Daily Archives

October 9, 2019

ବଦଳିଯିବ ପୁରୀ ଶ୍ରୀମନ୍ଦିର ଚିତ୍ର: ସ୍ୱର୍ଣ୍ଣ ମନ୍ଦିର ଶୈଳୀରେ ପାରିପାଶ୍ୱିକ ବିକାଶ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ

କନକ ବ୍ୟୁରୋ: ବଦଳିଯିବ ପୁରୀ ଶ୍ରୀମନ୍ଦିର ଚିତ୍ର । ପୁରୀକୁ ବିଶ୍ୱ ଐତିହ୍ୟ ସ୍ଥଳୀ କରିବା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲ୍ୟୁ ପ୍ରିଂଟ । ସ୍ୱର୍ଣ୍ଣ ମନ୍ଦିର ଶୈଳୀରେ ପାରିପାଶ୍ୱିକ ବିକାଶ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ନେଇ ଶ୍ରୀମନ୍ଦିର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ସୂଚନା…

୫୦ ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫%…

କନକ ବ୍ୟୁରୋ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । କ୍ୟାବିନେଟ ବୈଠକରେ ଦର ଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରାଯାଇଛି । ପୂର୍ବରୁ ୧୨  ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ଏବେ ଏହାକୁ ୫ ପ୍ରତିଶତ ବଢାଯାଇଛି । କେନ୍ଦ୍ର ସରକାରୀ…

କାଠଯୋଡ଼ି ବ୍ରିଜରୁ ନଦୀକୁ ଡେଇଁଲେ ଯୁବକ: ପତ୍ନୀଙ୍କ ସହ ବଚସା ପରେ ନଦୀକୁ ଡେଇଁପଡିଲେ ସ୍ୱାମୀ

କନକ ବ୍ୟୁରୋ: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ସାମ୍ନାରେ କାଠଯୋଡି ବ୍ରିଜ ଉପରୁ ନଦୀକୁ ଡେଇଁ ସ୍ୱାମୀ ନିଖୋଜ । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସ୍ତ୍ରୀଙ୍କୁ କଟକ ସଦର ଥାନାରେ ରଖି ପଚରାଉଚରା କରାଯାଉଛି । ସ୍ୱାମୀ-ସ୍ତ୍ରୀ ଓ ତାଙ୍କର ଏକ…

ଜମାଟୋ ବଏ ଉପରେ ଲାଗିଲା ଗମ୍ଭୀର ଅଭିଯୋଗ ! ଖାଦ୍ୟ ଡେଲିଭରି କରିବାକୁ ଆସି କୁକୁର ଚୋରୀ କରିଥିବା ନେଇ ଅଭିଯୋଗ ଆଣିଲେ…

ଆଜିର ଡିଜିଟାଲ୍ ଜମାନାରେ ହାତ ପାହାନ୍ତାରେ ସବୁ ମିଳୁଛି । ଆଙ୍ଗୁଠି ବୁଲାଇ କିଏ ସପିଙ୍ଗ୍ କରୁଛି ତ ପେଟପୂଜା କରିବା ପାଇଁ କିଏ ଫୁଡ୍ ଡେଲିଭରି ଆପ୍ ର ସାହାରା ନେଉଛି । କିନ୍ତୁ ଏହି ଫୁଡ୍ ଡେଲିଭରୀ ଆପ୍ ରୁ ଅର୍ଡର କରିବା ଏବେ ଜଣେ ଦମ୍ପତୀଙ୍କ ପାଇଁ ଭାରୀ ପଡିଛି । ମହାରାଷ୍ଟ୍ରର ପୁଣେରୁ…

ଚର୍ଚ୍ଚାରେ ବିଜେପି ପ୍ରାର୍ଥୀଙ୍କ ବିବାଦୀୟ ବୟାନ: ‘ଭାରତ ମାତା କି ଜୟ’ ନକହିବାରୁ, ସେମାନେ କଣ ପାକିସ୍ତାନୀ ବୋଲି କଲେ…

କନକ ବ୍ୟୁରୋ: ଟିକଟକ ଷ୍ଟାର ଓ ବିଜେପି ପ୍ରାର୍ଥୀ ସୋନାଲୀ ଫୋଗଟଙ୍କ ବିବାଦୀୟ ବୟାନ । ହରିୟାଣାର ଆଦମପୁର ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ସୋନାଲୀ ଫୋଗଟ ତାଙ୍କ ନିର୍ବାଚନୀ ରାଲିରେ ଏପରି କିଛି କହିଛନ୍ତି ଯାହାକୁ ନେଇ ଏବେ ତାଙ୍କୁ କ୍ଷମା ମାଗିବାକୁ ପଡିଛି । ‘ଭାରତ ମାତା କି…

ସହିଦଙ୍କୁ ଅସମ୍ମାନ ! ହୃଦଘାତରେ ପ୍ରାଣ ହରାଇଥିବା ଯବାନଙ୍କୁ ଗାର୍ଡ ଅଫ ଅନର ନେଇ ବିଷମ ସ୍ଥିତି । ପରିବାର ସଦସ୍ୟ…

କନକ ବ୍ୟୁରୋ : ସହିଦଙ୍କ ସମ୍ମାନ ନେଇ ପ୍ରଶ୍ନ । ସହିଦଙ୍କ ମରଶରୀରକୁ ନେଇ ଆଜି ସକାଳେ ଭୁବନେଶ୍ୱର ଏୟାରପୋର୍ଟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଗାର୍ଡ଼ ଅଫ୍ ଅନର୍ ଦିଆଯାଇନଥିବାରୁ ସହିଦଙ୍କ ମର ଶରୀରକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ପରିବାର ସଦସ୍ୟ । ଯାଜପୁର କଚେରୀ ଗାଁର…