Daily Archives

October 3, 2019

ଶିକ୍ଷାର ସଉଦା କରି ଶିକ୍ଷୟିତ୍ରୀ ମାଲେମାଲ୍ ? ସିଟି ଟ୍ରେନିଂ ଶିକ୍ଷୟିତ୍ରୀଙ୍କ ସମ୍ପତ୍ତିଙ୍କ ଦେଖି ଆଶ୍ଚର୍ଯ୍ୟ…

କନକ ବ୍ୟୁରୋ: ଅଳ୍ପ ବର୍ଷ ହେଲା ଚାକିରି ହେଲେ ଅଚଳା ଅଚଳ ସମ୍ପତ୍ତି । ୧୦ ବର୍ଷରେ ଚାକିରି କରି କୋଟିପତି ବନିଛନ୍ତି ଶିକ୍ଷୟିତ୍ରୀ । ସ୍କୁଲରେ ଶିକ୍ଷକତା କରି ଜଣେ କୋଟିପତି ହୋଇଥିବ ହୁଏତ ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ଭିଜିଲାନ୍ସ ରେଡ ବେଳେ ଯେଉଁ ସମ୍ପତ୍ତି ତାଲିକା ଆସିଛି…

ଆଇଏଏସ୍ ସ୍ତରରେ ଅଦଳବଦଳ: ସୁଶୀଲ ଲୋହାନୀ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ୨୦୧୭ ବ୍ୟାଚର ୫ ଆଇଏଏସଙ୍କୁ ମିଳିଲା…

କନକ ବ୍ୟୁରୋ: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦବଦଳ । ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଦାୟିତ୍ୱଥିରେ ଥିବା ସୁରେନ୍ଦ୍ର କୁମାର ହେଲେ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ । ତେବେ ସୁରେନ୍ଦ୍ରଙ୍କ ସ୍ଥାନରେ ସୁଶୀଲ କୁମାର ଲୋହାନୀଙ୍କୁ ମିଳିଲା ମୁଖ୍ୟ…

କୋରାପୁଟ ସୁଙ୍କି ଘାଟିରେ ଧିରେ ଧିରେ ସ୍ୱାଭାବିକ ହେଉଛି ଗାଡି ଚଳାଚଳ । ପାହାଡ ଉପରୁ ପାଣି ବହିବା କମିବା ପରେ…

କନକ ବ୍ୟୁରୋ : ଏ ସ୍ଥିତି ଜମ୍ମୁ କାଶ୍ମୀର କି ହିମାଂଚଳ ପ୍ରଦେଶର ନୁହେଁ, ଏ ହେଉଛି ଆନ୍ଧ୍ରପ୍ରଦେଶର ସାଲୁର ଘାଟି ଓ କୋରାପୁଟ ସୁଙ୍କି ଘାଟି ମଧ୍ୟଭାଗ ରାସ୍ତା । ପ୍ରବଳ ବର୍ଷା ଯୋଗୁଁ ପାହାଡ ଉପରୁ ପାଣି ମିଶା ମାଟି ଅତଡା ଧସିବାରୁ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ପୁରା ଠପ ହୋଇଯାଇଛି ।…

କଟକ ବକ୍ସିବଜାରରେ ଚେନ୍ ଲୁଟେରାକୁ ଧରିଲେ ଲୋକେ, ପୋଲିସ୍ ପହଁଚିବା ପୂର୍ବରୁ ପ୍ରବଳ ପିଟିଲେ

କନକ ବ୍ୟୁରୋ: ଚେନ୍ ଲୁଟୁଥିବାବେଳେ ଧରାପଡ଼ିଲେ ପ୍ରବଳ ଛେଚା ଖାଇଲେ ଚେନ୍ ଲୁଟେରା । କଟକବ ବକ୍ସିବଜାର ଛକରେ ଚେନ୍ ଲୁଟେରାକୁ କାବୁ କରି ପ୍ରବଳ ପିଟିଲେ ଲୋକେ । ମିଳିଥିବା ସୂଚନା ମୁତାବକ କଟକ ବକ୍ସି ବଜାର ଛକରେ ଜଣେ ଯୁବକ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଚେନ୍ ଝାମ୍ପି ଖସି ପଳାଉଥିଲେ ।…

ବୁଲା ଗାଇଗୋରୁଙ୍କ କବଜାରେ ସ୍ମାର୍ଟସିଟି ରାଉରକେଲା, ରାଜରାସ୍ତାରେ ରାଜ୍ କରୁଛନ୍ତି ପଲପଲ ଗୃହପାଳିତ ପଶୁ ।

କନକ ବ୍ୟୁରୋ: ବୁଲା ଗାଇଗୋରୁ ଓ ମଇଁଷିଙ୍କ କବଜାରେ ସ୍ମାର୍ଟସିଟି ରାଉରକେଲାର ରାଜରାସ୍ତା । ଦିନ ହେଉ ବା ରାତି, ସବୁ ବେଳେ ରାସ୍ତାରେ ରାଜ୍ କରୁଛନ୍ତି ବୁଲା ଗୋରୁଗାଇ । ରାସ୍ତା ଉପରେ ସବୁ ବେଳେ ଟହଲ ମାରୁଛନ୍ତି ପଲପଲ ମଇଁଷି ଓ ଗୋରୁଗାଇ । ଦିନେ କି ଦୁଇ ଦିନ ନୁହେଁ, ବର୍ଷବର୍ଷ ଧରି…