Daily Archives

October 10, 2019

ଜାରକା ଗଳି ପୋଲ ଉପରେ ତିଆରି ହେବ ଫ୍ଲାଇ ଓଭର ବ୍ରିଜ୍ । ମିଳିଲା ସବୁଜ ସଙ୍କେତ, ପୂରଣ ହେବ ଧର୍ମଶାଳାବାସୀଙ୍କ…

କନକ ବ୍ୟୁରୋ : ଯାଜପୁର ଜାରକା ଜାତୀୟ ରାଜପଥ ଗଳିପୋଲ ଫ୍ଲାଇ ଓଭର ହେବା ନେଇ ମିଳିଛି ସବୁଜ ସଙ୍କେତ । ଧର୍ମଶାଳାବାସୀଙ୍କ ଦୀର୍ଘଦିନର ଦାବୀ ପୂରଣ ହେବାକୁ ଯାଉଛି । ଜାରକା ଗଳି-ପୋଲ ସମସ୍ୟା ସମ୍ପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଲୋକଙ୍କ ଦାବି ପୂରଣ ହେବାକୁ ଯାଉଛି । ଫ୍ଲାଇ ଓଭର…

ଗୋ-ତସ୍କରଙ୍କ ଗୁଳିରେ ଆହତ ହେଲେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ! ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତୀ ,…

ହରିୟାଣାର ଗୁରୁଗ୍ରାମରେ ଗୋ-ତସ୍କରମାନେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିମାରିବା ଘଟଣା ସାମ୍ନାକୁ ଆସିଛି । ବୁଧବାର ରାତି ଗୁରୁଗ୍ରାମ୍ ସେକ୍ଟର ୧୦ ରେ ଘଟିଛି ଏହି ଘଟଣା । ଗୋରକ୍ଷକ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ନାଁ ମୋନୁ ମନେସର୍ ବୋଲି ଜଣାପଡିଛି । ଆହତଙ୍କ…

ଦୀପାଞ୍ଚଳକୁ ବିପଦପୂର୍ଣ୍ଣ ନୌକା ଯାତ୍ରା । ମହାନଦୀ ମଝି ଟାପୁରେ ଥିବା ଗାଁକୁ ଯୋଡି ପାରିନି ସେତୁ କି ଗାଁ, ପାଣି ପାରି…

କନକ ବ୍ୟୁରୋ : ଦିନେ ନୁହେଁ କି ମାସେ ନୁହେଁ, ବିପଦ ସଙ୍କୁଳ ଅବସ୍ଥାରେ ବର୍ଷକୁ ଛଅରୁ ସାତ ମାସ ମହାନଦୀ ପାର ହେଉଛନ୍ତି ଲୋକେ । ୫୦ ବର୍ଷ ହେବ ଦୀପାଂଚଳକୁ ସ୍ଥାୟୀ ରାସ୍ତା ବା ପୋଲ ଟିଏ ହୋଇପାରୁନାହିଁ । ଫଳରେ ମହାନଦୀ ମଝି ଟାପୁରେ ରହୁଥିବା ୨ଟି ଗାଁର ଶତାଧିକ ଲୋକ ଗୋଟିଏ ଡଙ୍ଗା ଭରସାରେ…

ଲୋକପ୍ରିୟ ଶୋ’ ବିଗବସ୍ ଉପରେ ବ୍ୟାନ୍ ର ସଂକଟ ! ତେଜିଲା କରଣୀସେନା , ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ମାଗିଲା…

ଦେଶର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ -୧୩ ର ସମସ୍ୟା କମିବା ବଦଳରେ ଧିରେ ଧିରେ ବଢିବାକୁ ଲାଗିଛି। ନିକଟରେ ଏହି ଶୋ’ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା । କିନ୍ତୁ ବର୍ତ୍ତମାନ ଏହି ମାମଲାରେ ନୂଆମୋଡ ଦେଖିବାକୁ ମିଳୁଛି । କରଣୀ ସେନା ମଧ୍ୟ ବିଗ୍ ବସ୍ ୧୩ କୁ ତୁରନ୍ତ…

ତିତିଲିକୁ ବର୍ଷେ । ଓଡିଶା ଦେଖିଥିଲା କାଳ ରାତିର କରାଳ ରୂପ । ଆଜି ବି ଅକ୍ଟୋବର ୧୦କୁ ମନେ ପକାଇ ଗୁମୁରୁ ଗୁମୁରି…

କନକ ବ୍ୟୁରୋ : ସେହି କାଳ ରାତ୍ରୀ, ଯାହାକୁ ପୁରୁଛି ୧ ବର୍ଷ । ଆଜି ସେହି ଅକ୍ଟୋବର ୧୦ ତାରିଖ, ଯେଉଁ ଦିନ ବିଳମ୍ବିତ ରାତିରେ ତାଣ୍ଡବ ରଚିଥିଲା ବାତ୍ୟା ତିତିଲି । ଆଉ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଜପତି ଜିଲ୍ଲା । ତିତିଲିର ବର୍ଷେ ପରେ କେମିତି ଅଛି ପ୍ରଭାବିତ ଅଂଚଳ ? ସରକାର…

ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର: ଜାନୁୟାରୀ ପହିଲାରୁ ସୁରତକୁ ବିମାନ, ସପ୍ତାହକୁ ୩ ଦିନ ଭୁବନେଶ୍ୱରରୁ ସୁରତକୁ ଭରିବ…

କନକ ବ୍ୟୁରୋ: ଆସନ୍ତା ନୂଆ ବର୍ଷରୁ ଭୂବନେଶ୍ୱରୁ ସୁରତକୁ ଉଡ଼ାଣ ଭରିବ ବିମାନ । ସପ୍ତାହକୁ ୩ ଦିନ ବିମାନ ଯାତ୍ରୀମାନେ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱରରୁ ସୁରତକୁ ସିଧାସଳଖ ଯାତ୍ରା କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତା ନିଜ ଅଫିସିଆଲ୍…