Daily Archives

October 11, 2019

ସୋସିଆଲ୍ ମିଡିଆରେ ବନ୍ଧୁତା , ପୂଜା ମଣ୍ଡପରେ ପ୍ରଥମ ଦେଖା , ପ୍ରେମନିବେଦନ ଆଉ ତା’ପରେ ବିବାହ ! ଚର୍ଚ୍ଚାରେ…

ସୋସିଆଲ୍ ମିଡିଆରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ,ତା’ପରେ ବନ୍ଧୁତା ଅଚାନକ ଦେଖାସାକ୍ଷାତ ଆଉ କିଛି ସମୟ ମଧ୍ୟରେ ବିବାହ । ଶୁଣିଲେ ଅଜବ ଲାଗୁଥିବ ନିହାତି କିନ୍ତୁ ସମ୍ପୁର୍ଣ୍ଣ ଘଟଣା ଜାଣିଲେ ଆପଣ ବି ଅବାକ୍ ହୋଇଉଠିବେ । ମା’ ଦୂର୍ଗାଙ୍କ ନବରାତ୍ରୀ ସମୟରେ କଲିକତାରେ ହଜାର ହଜାର ମଣ୍ଡପ ଭିତରେ ଏଭଳି…

ଦୁବାଇରୁ ଆସୁଛି ଚୋରା ସୁନା ! ଅସ୍ତ୍ର ଓ ନିଶା ଦ୍ରବ୍ୟ କାରବାର ପାଇଁ ପୁରୁଣା ରୁଟରେ ଚୋରା ଚାଲାଣ କରାଉଛି ଦାଉଦ…

କନକ ବ୍ୟୁରୋ: ଚୋରା ସୁନାର ଦୁବାଇ ଲିଙ୍କ୍ । ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ ଟ୍ରେନରୁ ୧୩ କେଜି ସୁନା ଧରାପଡିବା ପରେ ଏ ନେଇ ଖୋଳତାଡ ଆରମ୍ଭ ହୋଇଛି । ଏହି ସୁନା ଚୋରାଚଲାଣର ଥାଇପାରେ ଦୁବାଇ ଲିଙ୍କ୍ । ଆଉ ଏହା ପଛରେ ମୁମ୍ବାଇ ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମ ଓ ପାକିସ୍ତାନ…

ଚେନ୍ନାଇରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ। ଏୟାରପୋର୍ଟରେ ପାରମ୍ପରିକ ନାଚ, ଗୀତ ସହ ଜିନପିଙ୍ଗଙ୍କୁ ଭବ୍ୟ…

କନକ ବ୍ୟୁରୋ: ଏକାଠି ହେବେ ଦୁଇ ମହାଶକ୍ତିି । ଚେନ୍ନାଇ ବିମାନବନ୍ଦରରେ ପହଂଚିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ତାମିଲନାଡୁ  ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଜିନପିଙ୍ଗ । ମହାବଳିପୁରମରେ ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ଅନୈାପଚାରିକ ଆଲୋଚନା ହେବେ । ଏହାସହ…

ଗ୍ରାଉଣ୍ଡ ଜିରୋରେ ୫-ଟି ସଚିବ : ଲୋକଙ୍କ ସହ ଧାଡ଼ିରେ ଛିଡ଼ାହେଲେ, ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇଲେ ଭି.କେ…

କନକ ବ୍ୟୁରୋ : ଆହାର ଖାଇଲେ ୫ଟି ସଚିବ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ତେବେ ସବୁଠାରୁ ବଡ଼ କଥା ହେଲା ଜଣେ ସାଧାରଣ ଲୋକ ପରି ଖାଇବା ପାଇଁ ଧାଡ଼ିରେ ମଧ୍ୟ ଛିଡ଼ାହୋଇଥିଲେ  ପାଣ୍ଡିଆନ୍ । କେବଳ ୫ଟି ସଚିବ…

ବିଲଡିଙ୍ଗ୍  କାନ୍ଥରେ ଲାଗିଛି ୪୪୦ ହଳ ମହିଳାଙ୍କ ଜୋତା ! ଲୋକ ଆସୁଛନ୍ତି , ଦେଖୁଛନ୍ତି , ଫଟୋ ଉଠାଉଛନ୍ତି ଆଉ କାରଣ…

ନାରୀ ହିଂସା ଦୁନିଆରେ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ କିଛି ଦେଶରେ ନାରୀ ହିଂସା ଖୁବ୍ ଗମ୍ଭୀର ପରିସ୍ଥିତିରେ ପହଁଚିଛି । ଆଜିର ସମୟରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସା ସମାଜର ଏକ ପ୍ରମୁଖ ବିଷୟ ହୋଇ ଠିଆ ହୋଇଛି । ସବୁୁଠାରୁ ଦୁଃଖର ବିଷୟ ହେଉଛି ଏହି ହିଂସା ବିରୁଦ୍ଧରେ ସ୍ୱର…

ପୁନେ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ : ମୟଙ୍କ ଅଗ୍ରୱାଲଙ୍କ ପରେ କ୍ୟାପଟେନ କୋହଲିଙ୍କ ଦମଦାର ଶତକ, ଟେଷ୍ଟ କ୍ୟାରିୟରର…

କନକ ବ୍ୟୁରୋ : ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ନୂଆ ରେକର୍ଡ । ପୁନେରେ ଚାଲିଥିବା ଭାତର- ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ୨୬ ତମ ଶତକ କରି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମମ ଉଲ-ହକଙ୍କୁ ପଛରେ ପକାଇ ଦେଇଛନ୍ତି କୋହଲି । ଇଞ୍ଜାମାମ ୨୫ଟି ଶତକ କରି ବିରାଟଙ୍କ ସହ ସମାନ…