Daily Archives

October 12, 2019

ସଚିବଙ୍କ ଗସ୍ତ ପରେ ସ୍ୱାସ୍ଥ୍ୟସେବା ପାଇଁ ସଂଘର୍ଷ । ଲମ୍ବା ଲାଇନରେ ଘଂଟା ଘଂଟା ଛିଡ଼ା ହୋଇ ହତାଶ ହୋଇ ଫେରୁଛନ୍ତି ରୋଗୀ…

କନକ ବ୍ୟୁରୋ : ଡାକ୍ତରଖାନାରେ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ଲୋକ ଦେଖାଣିଆ ନା ବାସ୍ତବିକ ଲୋକଙ୍କୁ ମିଳୁଛି ସେବା । ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି, କାରଣ ଫାଇଭ-ଟି-ସଚିବଙ୍କ ଗସ୍ତ ପୂର୍ବରୁ ଯେଉଁ ଚିତ୍ର ଦେଖିବାକୁ ମିଳିଥିଲା, ଗସ୍ତ ପରର ଦୃଶ୍ୟ ଥିଲା ସମ୍ପୁର୍ଣ୍ଣ ଭିନ୍ନ । ବିଶେଷକରି…

ପୁରୁଣା ସାଇକେଲ ଆଣିଲା ଅସରନ୍ତି ଖୁସି । ଘରକୁ ସାଇକେଲ ଆସିବା ପରେ ନାଚି ନାଚି ଖୁସି ମନାଇଲା କୁନି ଝିଅ, ସୋସିଆଲ…

କନକ ବ୍ୟୁରୋ : ଖୁସି । ଶବ୍ଦଟା ଶୁଣିବାକୁ ଛୋଟ ହୋଇପାରେ, କିନ୍ତୁ ଏହାର ରହିଛି ବହୁ ବ୍ୟାପକ ଅର୍ଥ । ଅର୍ଥ କାହା ପାଇଁ କେମିତି । କିଏ ଘର କିଣି ଖୁସି ପାଉଛି ତ ଆଉ କିଏ ବଡ ବଡ ହୋଟେଲରେ ଖାଇ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ କୁନି ଝିଅ ମନରେ ଖୁସି ଆସିଛି ଗୋଟିଏ ପୁରୁଣା…

ଭାରତ-ଚୀନ୍ ସଂପର୍କରେ ନୂଆ ଅଧ୍ୟାୟ । ଜିନପିଙ୍ଗ କହିଲେ ଭାରତ-ଚୀନ୍ ଭାଇ ଭାଇ । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଏକାଠି…

କନକ ବ୍ୟୁରୋ : ଚୀନ-ଭାରତ ସମ୍ପର୍କରେ ନୂଆ ମାଇଲଖୁଂଟ ହୋଇପାରେ ମୋଦି-ଜିନପିଙ୍ଗ ବୈଠକ । ଭାରତ-ଚୀନ ଭାଇ ଭାଇ ବୋଲି କହିଛନ୍ତି ଚୀନ୍ ରାଷ୍ଟ୍ରପତି । ଏହା ସହ ଭାରତର ଆତିଥ୍ୟ ତାଙ୍କୁ ଓ ତାଙ୍କ ପ୍ରତିନିଧି ଦଳକୁ ଅଭିଭୂତ କରିଛି ବୋଲି କହିଛନ୍ତି ଜିନପିଙ୍ଗ୍ । ସେପଟେ ମୋଦି କହିଛନ୍ତି ଚୀନ ଓ…

କାର୍ଯ୍ୟକାରୀ ହେବ କି କୃଷକ କଲ୍ୟାଣ ପାଣ୍ଠି ? ପୁଣି ଫାଇଲ୍ ଖୋଲିଲେ ସରକାର, କାଳିଆ ଯୋଜନାର କାର୍ଯ୍ୟକାରିତା ନେଇ…

କନକ ବ୍ୟୁରୋ : କୃଷକ କଲ୍ୟାଣ ପାଣ୍ଠି ସମ୍ପର୍କରେ ସରକାର ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି । କାର୍ଯ୍ୟକାରୀ ହେବାକୁ ଯାଉଛି କୃଷକ କଲ୍ୟାଣ ପାଣ୍ଠି । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ୨୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । କ୍ଷୁଦ୍ର ଓ ଗରିବ ଚାଷୀଙ୍କୁ ୨୦,୦୦୦ ଟଙ୍କାର…

ରାଜଧାନୀରେ ରକ୍ତଭିଜା ମାଆର ଦୁଃଖକାହାଣୀ ! ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର । ଲେବର ରୁମରୁ…

କନକ ବ୍ୟୁରୋ : ଏହା ଏମିତି ଏକ ଖବର, ଯାହା ଜାଣିଲେ ହୁଏତ ଆପଣଙ୍କ ମନରେ ବ୍ୟବସ୍ଥା ପ୍ରତି ଥିବା ଆସ୍ଥା ତୁଟି ଯିବ । ଏହି କାହାଣୀ ଜଣେ ରକ୍ତଭିଜା ମା’ର । ଯିଏ ପ୍ରସୂତୀ ବେଦନାରେ ଛଟପଟ ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆସିିଥିଲେ । ହେଲେ ଚିକିତ୍ସା ମିଳିଲାନି, ମିଳିଲା କେବଳ…