Daily Archives

October 14, 2019

‘ମୋ ସରକାର’କୁ ଆପଣାଇଲେ, ‘ଓଡ଼ିଶା ରାଇଟ୍ ଟୁ ପବ୍ଲିକ ସର୍ଭିସେସ୍ ଆକ୍ଟ’କୁ ଭୁଲିଗଲେ କି ରାଜ୍ୟ ସରକାର । ଜାଣନ୍ତୁ ଏହି…

କନକ ବ୍ୟୁରୋ : ମୋ ସରକାର କାର୍ଯ୍ୟକ୍ରମ ଓ ୫-ଟିର ପ୍ରଣୟନକୁ ନେଇ ଏବେ ରାଜ୍ୟ ସରକାର ଆରମ୍ଭ କରିଦେଇଛନ୍ତି ବଡ ଧରଣର ଅଭିଯାନ । ସଚିବଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଦୃଢ ପଦକ୍ଷେପ ମଧ୍ୟ ନେଉଛନ୍ତି । ୫-ଟି ସଚିବଙ୍କ…

୩ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରବାସୀଙ୍କୁ ନବୀନଙ୍କ ଦୀପାବଳି…

କନକ ବ୍ୟୁରୋ : ୩ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି । ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ମେଡିକାଲ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାର ମାତ୍ର ୧୦ ଦିନ ମଧ୍ୟରେ ସମୀକ୍ଷା କରିବା ପରେ ଏଭଳି ଘୋଷଣା କରିଛନ୍ତି…

ପବଜୀ ଗେମ୍ ଖେଳିବାକୁ ମନା କଲେ ବୋଲି… । ନିଜ ଅପହରଣର ମିଛ ନାଟକ ରଚିଲେ, ବାପା-ମା’ଙ୍କୁ ୩ ଲକ୍ଷ ଟଙ୍କା ମାଗିଲେ…

ପବଜୀ ଗେମ୍ ପାଇଁ ଏଭଳି ପାଗଳାମୀ ଆପଣ ପୂର୍ବରୁ କେବେ ଶୁଣିନଥିବେ । ପାଠ ପଢ଼ା ଛାଡ଼ି ପବଜୀ ଗେମ୍‌ ଖେଳିବାରେ ବ୍ୟସ୍ତ ରହୁଥିଲେ ୧୬ବର୍ଷୀୟ ବାଳକ । ଏଭଳି ଅଭ୍ୟାସକୁ ଦୂର କରିବା ପାଇଁ ବାଳକର ମାତା-ପିତା ତାଙ୍କର ଫୋନ ଛଡ଼ାଇ ନେଇଥିଲେ । କିନ୍ତୁ ଏଭଳି କରିବା ପରେ ତାଙ୍କ ପୁଅ କେତେ ବଡ଼ ପଦକ୍ଷେପ…

ଦୁର୍ଘଟଣାରେ ଛଟପଟ ହେଉଥିଲେ ବାପଝିଅ, ଦେବଦୂତ ସାଜି ଜୀବନ ବଞ୍ଚାଇଲେ ବାଲେଶ୍ୱର ଏସ.ପି

କନକ ବ୍ୟୁରୋ: ଜୀବନ ବଞ୍ଚାଇଲେ ଯୁଗଳ କିଶୋର । ଦୁର୍ଘଟଣାଗ୍ରସ୍ତ ବାପଝିଅଙ୍କ ପାଇଁ ଦେବଦୂତ ସାଜିଲେ ବାଲେଶ୍ୱର ଏସ.ପି । ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ରାସ୍ତା କଡରେ ଛଟପଟ ହେଉଥିବା ୨ ବାପଝିଅଙ୍କୁ ନିଜ ଗାଡିରେ ମେଡିକାଲ ନେଇ ସେମାନଙ୍କ ଜୀବନ ବଞ୍ଚାଇଛନ୍ତି ବାଲେଶ୍ୱର ଏସ.ପି ବି. ଯୁଗଳ…

ଚଢାଉ ଭୟରେ ନୁହେଁ ୭ ବର୍ଷ ତଳୁ ସଜେଇ ହୋଇଛି ଡାକ୍ତରଖାନା…ସମ୍ବଲପୁରର ସୁନ୍ଦର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ…

କନକ ବ୍ୟୁରୋ: ସ୍ୱାସ୍ଥ୍ୟକେନ୍ଦ୍ରର ପରିବେଶକୁ ନେଇ ଅନେକ ସମୟରେ ଅନେକ ଅଭିଯୋଗ ଆସିଥାଏ । କେବେ ଅସ୍ୱାସ୍ଥ୍ୟକର ପରିବେଶ ତ ପୁଣି କେବେ ଡାକ୍ତରଖାନା ଭିତରେ ଗାଇଗୋରୁ ଓ କୁକୁରଙ୍କ ଅବାଧ ବିଚରଣ ଖବର ଗଣମାଧ୍ୟମରେ ପ୍ରସାରଣ ହୋଇଥାଏ । ଗତ କିଛି ଦିନ ହେବ ରାଜ୍ୟ ସରକାରଙ୍କ ଫାଇଫ୍ ଟି ସଚିବ…

କଲମ ଛାଡି କୋଦାଳ ଧରିଲେ ବି.ଡି.ଓ : ରାସ୍ତା ସଫା କଲେ କାଲିମେଳା ବ୍ଲକର ବିଡିଓ ଉମାଶଙ୍କର ଦଳାଇ

କନକ ବ୍ୟୁରୋ: କଲମ ଛାଡି ହାତରେ କୋଡି କୋଦାଳ ଧରିଲେ ବି.ଡି.ଓ ଓ ବ୍ଲକ ଅଧ୍ୟକ୍ଷ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଡିଓ ଉମାଶଙ୍କର ଦଳାଇ ଓ ଚେୟାରମ୍ୟାନ ମାଲା ମାଢୀ ହାତରେ କୋଦାଳ ଧରି ସଫେଇ କାର୍ଯ୍ୟରେ ଯୋଗ ଦେବାର ଚିତ୍ର ଏବେ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚା ସାଉଁଟିଛି ।…