Daily Archives

October 8, 2019

ସବୁ ପ୍ରତୀକ୍ଷା ଅନ୍ତ : ବିଜୟା ଦଶମୀରେ ଭାରତକୁ ମିଳିଲା ବାୟୁରକ୍ଷକ ରାଫେଲ୍ ଯୁଦ୍ଧ ବିମାନ

କନକ ବ୍ୟୁରୋ :  ସବୁ ପ୍ରତୀକ୍ଷା ଅନ୍ତ । ବିଜୟାଦଶମୀରେ ଭାରତକୁ ମିଳିଲା ପ୍ରଥମ ଆର୍‌ବି-୦୦୧ରାଫେଲ ବିମାନ । ଏବେ ଫେଲ ମାରିବ ଆତଙ୍କର ରାବଣ । ଭାରତ ସୀମାକୁ ପ୍ରବେଶ କରିବା ପୂର୍ବରୁ ହଜାରେ ଥର ଚିନ୍ତା କରିବ ଶତ୍ରୁ ।  ତେବେ ଆଉ କିଛି ସମୟ ପରେ ରାଫେଲରେ ଉଡ଼ାଣ ଭରିବେ ରାଜନାଥ ସିଂ । ଆଜି…

ଆଉ କିଛି ମୁହୂର୍ତ୍ତର ଅପେକ୍ଷା . . ଭାରତକୁ ମିଳିବ ପ୍ରଥମ ରାଫେଲ ଯୁଦ୍ଧ ବିମାନ, ଶସ୍ତ୍ରପୂଜା ପରେ ଉଡ଼ାଣ ଭରିବେ…

କନକ ବ୍ୟୁରୋ : ଆଜି ଭାରତକୁ ମିିଳିବ ପ୍ରଥମ ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସ ମେରାନେକ ଏୟାରବେସରେ ପହଚିଂଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଶସ୍ତ୍ରପୂଜା କରିବା ସହ ରାଫେଲରେ ଉଡାଣ ଭରିବେ ରାଜନାଥ ସିଂହ । ଆଜି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋଁଙ୍କୁ ଭେଟିଛନ୍ତି…

ମହାନଦୀ ମୁହାଣରେ ବୁଡିଗଲା ଟ୍ରଲର : ୨ ଉଦ୍ଧାର, ୩ ମତ୍ସ୍ୟଜୀବୀ ନିଖୋଜ

କନକ ବ୍ୟୁରୋ : ଗଭୀର ସମୁଦ୍ର ଭିତରୁ ଫେରୁଥିବା ବେଳେ ମହାନଦୀ ମୁହାଣରେ ମଙ୍ଗଳବାର ଅପରାହ୍ଣରେ ମାଛଧରା ଟ୍ରଲର ବୁଡ଼ିଯାଇଛି । ମାଛଧରା ଟ୍ରଲର ବୁଡ଼ିଯିବାରୁ ଏଥିର ଥିବା ୫ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିଲେ । ସମସ୍ତେ ପାଣିରେ ଚିତ୍କାର କରୁଥିବା ବେଳେ ନିକଟରେ ଥିବା ଅନ୍ୟ ଏକ ଟ୍ରଲର ଦ୍ୱାରା ୨…

ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା : ସିନ୍ଦୁର ଖେଳି ମା’ଙ୍କୁ ବିଦାୟ ଦେଲେ ବଙ୍ଗୀୟ ସଂପ୍ରଦାୟର ମହିଳା 

କନକ ବ୍ୟୁରୋ : ବିଜୟୀ ଦଶମୀ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା ଦୁର୍ଗା । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଆଜି ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଛି । ଏହି ଆକର୍ଷଣୀୟ ବଙ୍ଗୀୟ ପରଂପରାର ଝଲକ ଦେଖିବାକୁ ମିଳିଛି ମାଲକାନଗିରିରେ । ମାଲକାନଗିରି ଦଣ୍ଡକାରଣ୍ୟ ପୂଜା ମଣ୍ଡପରେ ମାଙ୍କ ମୃଣ୍ମୟ…

ସୁବର୍ଣ୍ଣପୁର ବଡଝିଙ୍କି ଗାଁରୁ ଆସିଛି ଅଭାବନୀୟ ଖବର :  ୪ ଶିଶୁ କନ୍ୟା ଜନ୍ମ ଦେଲେ ବନତୀ ମୁଣ୍ଡା

କନକ ବୁରୋ : ଏକାଥରେ ୪ ଶିଶୁଙ୍କୁ ଜନ୍ମ ଦେଇ ଗୁରୁତର ମାଆ । ସୁବର୍ଣ୍ଣପୁର ବଡଝିଙ୍କି ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭବାନୀୟ ଖବର । ୪ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ସଦର ବ୍ଲକ ବଡଝିଙ୍କି ଗାଁର ବନତୀ ମୁଣ୍ଡା । ଶିଶୁ ଗୁଡିକ ୫ଶହ ଗ୍ରାମର ହୋଇଥିବାରୁ ସବୁ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି…

ଭାରତ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ୍ : ବିଏସଏଫ୍ ଆଲର୍ଟ, ସର୍ଚ୍ଚ ଅପରେସନ୍ ଜାରି

କନକ ବ୍ୟୁରୋ : କଡ଼ା ସୁରକ୍ଷା ସତ୍ୱେ ଭାରତ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ୍ । ଭାରତ-ପାକ୍ ଅନ୍ତର୍ଜାତୀୟ ସୀମା ନିକଟରେ ଏହି ଡ୍ରୋନ୍ ଠାବ କରାଯିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏଚ୍.କେ ଟାୱାରସ୍ଥିତ ଭାରତୀୟ ଚେକ୍ ପୋଷ୍ଟ ନିକଟବର୍ତ୍ତୀ ହୁସେକ୍ ୱାଲା ନିକଟରେ ଡ୍ରୋନଟି…