Daily Archives

October 15, 2019

‘ମୋ ସରକାର’ ପାଇଁ ବିଜେପି ଉପରେ ବର୍ଷିଲା ବିଜେଡି । କହିଲା, ସରକାରଙ୍କ ଏଭଳି ଜନହିତକାରୀ କାର୍ଯ୍ୟକ୍ରମକୁ…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଉପରେ ବିରୋଧୀ ବିଜେପି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ବିଜେଡି ପକ୍ଷରୁ କଡା ଜବାବ ଦିଆଯାଇଛି । ମୋ ସରକାର ପ୍ରତି ବିଜେପିର ଏତେ ଅସୂୟା ଭାବ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । ଏପରିକି ଜନସାଧାରଣଙ୍କୁ ଉତ୍ତମ ସେବା…

ଜୀବନ ପାଉଛି ଶୁଖିଲା ପଇଡ: ଅଦରକାରୀ ପଇଡକୁ ସାଉଁଟି ଆଣି ଦେବାଦେବୀଙ୍କ ସୁନ୍ଦର ଚିତ୍ର କରୁଛନ୍ତି ବିଭୂତି

କନକ ବ୍ୟୁରୋ: ପଇଡରୁ ପାଣି ପିଇ ସାରିଲା ପରେ ସମସ୍ତେ ତାକୁ ଫୋପାଡି ଦିଅନ୍ତି କିମ୍ବା ଅଦରକାରୀ ଭାବି ଜାଳେଣୀ ପାଇଁ ନେଇଯାଆନ୍ତି । ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ପଇଡ ସହ ଦିନ ରାତି କାଟି ଦିଅନ୍ତି । ପଇଡକୁ ପ୍ରେମ କରନ୍ତି, ପଇଡକୁ ମନ ଦିଅନ୍ତି ଆଉ ପଇଡ ଭିତରେ ପ୍ରଭୁଙ୍କୁ…

ପାହାଡ ଡେଇଁଲେ ପେଟ ପୂରିବ । ୩ଟି ପାହାଡ, ୨ଟି ନାଳ ପାରିହେଲେ ମିଳୁଛି ଡାଲି, ଚାଉଳ ଓ ଭତ୍ତା । ଜୀବନ ଜୀବିକା ପାଇଁ…

କନକ ବ୍ୟୁରୋ : ପାହାଡି ମଣିଷର ରାସ୍ତା ଦୁଃଖ । ଗାଁଠାରୁ ୭ କିଲୋମିଟର ଦୂର ପଂଚାୟତ ଅଫିସ ଯିବା ପାଇଁ ୩ଟି ପାହାଡ ୨ଟି ନାଳ ପାରି ହେଉଛନ୍ତି ଅନୁଗୁଳ ଜିଲ୍ଲା ‘ବେତର’ ଗାଁର ଆଦିବାସୀ ମଣିଷ । ମୁଣ୍ଡରେ ୩୫ କିଲୋଗ୍ରାମ ଚାଉଳ ମୁଣ୍ଡାଇ ମହିଳାଙ୍କ ମାର୍ଚ୍ଚ । ପଂଚାୟତ ଅଫିସରୁ ବାହାରିଥିବା ଏହି…

୫ ଦିନପରେ ବିଜେପୁର ପଲିଟିକାଲ୍ । ପେପର ପରୀକ୍ଷାରେ ସଫଳ ହେବାକୁ ଚାଲିଛି ସମରସଜ୍ଜା…

କନକ ବ୍ୟୁରୋ: ଆଉ ୫ ଦିନ ପରେ ବିଜେପୁର ପେପର୍ । ରଣକ୍ଷେତ୍ର ପ୍ରସ୍ତୁତ, ଏବେ ଲଢ଼େଇକୁ ଅପେକ୍ଷା । ଆଉ ଲଢ଼େଇ ପୂର୍ବରୁ ଶକ୍ତି ପ୍ରଦର୍ଶନ କରୁଛନ୍ତି ୩ ଦଳର ଶୀର୍ଷ ନେତା । ଉଭୟ ବିଜେଡି ଓ ବିଜେପି ଓ କଂଗ୍ରେସର ସିପାହୀମାନେ ବିରାଟ ପଟୁଆରରେ କରୁଛନ୍ତି ସମରସଜ୍ଜା । ସେପଟେ ଗତ ଦେଢ଼ ବର୍ଷ…

ଗୋଟିଏ ଏଲଇଡି ବଲବ୍ ଜଳିଲେ, ବିଲ୍ ଆସୁଛି ୨୦୦୦ ଟଙ୍କା । ନିୟମଗିରି ଡଙ୍ଗରିଆଙ୍କ ପାଇଁ ଦୁର୍ଭାଗ୍ୟ ପାଲଟିଛି କେନ୍ଦ୍ର…

କନକ ବ୍ୟୁରୋ : ଡଙ୍ଗରିଆଙ୍କୁ ବିଜୁଳି ମାଡ । ନିୟମଗିରି ପାହାଡ ଉପରେ ରହୁଥିବା ଆଦିମ ଜନଜାତିଙ୍କ ପାଇଁ ଦୁର୍ଭାଗ୍ୟ ପାଲଟିଛି କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା । ସରକାରୀ ଯୋଜନାରେ ବିଜୁଳି ପାଇଁ ସିନା ଘର ଆଲୋକିତ ହୋଇଛି । ହେଲେ ଏବେ ମାସକ ବିଲ୍ ଦେଖି ରାୟଗଡା ମୁନିଗୁଡା ବ୍ଲକର…

‘ଫୋନି’ ପାଇଁ ଜନ୍ମଦିନ ନପାଳିବାକୁ ନବୀନଙ୍କ ନିଷ୍ପତ୍ତିି, ଆସନ୍ତାକାଲି ନବୀନ ନିବାସ ନଆସି ଅନାଥାଶ୍ରମ ଯିବାକୁ…

କନକ ବ୍ୟୁରୋ: ଆସନ୍ତାକାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଫୋନି’ ପାଇଁ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି । ଚଳିତବର୍ଷ ବାତ୍ୟା ‘ଫୋନି’ ରାଜ୍ୟର ବିପୁଳ କ୍ଷତି କରିଛି । ତେଣୁ ଆସନ୍ତାକାଲି ନବୀନ ନିଜର ଜନ୍ମିଦନ…