Daily Archives

October 17, 2019

ହତ୍ୟାକାଣ୍ଡ ନା ଆତ୍ମହତ୍ୟା ? ଧର୍ମଶାଳାର ମହିଳା ଭିଏଲଡବ୍ଲୁଙ୍କର କେମିତି ହେଲା ମୃତ୍ୟୁ, ତଦନ୍ତ ରିପୋର୍ଟରୁ ଆସିବ ସତ…

କନକ ବ୍ୟୁରୋ : ଧର୍ମଶାଳାର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଉପରୁ ଏବେ ବି ପରଦା ଉଠିନାହିଁ । ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ମିତାରାଣୀଙ୍କ ସ୍ୱାମୀ କହୁଥିବା ବେଳେ ପୋଲିସ ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରିଛି । ଯେଉଁ ଗେଷ୍ଟହାଉସରୁ ଭିଏଲଡବ୍ଲୁଙ୍କ ମୃତଦେହ ମିଳିଲା,…

ସରକାରଙ୍କ ମାଳ ମାଳ ଯୋଜନାରେ ଚେପା ରାଜ୍ୟ ରାଜକୋଷ : ଷ୍ଟକ ବିକି ଖୋଲାବଜାରରୁ ୫୦୦ କୋଟି ଟଙ୍କାର ଋଣ ଉଠାଉଛନ୍ତି ରାଜ୍ୟ…

କନକ ବ୍ୟୁରୋ : ପୁଳା ପୁଳା ଯୋଜନା କରୁଛନ୍ତି ରାଜ୍ୟ ସରକାର । ହେଲେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ସରକାର ଆବଶ୍ୟକ ହେଉଥିବା ଆୟର ଉତ୍ସ ସୃଷ୍ଟି କରୁନାହାଁନ୍ତି  । ଫଳରେ ଏହାକୁ ପୂରଣ କରିବା ପାଇଁ ଘାରିଛି ଅର୍ଥ ଚିନ୍ତା । ଏହାକୁ ମୁକାବିଲା କରିବା ପାଇଁ ସରକାରୀ ଷ୍ଟକ୍ ବିକ୍ରି…

ଅଯୋଧ୍ୟା ମାମଲାର ନୂଆ ଅଧ୍ୟାୟ : ଆପୋଷ ସମାଧାନ ନେଇ ଆସିଲା ସଂକେତ । ବିବାଦୀୟ ଜମି ଉପରେ ଅଧିକାର ଛାଡିବାକୁ ରାଜି…

କନକ ବ୍ୟୁରୋ : ଅଯୋଧ୍ୟା ମାମଲାରେ ନୂଆ ଅଧ୍ୟାୟ ଯୋଡି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଶୁଣାଣି ସରି ଯାଇଛି ଏବଂ ନଭେମ୍ବର ୧୭ ତାରିଖ ସୁଧା ରାୟ ଆସିବ ବୋଲି କୋର୍ଟ କହି ସାରିଛନ୍ତି । କିନ୍ତୁ ଏହା ଭିତରେ ମାମଲାର ଆପୋଷ ସମାଧାନ ନେଇ ଏକ ବଡ ସଂକେତ ସାମନାକୁ ଆସିଛି । ସୁପ୍ରିମକୋର୍ଟ…

ଦିଲ୍ଲୀ ଚିଡିଆଖାନାରୁ ଆସିଲା ଲୋମଟାଙ୍କୁରା ଚିତ୍ର : ସିଂହ ଖୁଆଡକୁ ଡେଇଁଲେ ମାନସିକ ଭାରସାମ୍ୟ ହରାଇଥିବା ଯୁବକ,…

କନକ ବ୍ୟୁରୋ : ସିଂହ ଖୁଆଡକୁ ଡେଇଁଲେ ଯୁବକ । ଦିଲ୍ଲୀ ଚିଡିଆଖାନାରୁ ଆଜି ଏକ ଲୋମଟାଙ୍କୁରା ଚିତ୍ର ଆସିଛି । ଜଣେ ଯୁବକ ସିଂହ ରହୁଥିବା ଖୁଆଡକୁ ହଠାତ୍ ଡେଇଁ ପଡିଥିଲେ । ଏବଂ ଯୁବକ ଜଣଙ୍କ ଗୋଟିଏ ସିଂହ ଆଗରେ ବସିପଡିଥିଲେ । ତେବେ ସିଂହ ଆଗରେ ବସିଥିଲେ ମଧ୍ୟ ସିଂହଟି ଯୁବକଟିର କିଛି କ୍ଷତି…

ଆସାମରେ ବଡ ଅଘଟଣ । ମଝି ନଈରେ ଓଲଟି ପଡିଲା ଡଙ୍ଗା, ବୁଡିଗଲେ ୭୦ରୁ ୮୦ ଯାତ୍ରୀ । ପହଁରି ପହଁରି କିଛି ଯାତ୍ରୀ କୂଳରେ…

ଆସାମରେ ବଡ ଅଘଟଣ । ଆଜି ଅପରାହ୍ଣରେ ଆସାମରେ ୮୦ ଜଣ ଯାତ୍ରୀଙ୍କୁ ଧରି ନଦୀ ପାର କରୁଥିବା ବେଳେ ଏକ ଯାତ୍ରୀବାହୀ ଡଙ୍ଗା ମଝି ନଈରେ ବୁଡ଼ିଯିବା ଫଳରେ ବହୁ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି। ଏଭଳି ଏକ ବଡ ଦୁର୍ଘଟଣା ଘଟିଛି ଆସାମର ସୋନିତପୁର ଜିଲ୍ଲାରେ। ୮୦ ଜଣ ଯାତ୍ରୀଙ୍କୁ ଧରି ଭରା ନଦୀ ପାର…

ବିଶ୍ୱାସଘାତକ ବାଂଲାଦେଶ ଯବାନ । ଫ୍ଲାଗ୍ ମିଟିଂ ସାରି ଫେରୁଥିବା ବେଳେ ପଛପଟୁ ଗୁଳି ମାରିଲେ ବାଂଲାଦେଶ ଯବାନ, ବିଏସଏଫର…

ଭାରତ ପାକିସ୍ତାନ ସୀମାରେ ଦୁଇ ପକ୍ଷଙ୍କ ମଧ୍ୟରେ ଗୁଳିବିନିୟମ ହେବା ଏକ ସାଧାରଣ କଥା । କିନ୍ତୁ ବାଂଲା ସୀମାରେ ଗୁଳିବିନିମୟ ହେବା ବିରଳ । କିନ୍ତୁ ଆଜି ଏପରି ଏକ ଦୁର୍ଭାଗ୍ୟଜଗକ ଘଟଣା ଘଟିଛି । ବାଂଲାଦେଶର ସୀମା ସୁରକ୍ଷା ବାହିନୀ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଗୁଳିରେ ଭାରତର ସୀମା…