Daily Archives

October 4, 2019

ସିଟ ବେଲ୍ଟ ପିନ୍ଧିନଥିବାରୁ ତଣ୍ଡ ଗଣିଲେ ସ୍କୁଟି ଚାଳକ : ପଢ଼ନ୍ତୁ କ’ଣ ଥିଲା ପୁରା ମାମଲା ?

କନକ ବ୍ୟୁରୋ : ସେପ୍ଟେମ୍ବର ପହିଲାରୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଇଛି । ଦେଶର କିଛି ସ୍ଥାନକୁ ଛାଡ଼ି ଦେଲେ ଅନ୍ୟ ସବୁସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇଥିଲା । ଏହି ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସୁଛି । ଏହି କ୍ରମରେ…

ଦୁର୍ନୀତି କଲେ ଦଣ୍ଡ ଥୟ । ଚାକିରି ପୂର୍ବରୁ ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜୋରଦାର ଝଟକା । ଚାକିରି କାଳ ନସରିବା ପୂର୍ବରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରା, ଉତ୍ତରାଂଚଳ ଅବକାରୀ ବିଭାଗ ଡେପୁଟି କମିସନର ଦିଲ୍ଲୀପ କୁମାର ନାଗ ଓ ନୂଆପଡ଼ା ଖରିଆର ଡିଭିଜନ୍ର ଡିଏଫଓ…

ଏମିତି ଦିଶିବ ରାଜଧାନୀ ଏକ୍ସପ୍ରେସ । ଆସିଲା ନୂଆ ଡିଜାଇନ, ଓଡ଼ିଶାର କଳା-ସଂସ୍କୃତିରେ ଝଲସି ଉଠିବ ଏହି ଟ୍ରେନ୍ ।

ଭୁବନେଶ୍ୱରରୁ ବାହାରି ଦିଲ୍ଲୀଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଓଡିଆ କଳା ଓ ସଂସ୍କୃତିର ପ୍ରଚାର ହେବ । ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଆଜି ଏହି ଟ୍ରେନର ଡିଜାଇନକୁ ଉନ୍ମୋଚନ କରାଯାଇଛି । ଏହି ଡିଜାଇନରେ ଯେ ରାଜଧାନୀ…

୨୪ ଘଣ୍ଟା ମଧ୍ୟରେ ୧୨ ଟି ଜିଲ୍ଲାକୁ ବଜ୍ରପାତ ଆଶଙ୍କା : ସତର୍କ କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ଆଶଙ୍କା ରହିଛି । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେହିପରି…

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନାହିଁ ନିସ୍ତାର। ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

କନକ ବ୍ୟୁରୋ:  ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ନିସ୍ତାର ନାହିଁ । ପୁଣି ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଦୁର୍ନୀତି ଅଭିଯୋଗରେ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତିି ସରକାର । ଚାକିରିରୁ ବିଦା ହୋଇଥିବା ଅଧିକାରୀ ହେଉଛନ୍ତି ବସନ୍ତ କୁମାର ବେହେରା ୨୦୧୮ରେ…

ବହୁରୂପି ଇମ୍ରାନ। ତାଲିବାନର ନମ୍ବର ଦୁଇ କମାଣ୍ଡରଙ୍କ ସହ ଇମ୍ରାନ ଖାଁଙ୍କ ଗୋପନ ଆଲୋଚନା, ଭାରତରେ ଆତଙ୍କବାଦୀ ଆକ୍ରମଣ…

ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଠାଇବା ପରେ ଭାରତରେ ଅଧିକରୁ ଅଧିକ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଖୋଲା ଖୋଲି ଧମକ ଦେଇଛନ୍ତି । ପୂର୍ବରୁ ଭାରତରେ ଯେତେ ଆତଙ୍କବାଦୀ ଆକ୍ରମଣ ହୋଇଛି ପାକିସ୍ତାନ ତାହାକୁ ଅସ୍ୱୀକାର…