Daily Archives

September 25, 2019

ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ‘ମୋ ସରକାର’ର ମୂଳଲକ୍ଷ୍ୟ: ଭଲ କାମ କଲେ ପୁରସ୍କାର, ଅବହେଳା କଲେ ଦୃଢ଼…

କନକ ବ୍ୟୁରୋ: ମୋ ସରକାର କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଭିଡିଓ କନଫରେନ୍ସି  ଜରିଆରେ ସିଡିଏମଓ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କୁ କିପରି ଚିକିତ୍ସା ଯୋଗାଇ ଦିଆଯାଉଛି ତାହାର ମତାମତ ନେବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଦିନ ୧୦ ଜଣ…

ମଞ୍ଚ ଉପରେ ବ୍ରହ୍ମପୁର ସାଂସଦଙ୍କ ଉଗ୍ର ରୂପ : ସର୍ବ ସମ୍ମୁଖରେ ସମର୍ଥକଙ୍କୁ ମାରିଲେ ଚାପୁଡା,ଭିଡିଓ ଭାଇରାଲ ପରେ…

କନକ ବ୍ୟୁରୋ : ମିଶ୍ରଣ ପର୍ବରେ କର୍ମୀଙ୍କୁ ଚାପୁଡା ମାରିଲେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ଗଜପତିରେ ହୋଇଥିବା ବିଜେଡିର ମିଶ୍ରଣ ପର୍ବରେ ସ୍ଥାନୀୟ କଂଗ୍ରେସ କର୍ମୀ ସଂଗ୍ରାମ ସାହୁ, ବିଜେଡିରେ ଯୋଗ ଦେଇଛନ୍ତି । ତେବେ ସାଂସଦଙ୍କ ହାତରୁ ଉତ୍ତରୀୟ ପିନ୍ଧିବାକୁ ଚାହୁଁଥିବା ସଂଗ୍ରାମଙ୍କୁ…

ଇଞ୍ଜିନିୟରଙ୍କ ହାଇଫାଇ ଲାଇଫଷ୍ଟାଇଲ । ବାବୁଙ୍କ ସମ୍ପତି ଦେଖି ତାଜୁବ୍ ହୋଇଗଲା ଭିଜିଲାନ୍ସ । ଚଢ଼ାଉ ପରେ ଚାଲିଛି…

କନକ ବ୍ୟୁରୋ: ଇଞ୍ଜିନିୟରଙ୍କ ହାଇଫାଇ ଲାଇଫଷ୍ଟାଇଲ । ଭିଜିଲାନ୍ସ ଆଜି ଜଣେ ଇଞ୍ଜିନିୟରଙ୍କ ଘରେ ଚଢ଼ାଉ କରିବା ପରେ ତାଙ୍କ ଲାଇଫଷ୍ଟାଇଲ ସାମନାକୁ ଆସିଛି । ବାବୁଙ୍କ ସମ୍ପତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ଆଜି ୫ଟି ସ୍ଥାନରେ ଚଢାଉ କରି କୋଟି କୋଟି ଟଙ୍କାର…

ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାରର ଶୁଭାରମ୍ଭ କଲେ କେନ୍ଦ୍ର ସରକାର । ପଢ଼ନ୍ତୁ କ’ଣ ରହିଛି ଏହି ରାଷ୍ଟ୍ରୀୟ…

କନକ ବ୍ୟୁରୋ: ଏକତା ଓ ଅଖଣ୍ଡତା ପାଇଁ ମିଳିବ ସର୍ବୋଚ୍ଚ ସମ୍ମାନ । ଭାରତରେ ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାରର ଶୁଭାରମ୍ଭ କରିଛନ୍ତି । ତେବେ କେନ୍ଦ୍ର ଗୃହ…

ନନ୍ଦନକାନନରେ କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ : ହାତୀ ମୃତ୍ୟୁ ନେଇ ସ୍ଥିତି ଅନୁଧ୍ୟାନ କଲେ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଧବାର କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ ପହଂଚି ହାତୀ ମୃତ୍ୟୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ର ଚିଡିଆଖାନା କର୍ତ୍ତୃପକ୍ଷର ସଚିବ ଏସ୍‌ ପି ଯାଦବ ଓ ଜାତୀୟ ହରପିସ୍‌ ପ୍ରକଳ୍ପ ମୁଖ୍ୟ ଗୌରାଙ୍ଗ ମହାତୋ…

ଆଉ କନ୍ଦାଇବନି ପିଆଜ : ଭାରତ ସହ ବନ୍ଧୁତ୍ୱ ରକ୍ଷାକଲା ଆଫଗାନିସ୍ତାନ, ପଠାଇଲା  ୧୧୦୦ ଟନ୍ ପିଆଜ 

କନକ ବ୍ୟୁରୋ : ପିଆଜ ଦରବୃଦ୍ଧିରୁ ଖୁବ ଶୀଘ୍ର ଆଶ୍ୱସ୍ତି ମିଳିବ । କମିବ ପିଆଜ ଦର ଆଉ କନ୍ଦାଇବନି ପିଆଜ । ଭାରତ ସହ ବନ୍ଧୁତା ରକ୍ଷା କରି ୧୧୦୦ ଟନ୍ ପିଆଜ ପଠାଇଲା ଆଫଗାନିସ୍ତାନ  । କେବଳ ଏତିକି ନୁହେଁ ଆଫଗାନିସ୍ତାନରୁ ପାକିସ୍ତାନ ରାସ୍ତା ଦେଇ ଭାରତକୁ ଆସୁଛି ପିଆଜ । ଖୁବ ଶୀଘ୍ର…