Daily Archives

October 5, 2019

ଓଡ଼ିଶାରେ ପଡ଼ିଲା କି ମାନ୍ଦାବସ୍ଥାର ପ୍ରଭାବ? ପୂଜା ବୋନସ ବଦଳରେ ୩୦୦ ଜଣଙ୍କ ଚାକିରି ଗଲା, ଧାରଣାରେ ବସିଲେ ଶ୍ରମିକ ।

କନକ ବ୍ୟୁରୋ : ଦଶହରାରେ ବିଭିନ୍ନ କମ୍ପାନିର କର୍ମଚାରୀ ବୋନସ୍ ପାଇ ଉତ୍ସବ ମନାଉଥିବା ବେଳେ ଚାକିରି ହରେଇବା ଅ।।ଶଙ୍କାରେ ୩୦୦ରୁ ଅଧିକ କର୍ମଚାରୀ । ଏମିତି ଘଟଣା ଘଟିଛି ଯାଜପୁର ଜିଲା କାଳିଆପାଣିସ୍ଥିତ ଓଟୱାଲ କମ୍ପାନୀରେ । କମ୍ପାନୀ କ୍ଷତି ଦର୍ଶାଇ ସେପ୍ଟେମ୍ବର ମାସ ପହିଲାରୁ ଲକ୍ ଆଉଟ…

ରାଜ୍ୟର ନାଁ କରା ଲ୍ୟାବ ‘ଏସଆରଏଲ୍’ ଦେଲା ଭୁଲ୍ ରିପୋର୍ଟ, ଗୋଟିଏ ଦିନରେ ବଦଳିଗଲା ହିମୋଗ୍ଲୋବିନ୍ ଓ ଥାଇରଏଡ୍ ରିପୋର୍ଟ…

କନକ ବ୍ୟୁରୋ :ଆପଣ କୌଣସି ମେଡିକାଲ ପରୀକ୍ଷା ପାଇଁ ବଡ ବଡ ନାଁ କରା ଡାଏଗ୍ନୋଷ୍ଟିକ୍ ଲ୍ୟାବକୁ ଯାଉଛନ୍ତି କି । ଯଦି ଯାଉଛନ୍ତି ଆଉ ରିପୋର୍ଟକୁ ନେଇ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଛନ୍ତି ତେବେ ସଜାଗ ହୋଇଯାଅନ୍ତୁ । କାରଣ ଏମାନେ ଟେଷ୍ଟିଂ ପାଇଁ ହଜାର ହଜାର ଟଙ୍କା ନେଉଛନ୍ତି ସତ, କିନ୍ତୁ ଯେଉଁ…

ଚୀନ୍ ପାଇଁ ଭାରତର ନୂଆ ଯୁଦ୍ଧ ରଣନୀତି । ୧୪ ହଜାର ଫୁଟ ଉଚ୍ଚରେ ୧୨ ହଜାର ସୈନ୍ୟ କରୁଛନ୍ତି ଯୁଦ୍ଧ ଅଭ୍ୟାସ, ଡ୍ରାଗନ…

ଚୀନ୍ ପାଇଁ ଭାରତର ନୂଆ ରଣନୀତି । ୧୪ ହଜାର ଫୁଟ୍ ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଯୁଦ୍ଧଭ୍ୟାସ ଦେଖି ଚୀନ ଛାତିରେ ଛନକା ପଶିଛି । ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ସବୁଠୁ ବଡ ପାହାଡି ଯୁଦ୍ଧ ଅଭ୍ୟାସ କରୁଛି । ଯାହାର ନାମ ରହିଛି ହିମ ବିଜୟ । ଆଉ ଭାରତୀୟ ସେନାର ଏଭଳି ଯୁଦ୍ଧ ଅଭ୍ୟାସକୁ…

କର୍କଟ କାଟିନେଲା ଗୋଟିଏ ଗୋଡ, ହେଲେ ଭାଙ୍ଗିନଥିଲା ସ୍ୱପ୍ନ । ଗୋଟିଏ ଗୋଡ଼ରେ ନାଚୁଛନ୍ତି ଏମିତି, ଥରେ ଭିଡ଼ିଓ ଦେଖିଲେ…

କନକ ବ୍ୟୁରୋ: କ’ଣ ଗୋଟିଏ ଗୋଡ଼ରେ ଜଣେ ସୁନ୍ଦର ନୃତ୍ୟକଳା ପ୍ରଦର୍ଶନ କରିପାରେ? ୪ ମିନିଟ୍ ପାଖାପାଖି ଏହି ଭିଡ଼ିଓରେ ଜଣେ ନୃତ୍ୟଶିଳ୍ପୀଙ୍କ କଳା ସମସ୍ତଙ୍କୁ ବିମୋହିତ କରିଛି । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ, କଲିକତାର ୧୧ ବର୍ଷୀୟ ଅଞ୍ଜଳୀ କର୍କଟ…

ଅଚାନକ୍ ଆକାଶରୁ ହେଲା ନୋଟ ବର୍ଷା । ଶହ ଶହ ଲୋକ ଏକାଠି ହେବା ପରେ ଜାଣିଲେ ପ୍ରକୃତ ଘଟଣା ।

ଅଚାନକ ଆକାଶରୁ ଉଡିଲା ଟଙ୍କା । ଆଉ ଆକାଶରୁ ଟଙ୍କା ଉଡୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଉତ୍ତରପ୍ରଦେଶର ବନ୍ଦାୟୁ ଜିଲ୍ଲାରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଭିଡ଼ିଓରେ ସୋବରନ୍ ସିଂହ ନାମକ ଓକିଲ ନୋଟଭର୍ତ୍ତି ବ୍ୟାଗ୍…

ପିଆଜ ତ ବଢିଲା ଟମାଟ କାଇଁ ଛାଡିବ ! ୮୦ ଟଙ୍କାରେ ପହଁଚିଲା ଟମାଟର ଦର , ଜାଣନ୍ତୁ କାହିଁକି ବଢୁଛି ପରିବାର ଦାମ୍ ? 

ପିଆଜ ପରେ ଏବେ ଟମାଟର ଦାମ୍ ଆକାଶଛୁଆଁ ହୋଇଛି । ଗତ ଏକ ସପ୍ତାହ ମଧ୍ୟରେ ୩୦ ରୁ ୪୦ ଟଙ୍କା ପ୍ରତି କିଲୋ ଦରରେ ମିଳୁଥିବା ଟମାଟ ଏବେ ୮୦ ଟଙ୍କା ପାଖାପାଖି ପହଁଚି ଗଲାଣି । ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ଦାମ୍ କମି ୭୪.୦୪ ଟଙ୍କା ହୋଇଯାଇଛି । ଗତ ୧୦ ଦିନ ଭିତରେ…