତ୍ୱ ନେବା କଥା…

ଜୀବନ ଗଲେ କଣ ସୁଧୁରିବ ? ଇଏ କି ନିଶା…ଛାତରୁ ପଡି ହସ୍ପିଟାଲ ଗଲେ, ହସ୍ପିଟାଲ ବେଡରେ ବି ଟିକଟକ କଲେ

କନକ ବ୍ୟୁରୋ: ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ... ଏ ଯୁବକଙ୍କ ଦେଖିଲେ ଓଡିଆର ସେ ଢଗଢମାଳି ମନେ ପଡିଯାଉଛି । କାରଣ ଟିକଟକ କରୁକରୁ ଯୁବକ ଜଣଙ୍କ ଛାତରୁ ଗଳି ପଡିଲେ ଆଉ ହସ୍ପିଟାଲ ବି ଗଲେ, ହେଲେ ତଥାପି ଉତୁରିଲାନି ତାଙ୍କ ଟିକଟକ ନିଶା । ଟିକଟିକ ନିଶା ତାଙ୍କୁ ଏତେ ଘାରିଛି…

ସୈନିକ ସ୍କୁଲରେ ପଢିବେ ଝିଅ । ଗ୍ରୀନ୍ ସିଗନାଲ ଦେଲେ ପ୍ରତିରକ୍ଷା ମନ୍ତ୍ରୀ, ୨୦୨୧-୨୨ ଶିକ୍ଷାବର୍ଷରୁ ସୈନିକ ସ୍କୁଲରେ…

କନକ ବ୍ୟୁରୋ : ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ । ଏନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ସୈନିକ ସ୍କୁଲରେ ଝିଅ ମାନେ ପାଠ ପଢିପାରିବେ । ମିଜୋରାମର ଚିଙ୍ଗିଚିପ୍ ସୈନିକ ସ୍କୁଲରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହାକୁ ଦୁଇ…